Advertisment

କମ୍ ରାସନ୍ ପାଇଁ ଚିନ୍ତାରେ ଅଛନ୍ତି କି ? ତୁରନ୍ତ ଏହି ନମ୍ବରରେ କଲ୍ କରନ୍ତୁ . . .

ଧାରଣ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ରାସନ କାର୍ଡ ଜରିଆରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଡିଲରମାନେ ରାସନକାର୍ଡ ଧାରକଙ୍କୁ ରାସନ ଦେବାକୁ ମନା କରନ୍ତି କିମ୍ବା କମ୍ ରାସନ୍ ଦିଅନ୍ତି ।

author-image
Prangyan Parimita
କମ୍ ରାସନ୍ ପାଇଁ ଚିନ୍ତାରେ ଅଛନ୍ତି କି ? ତୁରନ୍ତ ଏହି ନମ୍ବରରେ କଲ୍ କରନ୍ତୁ . . .

help line number

ନୂଆଦିଲ୍ଲୀ : ଆଉ ଠକିପାରିବେ ନାହିଁ ଡିଲର । ରାସନ କାର୍ଡ ସହିତ ଜଡିତ ସମସ୍ୟା ପାଇଁ କାର୍ଡଧାରୀମାନେ ଅଭିଯୋଗ କରିପାରିବେ । ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ରାସନ କାର୍ଡ ଜରିଆରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଡିଲରମାନେ ରାସନକାର୍ଡ ଧାରକଙ୍କୁ ରାସନ ଦେବାକୁ ମନା କରନ୍ତି କିମ୍ବା କମ୍ ରାସନ୍ ଦିଅନ୍ତି ।

Advertisment

ଆପଣ ମଧ୍ୟ ଏହିପରି କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ, ଆଉ ଚିନ୍ତାର କରିବାର ଆବଶ୍ୟକତା ନାହିଁ । ଏଭଳି ଅଭିଯୋଗ ପାଇଁ ସରକାରଙ୍କ ହେଲ୍ପଲାଇନ ନମ୍ବରକୁ କଲ୍ କରନ୍ତୁ । ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ଆପଣ ଅଭିଯୋଗ କରିବା ପରେ ତୁରନ୍ତ ହଇଁ ସମସ୍ୟାର ସମାଧାନ ହୋଇଯିବ । ତେବେ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ହେଲ୍ପଲାଇନ ଜାରି ହୋଇଛି । ଏହା ବ୍ୟତୀତ ଆପଣ ରାସନ କାର୍ଡରେ ଆଉ ଜଣେ ନୂତନ ସଦସ୍ୟଙ୍କ ନାମ ମଧ୍ୟ ଯୋଡିପାରିବେ ।

Advertisment

ଅଭିଯୋଗ ପାଇଁ ବିଭିନ୍ନ ରାଜ୍ୟର ହେଲ୍ପଲାଇନ ନମ୍ବର

ଆନ୍ଧ୍ରପ୍ରଦେଶ ୧୮୦୦ ୪୨୫ ୨୯୭୭

ଅରୁଣାଚଳ ପ୍ରଦେଶ ୦୩୬୦୨୨୪୪୨୯୦

ଆସାମ ୧୮୦୦ ୩୪୫ ୩୬୧୧

ବିହାର ୧୮୦୦ ୩୪୫୬ ୧୯୪

ଛତିଶଗଡ ୧୮୦୦ ୨୩୩ ୩୬୬୩

ଗୋଆ ୧୮୦୦ ୨୩୩ ୦୦୨୨

ଗୁଜୁରାଟ ୧୮୦୦ ୨୩୩ ୫୫୦୦

ହରିୟାଣା ୧୮୦୦–୧୮୦–୨୦୮୭

ହିମାଚଳ ପ୍ରଦେଶ ୧୮୦୦–୧୮୦–୮୦୨୬

ଝାଡଖଣ୍ଡ ୧୮୦୦ ୩୪୫ ୬୫୯୮, ୧୮୦୦ ୨୧୨ ୫୫୧୨

କର୍ଣ୍ଣାଟକ ୧୮୦୦ ୪୨୫ ୯୩୩୯

କେରଳ ୧୮୦୦ ୪୨୫ ୧୫୫୦

ମଧ୍ୟପ୍ରଦେଶ ୧୮୧

ମହାରାଷ୍ଟ୍ର ୧୮୦୦ ୨୨ ୪୯୫୦

ମଣିପୁର ୧୮୦୦ ୩୪୫ ୩୮୨୧

ମେଘାଳୟ ୧୮୦୦ ୩୪୫ ୩୬୭୦

ମିଜୋରାମ ୧୮୬୦ ୨୨୨ ୨୨୨ ୭୮୯, ୧୮୦୦ ୩୪୫ ୩୮୯୧ 

ନାଗାଲାଣ୍ଡ ୧୮୦୦ ୩୪୫ ୩୭୦୪, ୧୮୦୦ ୩୪୫ ୩୭୦୫ 

ଓଡିଶା ୧୮୦୦ ୩୪୫ ୬୭୨୪/୬୭୬୦

ପଞ୍ଜାବ ୧୮୦୦ ୩୦୦୬ ୧୩୧୩

ରାଜସ୍ଥାନ ୧୮୦୦ ୧୮୦ ୬୧୨୭

ସିକ୍କିମ୍ ୧୮୦୦ ୩୪୫ ୩୨୩୬

ତାମିଲନାଡୁ ୧୮୦୦ ୪୨୫ ୫୯୦୧

ତେଲେଙ୍ଗାନା ୧୮୦୦ ୪୨୫୦ ୦୩୩୩

ତ୍ରିପୁରା ୧୮୦୦ ୩୪୫ ୩୬୬୫

ଉତ୍ତରପ୍ରଦେଶ ୧୮୦୦ ୧୮୦ ୦୧୫୦

ଉତ୍ତରାଖଣ୍ଡ ୧୮୦୦ ୧୮୦ ୨୦୦୦, ୧୮୦୦ ୧୮୦ ୪୧୮୮

ପଶ୍ଚିମବଙ୍ଗ ୧୮୦୦ ୩୪୫ ୫୫୦୫

ଦିଲ୍ଲୀ ୧୮୦୦ ୧୧୦ ୮୪୧

ଜାମ୍ମୁ ୧୮୦୦ ୧୮୦ ୭୧୦୬

କାଶ୍ମୀର ୧୮୦୦–୧୮୦-୭୦୧୧

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୮୦୦ ୩୪୩ ୩୧୯୭

ଚଣ୍ଡିଗଡ଼ ୧୮୦୦–୧୮୦–୨୦୬୮

ଦାଦ୍ରା ନଗର ହାଭେଲି ଏବଂ ଡାମନଡିୟୁ ୧୮୦୦ ୨୩୩ ୪୦୦୪

ଲାକ୍ଷ୍ମୀଦୀପ ୧୮୦୦ ୪୨୫ ୩୧୮୬

ପୁଡୁଚେରୀ ୧୮୦୦ ୪୨୫ ୧୦୮୨

Helpline Number Ration Card Holders
Advertisment
Advertisment