• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

jangle
ଜଙ୍ଗଲରେ କ୍ୱାରେଣ୍ଟିନ୍‌ ସେଣ୍ଟର କରି ରହିଲେ ପ୍ରବାସୀ

ପାଟନା: ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ବଡ଼ ସହର ଛାଡି ନିଜ ଗାଁକୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ସରକାରଙ୍କ ନିୟମମାନି ବାହାରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ତଥାପି କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିହାରର ବୈଶାଳୀରେ ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳୁଛି। […]

vlcsnap-error797
ପୁଣି ବିଷ ପିଇଲେ ଚାଷୀ

ଟିଟିଲାଗଡ଼: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। ଭବାନୀପାଟଣା ବ୍ଲକ ମାଦିଗୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣଭାରଯୋଗୁଁ ଗତକାଲି ଚାଷୀ ଜଣକ ବିଷ ପିଇ ଦେଇଥିଲେ। ଆଜି ଟିଟିଲାଗଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଅନୁସାରେ, ସଂପୃକ୍ତ ଚାଷୀ ୪ ଏକର ଜମିରେ କପା ଚାଷ ପାଇଁ ୪ ଲକ୍ଷ ଟଙ୍କା ଋଣ କରିଥିଲେ। ତେବେ ଚାଷ ନଷ୍ଟ ହେବାରୁ ଋ଼ଣଭାରରେ ସେ ବିଷ […]

old
କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

ନୂଆଦିଲ୍ଲୀ: ଯେଉଁଠି ଦିନେ ମା ଅନେକ ଝଡ଼ ଝଞ୍ଜା ସହି ତାର ପୁଅକୁ ପଣତକାନିରେ ବାନ୍ଧି ରଖିଥିଲା, ଆଜି ସେହି ପୁଅ କରୋନା ଭୟରେ ତାର ୮୦ ବର୍ଷର ବୁଦ୍ଧା ମାକୁ ଘରେ ପୂରାଇବାକୁ ଦେଇନଥିଲା। ଶେଷରେ ପ୍ରଶାସନ ଓ ପଡୋଶୀ ଲୋକଙ୍କ ହସ୍ତକ୍ଷେପ ମାକୁ ଘର ଭିତରେ ରହିବା ପାଇଁ ଜାଗାଟିଏ ଦେଇଥିଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣାଟି ଘଟିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ। ଖବର ଅନୁଯାୟୀ, ବୃଦ୍ଧା ଜଣକ ମହାରାଷ୍ଟ୍ରର ଶୋଲାପୁରରେ ଥିବା […]

vlcsnap-error508
ହାତୀଙ୍କ ପିକ୍‌ନିକ୍ ପାର୍ଟି; ଗଳ୍ପ ନୁହେଁ ବାସ୍ତବ

ଭୋପାଳ: ହାତୀପଲ ଆସିଛନ୍ତି ପିକ୍‌ନିକ୍‌ରେ। ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ସହ ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ହାତୀପଲ ବି ବେଶ୍‌ ଖୁସିରେ ମାତିଛନ୍ତି। ପିକନିକ୍‌କୁ ଭରୂପର ଉପଭୋଗ କରୁଛନ୍ତି। ଏ ଏକ ଗଳ୍ପ ନୁହେଁ ସତ। ଏମିତି ଘଟଣା ଘଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କାହ୍ନା ଜାତୀୟ ଉଦ୍ୟାନରେ। ହାତୀପଲଙ୍କୁ ଖୋଲା ପଡ଼ିଆରେ ଏକ ତମ୍ବୁ ପକାଇ ରଖାଯାଇଛି। ହାତୀପଲଙ୍କୁ ସେମାନଙ୍କ ଶାବକମାନଙ୍କ ସହ ବୁଲିବା […]

lion
ଶିକାର କରିବାକୁ ଆସି ଫସିଗଲା ଶିକାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ମଇଁଷି ଲଢ଼େଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଜଣେ ବନ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ସେୟାର କରିଛନ୍ତି। ଏହି ୩୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ଜଙ୍ଗଲରେ କିଛି ମଇଁଷି ଚରୁଥିଲେ। ଅନ୍ୟପାର୍ଶ୍ୱରେ ଏକ ସିଂହ ବୁଦା ପାଖରେ ଲୁଚି ରହିଥିଲା ମଇଁଷିର ଶିକାର କରିବା ପାଇଁ । କିନ୍ତୁ ସମ୍ପୂର୍ଣ୍ଣ ଓଲଟା ହେଲା।  ମଇଁଷି ଲୁଚିଥିବା ସିଂହକୁ ଦେଖି […]

modiiii
ଟ୍ରାକ୍ଟରରେ ସାନିଟାଇଜର ମେସିନ୍‌ ପ୍ରସ୍ତୁତ କରିଥିବା କୃଷକଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ଏହା ପିଏମ୍‌ଙ୍କ ତୃତୀୟ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଥିଲା। ସେ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ ନିୟମର ପରିବର୍ତ୍ତନ ବିଷୟରେ କହିବା ସହିତ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର ବିପଦ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ […]

pm
ମନ୍ କି ବାତ୍‌: ଯୋଗର ମହତ୍ତ୍ୱ ବିଷୟରେ ବୁଝାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ‘ମୋ ଲାଇଫ୍‌ ମୋ ଯୋଗ’ (MY Life, MY Yoga)’କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଯୋଗ ଉପରେ  ଉପରେ ଆଲୋଚନା କରିବା ସହ କରୋନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମୋଦି କହିଛନ୍ତି‘ କରୋନା ସଙ୍କଟର ଏହି ସମୟରେ, ମୁଁ ବିଶ୍ୱର ଅନେକ ନେତାଙ୍କ ସହ କଥା […]

friendship day
ଆଜି ଫ୍ରେଣ୍ଡସିପ୍ ଡେ’

ଭୁବନେଶ୍ୱର: ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ  ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ବନ୍ଧୁଙ୍କ ପାଇଁ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଆଜି ପାଳନ ହେଉଛି ବନ୍ଧୁତ୍ୱ ଦିବସ ଅର୍ଥାତ୍‌ […]

dogg
୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ନୂଆଦିଲ୍ଲୀ:ସେ ବୁଝେନି କାହାରି ଆକଟ କି ଅନୁରୋଧ। କିଏ କ’ଣ କହୁଛି ତା’ର ସେଥିପ୍ରତି ଖାତିର ନାହିଁ। ସେ ଜାଣିଛି, ମାଲିକ ତା’ର ଡାକ୍ତରଖାନା ଯାଇଛନ୍ତି। ନିଶ୍ଚୟ ଫେରିବେ। ଆଉ ଦୁହେଁ ମିଶି ଘରକୁ ଯିବେ। ହେଲେ ନା ମାଲିକ ଫେରୁଛନ୍ତି..ନା ସେ ଘରକୁ ଯାଇ ପାରୁଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ତଥାପି ତା‘ ଅପେକ୍ଷାର ଅନ୍ତ ନାହିଁ। ମଣିଷ ନୁହେଁ, ଏକ ବଫାଦାର କୁକୁରର ଏମିତି ଦୁଃଖଦ କାହାଣୀ, ଯାହା ଶୁଣିଲେ […]

decline
ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍

ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ ଖସିଅାସିଛି । ସଂସ୍ଥା ପକ୍ଷରୁ ୪ଟି କ୍ଷେତ୍ର ଅାଧାରରେ ଏହି ସର୍ଭେ କରାଯାଇଥିଲା- କୁଶଳୀ ଶ୍ରମିକ କ୍ଷେତ୍ରରେ ଓଡ଼ିଶା ୪ ପାଦ ତଳକୁ ଖସିଥିବାବେଳେ, ଭିତ୍ତିଭୂମିରେ ୫, […]

vlcsnap-error380
ନଦୀ ପାଲଟିଛି ଚଲାପଥ

ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଈ ପାଲଟିଛି ଚଲାରାସ୍ତା। ବର୍ଷା ଋତୁରେ ୩ ମାସ ଏମାନେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏଠାରେ ପୋଲ ନିର୍ମାଣ ଲାଗି […]

psanapal
ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର ପଙ୍ଗପାଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ବହୁ ପରିମାଣର ପଙ୍ଗପାଳ ଛାତ ଉପରେ ପଡି ଏଣେତେଣେ ଉଡୁଛନ୍ତି। ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ , ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। Be careful ? we have faced it , when I was the student […]

Tokyo Olympic
ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ

ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।

car
ସାଂସଦ ଗୌତମ ଗମ୍ଭୀର ବାପାଙ୍କ ଗାଡି ଚୋରି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପିତାଙ୍କ ଏସୟୁଭି କାର ଚୋରି ହୋଇଯାଇଛି। ଗୁରୁବାର ସକାଳେ କାରଟି ଚୋରି ହୋଇଥିଲା । ଏନେଇ ପରିବାର ତରଫରୁ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ ଡିସିପିଙ୍କ କହିବା ଅନୁଯାୟୀ ,ସିସିଟିଭି ମାଧ୍ୟମରେ ଚୋରକୁ ଖୋଜା ଚାଲିଛି। ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଗମ୍ଭୀର ତାଙ୍କ ବାପାଙ୍କ ସହିତ ରୁହନ୍ତି। […]

terrorists killed
ଜାମ୍ମୁ-କାଶ୍ମୀର ସୋପିଅାନରେ ଏନକାଉଣ୍ଟର

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୋପିଅାନ ଜିଲ୍ଲାରେ କିଲ୍ଲୋରା ଗାଁରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ଅପରେସନ ଅାରମ୍ଭ କରିଥିଲା ସେନା। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଦେଖିବାମାତ୍ରେ ଅାତଙ୍କବାଦୀମାନେ ଅଚାନକ ଗୁଳିମାଡ କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀମାନେ। ଏଥିରେ ଜଣେ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରାତି ଅଧିକ ହେବାରୁ ଏନ୍‌କାଉଣ୍ଟରକୁ ବନ୍ଦ କରାଯାଇଥିଲେ ମଧ୍ୟ ପୁରା ଏରିଅାକୁ କର୍ଡନ […]

colddrinks
ଗରମରୁ ରକ୍ଷା ପାଇଁ ଭଗବାନଙ୍କୁ ଅର୍ପଣ କରାଗଲା କୋଲ୍ଡ ଡ୍ରିଙ୍କସ

ବାରଣାସୀ: ଉତ୍ତର ଭାରତରେ ଗରମ ଏତେ ମାତ୍ରାରେ ବଢ଼ୁଛି ଯେ ସେଠାକାର ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।  ଏହାକୁ ଦୃଷ୍ଟିରେ ରଖି ସେଠାକାର ଭକ୍ତ ନିଜ ଭଗବାନଙ୍କ ପାଇଁ ଥଣ୍ଡା(କୋଲ୍ଡ ଡ୍ରିଙ୍କସ)କୁ ଭୋଗ ଲଗାଇବା ସହିତ ଏୟାର କଣ୍ଡିସନର ଓ ପଙ୍ଖାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଧର୍ମ ନଗରୀ କାଶୀ ସହରର ବାରଣାସୀରେ । ଖବର ଅନୁଯାୟୀ, କାଶୀରେ ଭଗବାନ ଶିବଙ୍କର ଆଠଟି ମନ୍ଦିର ରହିଛି। ସେଥିମଧ୍ୟରୁ […]

india -england
ଭାରତକୁ ୩୧ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

ବର୍ମିଂହାମ: ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାଜୟର ତିକ୍ତ ସ୍ୱାଦ ପାଇଛି। ଏହା ସାଙ୍ଗକୁ ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଶତକ ସାଙ୍ଗକୁ ଦ୍ୱିତୀୟ ଇନିଂସରେ କୋହଲିଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂ ଦୁର୍ଗ ତାସ ଘର ଭଳି ଭୁଶୁଡ଼ି ପଡ଼ିଲା ଆଉ ଗସ୍ତର ପ୍ରଥମ ଲଢ଼େଇରେ ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାସ୍ତ […]

headmaster
ସୈତାନ୍‌ ସାର୍‌ଙ୍କ ପାଇଁ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶିଖାପାଲ୍ଲୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ଅାତ୍ମହତ୍ୟା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସମ୍ପର୍କରେ ଛାତ୍ରୀ ଜଣଙ୍କ ଖାତାରେ ଉଲ୍ଲେଖ କରିଛନ୍ତି। ସେବାଶ୍ରମର ଅାଉ ଜଣେ ଛାତ୍ରୀ ମଧ୍ୟ ଅନୁରୂପ ଅଭିଯୋଗ ଅାଣିଛନ୍ତି। ସୈତାନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୁଲିସ ଦୁଇଟି ମାମଲା ରୁଜୁ ସହ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି। […]