• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

justice
ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ଅସନ୍ତୋଷ!

ନୂଆଦିଲ୍ଲୀ : ବିଚାରପତି ଜଷ୍ଟିସ୍‌ କେ.ଏମ.ଜୋସେଫ୍‌ଙ୍କ ବରିଷ୍ଠତାକୁ ନେଇ ପୁଣି ଅସନ୍ତୋଷ। ସୁପ୍ରିମକୋର୍ଟର ନବ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍‌ କେ.ଏମ.ଜୋସେଫଙ୍କ ନାଁ ବରିଷ୍ଠତା ଭିତ୍ତିରେ ପଛକୁ ରଖାଯାଇଥିବା କିଛି ବରିଷ୍ଠ ବିଚାରପତି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଅାସନ୍ତକାଲି ନବ ନିଯୁକ୍ତ ବିଚାରପତି ମାନେ ଶପଥ ନେବେ। ଏଥିରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ଭୀନିତ ସରଣଙ୍କ ପରେ ଜଷ୍ଟିସ୍‌ କେ.ଏମ. ଜୋସେଫ୍‌ ଶପଥ […]

bhata
ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଫିଟ୍‌ ରହିବାକୁ ସମସ୍ତଙ୍କର ଇଛା। ଆମେ ସମସ୍ତେ ଜାଣିଛେ, ଭାତ ଖାଇବା ଦ୍ୱାରା ଶରୀରରେ ମେଦବହୁଳତା ବଢ଼ିଥାଏ। ଏହା ହେଉଛି ଆମ ଦୈନନ୍ଦିନ ଖାଦ୍ୟର ଏକ ଅଂଶ। କାରଣ ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ। ଅନ୍ୟପଟେ ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ ଯେ ରନ୍ଧା ହୋଇଥିବା ଭାତର ପାଣି(ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ ହୋଇଥାଏ। ଭାତର ପାଣି ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ। […]

laskar
ପୁଣି ଅାତଙ୍କବାଦୀ ସଙ୍ଗଠନରେ ଓଡିଶା ଲିଙ୍କ୍‌

ଭୁବନେଶ୍ୱର : କୁଖ୍ୟାତ ଅାତଙ୍କବାଦୀ ସଂଗଠନ ଲସ୍କର- ଏ- ତାଇବାର ଜଣେ ସହଯୋଗୀକୁ ଏନଅାଇଏ ଟିମ୍ ଗିରଫ କରିଛି। ହବିବୁର ରେହମାନ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ଗିରଫ କରାଯାଇଛି। ହବିବ୍ ସାଉଦି ଅାରବରୁ ଭାରତକୁ ଅାସୁଥିଲା। ହବିବ୍ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି। ତା ନାଁରେ ସ୍ୱତନ୍ତ୍ର ଏନଅାଇଏ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।  ଏନଅାଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର […]

Pyar-Wala-Hichki-2
ରେକର୍ଡ କଲା ‘ପ୍ୟାର୍‌ ବାଲା ହିଚ୍‌କି’

ଭୁବନେଶ୍ୱର: ଓଡ଼ିଆ ଗୀତ ‘ପ୍ୟାର୍‌ ବାଲା ହିଚ୍‌କି’ ବର୍ତ୍ତମାନ ୟୁଟ୍ୟୁବ୍‌ରେ ବୋବାଲ ମଚାଇଛି। ଗୀତଟିକୁ ଏବେ ସୁଦ୍ଧା ୨୦ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି। ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ‘ସୁନ୍ଦରଗଡ଼ର ସଲ୍‌ମାନ’ ଚଳଚ୍ଚିତ୍ରର ଏହି ଗୀତଟିକୁ ୨ ମାସ ଭିତରେ୨୦ ମିଲିୟନ୍‌ ଦର୍ଶକ ଦେଖିଛନ୍ତି ଯାହା ଏକ ରେକର୍ଡ । ରଜ ବଜାରରେ ପରଦାକୁ ଆସିଥିବା ଏହି ସିନେମାକୁ ଦର୍ଶକ ମାନଙ୍କ ବେଶ୍‌ ରେସପନ୍‌ସ ମିଳିଥିଲା। ଏଥିସହିତ ସିନେମା ରଲିଜ ପୂର୍ବରୁ ଏହାର ଗୀତ ଗୁଡ଼ିକ ବେଶ୍‌ […]

film
ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’ର ଅଡିଓ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପରଦାକୁ ଅାସିବାକୁ ଯାଉଛି ଅଭିନେତା ବାବୁସାନ ଓ ଅଭିନେତ୍ରୀ ସନମିରାଙ୍କ ଅଭିନୀତ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଗତକାଲି କଟକରେ ଫିଲ୍ମର ଅଡ଼ିଓ ରିଲିଜ୍‌ ହୋଇଛି। ପ୍ରଦ୍ୟୁମ୍ନ ଲେଙ୍କା, ଡ଼ିପି ଖଣ୍ଡେଲୱାଲ ଓ ଅନୁପ ଅଗ୍ରୱାଲ ଫିଲ୍ମର ପ୍ରଯୋଜନା ଦେଇଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ମୋହନା ସାହୁ। ତରଙ୍ଗ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ଗୀତ ଗୁଡ଼ିକର ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଦେଇଥିବାବେଳେ ଗୀତ ରଚନା କରିଛନ୍ତି  ନିର୍ମଳ ନାୟକ। ତେବେ […]

rajya sabha
ଅଗଷ୍ଟ ୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ଏନ୍‌ଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରାଯିବ। ଏନେଇ ଏନ୍‌ଡିଏ ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍‌ ମାସରେ ପି.ଜେ କୁରିଏନଙ୍କ ଅବସର ପରଠାରୁ ଏହି ପଦବୀ ଖାଲି ପଡିଛି। ଅାସନ୍ତା ୯ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ତେଣୁ ଅଗଷ୍ଟ ୮ରେ ହରିବଂଶ ନାରାୟଣ ସିଂ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । ୨୦୧୪ରୁ ହରିବଂଶ ରାଜ୍ୟସଭା ସାଂସଦ ଅଛନ୍ତି । ସେହିପରି ବିଜେଡିରୁ […]

rain
ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା,ଯାଜପୁର,କଟକ,ଜଗତସିଂହପୁର,କେନ୍ଦୁଝର,ସୁନ୍ଦରଗଡ଼,ସମ୍ୱଲପୁର ଓ ଝାରସୁଗୁଡ଼ା । ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛି। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମୁଦ୍ର ଭିତରକୁ ନଯିବା ପାଇଁ […]

auto
ବାହାଘର ପାଇଁ ରଖିଥିଲେ ଟଙ୍କା, କରୋନା ପ୍ରଭାବିତଙ୍କୁ ବାଣ୍ଟିଦେଲେ ଅଟୋ ଡ୍ରାଇଭର

ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ କହିଛନ୍ତି ଯେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରିଥିବାରୁ ତାଙ୍କୁ ଖୁସି ଲାଗୁଛି। ଅକ୍ଷୟ ବାହାଘର ପାଇଁ ଦୁଇଲକ୍ଷ ଟଙ୍କା […]

goair
ଆକାଶରେ ଉଡ଼ିବାକୁ ଇଚ୍ଛା କି? ମାତ୍ର ୧୦୯୯ଟଙ୍କାରେ ସ୍ୱପ୍ନ ହେବ ସତ

ନୂଆଦିଲ୍ଲୀ: ଫ୍ଲାଇଟ୍‌ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍‌ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍‌ଦାର ଅଫର ଆଣିଛି। ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର ସୁଯୋଗ ଦେବାକୁ ‘ଗୋ ଏୟାର’ ଶନିବାର ଗ୍ରେଟ୍‌ ଫେଷ୍ଟିଭାଲ୍‌ ସେଲ୍‌ସ’ ପ୍ୟାକେଜ୍‌ ଲଂଚ୍‌ କରିଛି। ଏହି ପ୍ୟାକେଜ୍‌ରେ ୧୦୯୯ ଟଙ୍କାରେ ଯାତ୍ରା କରିପାରିବେ। ଟିକେଟ୍‌ ବୁକ୍‌ କରିବାର […]

sonu
ଋଣୀ କରିଦେଲେ ସୋନୁ, ଠାକୁର ଘରେ ଫଟୋ ରଖି ପୂଜା କଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ‌ଋଣ ସୁଝି ହେବନି। ହୁଏତ ତାଙ୍କ ସହାୟତା ନ ପାଇଥିଲେ ସେ ଘରକୁ ଫେରି ପାରି ନ ଥାନ୍ତେ କି ତାଙ୍କ ମା’ଙ୍କୁ ଦେଖି ପାରିନ ଥାନ୍ତେ। ଭଗବାନଙ୍କ ବଦଳରେ ଯେମିତି ସୋନୁ ଆସି ତାଙ୍କୁ ମା’ଙ୍କ ସହ ଭେଟ କରାଇ ଦେଇଛନ୍ତି। ଏଥିପାଇଁ ସୋନୁଙ୍କ ଉପରେ ଖୁସି ହୋଇ ଜଣେ ବ୍ୟକ୍ତି ତାଙ୍କ ଫଟୋକୁ ଠାକୁର ଘରେ ରଖି ପୂଜା କରୁଛନ୍ତି। ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର […]

ଆଧାର କାର୍ଡ ଦିଅ ଚୁଟି କାଟ
ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡ଼େ ଆଧାର କାର୍ଡ

ଚେନ୍ନାଇ: କରୋନା ଭାଇରସକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସରକାର ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ଖୋଲିବାକୁ ଅନୁମତି ଦେଇଛନ୍ତି। ଅନେକ ସଂସ୍ଥା ଉପରେ ରୋକ ମଧ୍ୟ ଲଗାଇଛନ୍ତି। ଯେଉଁ ସଂସ୍ଥାଗୁଡିକ ଖୋଲାଯାଇଛି, ସେମାନେ ସରକାରଙ୍କ ଅନୁମତି ନେଇ ଖୋଲିଛନ୍ତି ଏବଂ କରୋନା ଗାଇଡ ଲାଇନ ମାନୁଛନ୍ତି। ତେବେ ତାମିଲନାଡୁ‌ରେ ଅଜବ ନିୟମ ରଖାଯାଇଛି। ଏଠାରେ ସେଲୁନ୍‌ରେ ଚୁଟି କାଟିବା ପାଇଁ ଆଧାରକାର୍ଡ ବାଧ୍ୟତା ମୂଳକ କରାଯାଇଛି। ଏପରି କରିବା ଦ୍ୱାରା […]

asam
ଭୂ-ସ୍ଖଳନରେ ଚାଲିଗଲା ୨୦ ଜୀବନ

ଦିସପୁର: ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଚର ଓ ହାଏଲାକାଣ୍ଡି ଜିଲ୍ଲାରେ ମାଟିତଳେ ଚାପି ହୋଇ ୭ ଜଣ ଲୋକଙ୍କ ଜୀବନ ଯାଇଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କର ସ୍ଥାନୀୟ ମେଡିକାଲରେ ଚିକିତ୍ସା ଜାରି […]

coronavirus
ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। କିଲର କରୋନା ଭାଇରସରେ ଆକ୍ରାନ୍ତ ହୋଇ ବଲିଉଡର ପ୍ରସିଦ୍ଧ ଗାୟକ ୱଜିଦ୍‌ ଖାନ୍‌ଙ୍କ ବିୟୋଗ ହୋଇଥିବା ବେଳେ ଏବେ ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ’ର ଅଭିନେତ୍ରୀ ମୋହେନା କୁମାରୀ ଓ ତାଙ୍କର ପରିବାର ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖବର ଅନୁଯାୟୀ, ମୋହେନାଙ୍କ ସ୍ୱାମୀ ସୁୟଶ, ତାଙ୍କ ଶ୍ୱଶୁର ସତପାଲ ମହାରାଜା, ବଡ଼ଯା’ ଆରାଧ୍ୟା, ତାଙ୍କର […]