ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ୧୮ବର୍ଷରୁ କମ୍ ବାଳିକା ଏସିଆ ରଗ୍ବୀ ସେଭେନ୍ସ୍ ଚାମ୍ପିଅନ୍ଶିପ୍ ଗତକାଲି ଉଦ୍ଯାପିତ ହୋଇଛି। ଏଥିରେ ଚୀନ୍ ଚାମ୍ପିଅନ୍ ହୋଇଥିବା ବେଳେ ହଂକଂ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଚୀନ୍ ୨୮-୫ରେ ହଂକଂକୁ ପରାସ୍ତ କରିଥିଲା। ସେହିପରି ଥାଇଲ୍ୟାଣ୍ଟ୍ ୨୫-୫ରେ ଆୟୋଜକ ଭାରତକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି […]