ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାଣ୍ଠି ଯୋଗାଣାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। ଭାରତ ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି। ଭାରତ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ୍ ସୂଚନା ଦେଇଛନ୍ତି। ଆତଙ୍କବାଦୀ ମାନେ ଦିନକୁ ଦିନ ନୂଆ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଛନ୍ତି। ଏପରିକି କିଛି ଦେଶ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି। ତେଣୁ ମିଳିତ […]
ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା ଓ ରେୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର କ୍ୟାପଟେନ୍ ବିରାଟ କୋହଲିଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ୍। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା। […]
ନୂଆଦିଲ୍ଲୀ: ଚଳିତ ସିଜିନ୍ର ଆଇପିଏଲ୍ରେ କୋଲକାତା ନାଇଟ ରାଇଡର ଆଉ ଏକ ବିଜୟ ହାସଲ କରିଛି। କିଙ୍ଗସ୍ ଇଲେଭେନ ପଞ୍ଜାବକୁ ୨୮ରନରେ ହରାଇ କୋଲକାତା ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୧୮ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବିନ ଉଥାପା ସର୍ବାଧିକ ୬୭ ରନ୍ କରିଥିବା ବେଳେ ନୀତିଶ ରାଣା ସର୍ବାଧିକ ୬୩ ରନ୍ କରିଥିଲେ। ତେବେ ଆଣ୍ଡ୍ୟୁ ରସେଲ ପୁଣି ଥରେ ଏକ ବିସ୍ଫୋରକ ପାଳି ଖେଳି ଥିଲେ। ସେ […]
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରେ ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡଗାମ ଜିଲ୍ଲାର ସୁସ୍ତୁ ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ତାର ଜବାବ୍ ଦେଇ ଗୁଳିବର୍ଷା କରିଥିଲେ। ଫଳରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏବେ ବି ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। […]
ଜାକର୍ତ୍ତା : ଏସିଅାନ୍ ଗେମ୍ସରେ ଭାରତକୁ ମିଳିଲା ଅାଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ସଟ୍ପୁଟ୍ରେ ଅାଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ। ୨୦. ୭୫ ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ତଜିନ୍ଦର ସ୍ୱର୍ଣ୍ଣ ପଦକ ସହ ଏସିଅାନ୍ ଗେମ୍ସରେ ମଧ୍ୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହାକୁ ମିଶାଇ ଏସିଅାନ୍ ଗେମସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହ ୫ଟି ରୌପ୍ୟ ଓ […]
ଭୁବନେଶ୍ୱର : ଜୁଲାଇ ୩ , ୨୦୧୭ । ଇଣ୍ଡିଅା ଟୁଡେର କଭରପେଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶାସନିକ ଦକ୍ଷତା ପାଇଁ ମାଗାଜିନ୍ର ଲେଖାରେ ନବୀନଙ୍କୁ ମିଳିଥିଲା ଅନେକ ବାହାବା। ଅାଉ ବର୍ଷକ ପରେ ମାଗାଜିନର ସଦ୍ୟତମ ସଂସ୍କରଣରେ ‘ମୁଡ୍ ଅଫ ଦି ନେସନ’ ପୋଲ୍ର ସର୍ଭେ ରେଜଲ୍ଟ ଅନୁଯାୟୀ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍ କମୁଛି। ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଷଷ୍ଠ ସ୍ଥାନକୁ ଖସିଛନ୍ତି। ଏକ ନମ୍ବରରେ ଅଛନ୍ତି ମମତା ବାନାର୍ଜୀ। ସେହପିରି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଜଣେ ସ୍କୁଲ୍ ଶିକ୍ଷକଙ୍କର ତାଙ୍କ ନାବାଳିକା ଛାତ୍ରୀଙ୍କ ସହିତ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ସରକାରୀ ସ୍କୁଲର ସଂସ୍କୃତ ଶିକ୍ଷକ ବାଳମୁକୁନ୍ଦ ତାଙ୍କ ଘରେ ଏହି ଆପତ୍ତିଜନକ କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଟ୍ୟୁସନ୍ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରକୁ ଡକାଇଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କ ସହ ସେ ଆପତ୍ତିଜନକ ବ୍ୟବହାର କରିବାକୁ ଲାଗିଥିଲେ। ଯାହାକୁ କି ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ […]
ଭୁବନେଶ୍ୱର: ଭାରତୀୟ ଜୁନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତି। ଏ ନେଇ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବେ ବୋଲି ଦେବାଶିଷ କହିଛନ୍ତି। ସେହିପରି ତାଙ୍କ ସମୟରେ କେମିତି ଓଡ଼ିଆ ପିଲା ଭାରତୀୟ ଦଳରେ ସୁଯୋଗ ପାଇପାରିବେ ତାହା ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ। ଏଥିସହିତ ଯାହାର ଖେଳିବା […]
ମୁମ୍ବାଇ: ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ କହିଛନ୍ତି ଭାରତ-ଏ ଟିମ୍ ସହ ଇଂଲଣ୍ଡ ଗସ୍ତକରିବା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିବା ସହିତ ଇଂଲଣ୍ଡର ପେସ୍ ଓ ବାଉନସର୍ ବଲ ସହ ପରିଚୟ ହୋଇଯାଇଥିଲା ବୋଲି ସେ କହିଛନ୍ତି। ୨୦ ବର୍ଷିୟ ପନ୍ତ ଟେଣ୍ଟବ୍ରିଜ୍ରେ ତାଙ୍କର ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ୨୪ ରନ୍ କରିଥିଲେ। ଏଥିସହିତ ୭ ଟି କ୍ୟାଚ୍ ମଧ୍ୟ ନେବାରେ […]