• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bapi Sarkhel

Rift in Paradip BJD
Rift in Paradip BJD: ପାରାଦୀପ ବିଜେଡିରେ ବିସ୍ଫୋରଣ, ବାପି ତମେ ଏ କ’ଣ କଲ ?

ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍‌ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି ।

Bapi Sarkhel
କଂଗ୍ରେସକୁ ବଡ଼ ଝଟକା; ଇସ୍ତଫା ଦେଲେ ବାପି ସର୍ଖେଲ

କିଛିଦିନ ତଳେ ବିଧିବଦ୍ଧ ଭାବେ ଶଙ୍ଖ ଧରିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଆଜି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି ସର୍ଖେଲ।

Bapi Serkhel
‘ବାପି ସର୍ଖେଲ ବିଜେଡିିର ବି ଟିମ୍, ସେ ଗଧ ବେପାର କରିଛନ୍ତି’

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍‌ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି।