• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

terrorists killed
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ତେବେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କୌଣସି ଏକ ଆତଙ୍କବାଦୀ ସଂଗଠନର କମାଣ୍ଡର ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। କୋକେରନାଗରେ ୪ ଜଣ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ […]

HD-kumaraswamy-accountant
କୁମାରସ୍ୱାମୀଙ୍କ ଆକାଉଣ୍ଟାଣ୍ଟ ଅଫିସ ଉପରେ ଆୟକର ଚଢ଼ଉ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏଚ୍‌ ବି ସୁନୀଲ ଏଣ୍ଡ କୋ ଅଫିସ ଉପରେ ଆୟକର ବିଭାଗ ଚଢ଼ଉ କରିଛନ୍ତି। ସୁନୀଲଙ୍କ ଅଫିସ ଓ ଘର ଉପରେ ଏହା ଦ୍ୱିତୀୟ ଥର ଚଢ଼ଉ । ଏହା ପୂର୍ବରୁ ଗତ ମେ ମାସରେ ବିଧାନସଭା ନିର୍ବାଚନ ବେଳେ ଆୟକର ବିଭାଗ ଚଢ଼ଉ କରିଥିଲା। ସୁନୀଲ ହେଉଛନ୍ତି କୁମାରସ୍ୱାମୀଙ୍କ ଜଣେ ଘନିଷ୍ଠ ସହଯୋଗୀ। କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ନିବେଶ ଓ ବ୍ୟାବସାୟିକ ନିବେଶର ହିସାବ କିତାବ ସୁନୀଲ […]

representational
ଓଭରବ୍ରିଜ୍‌ରେ ଅଘଟଣ

ଭୁବନେଶ୍ୱର : ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ୍‌ରେ ଅଘଟଣ। ଲାଇଟ୍ ସଜା ବେଲୁନ୍ ଛିଡ଼ାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକଙ୍କର ମୃତ୍ୟୁ ହୋଇଛି। କଂଗ୍ରେସ ନେତା ମାନସ ଚୌଧୁରୀ, ବିଜେପି ନେତା ମନମୋହନ ସାମଲ ଓ ଅମିୟ ଦାଶ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଆଜି ସନ୍ଧ୍ୟାରେ ଏହି ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ, ମୃତକ ଜଣକ ହେଲେ ଗଞ୍ଜାମର ସିମାଞ୍ଚଳ ପଣ୍ଡା। ସେ ସୁନ୍ଦରପଦା ଅଞ୍ଚଳରେ ରହୁଥିଲେ। ଏହି ଘଟଣାରେ […]

ranveer-singh
ଇନ୍‌ଷ୍ଟାଗ୍ରାମ୍‌ରେ ପୂର୍ବତନ ବୟଫ୍ରେଣ୍ଡଙ୍କ ଫଟୋ ପୋଷ୍ଟ କରି ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: ବଲିଉଡର ସୁପରହିଟ୍‌ ଯୋଡ଼ି ଭାବେ ଜଣାଶୁଣା ଦୀପିକା ଓ ରଣବୀର ସଂଙ୍କ ଯୋଡ଼ି। ସେମାନେ ଆଗାମୀ ନଭେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ଓ ଏହା ମଧ୍ୟ କୁହାଯାଉଛି ଯେ ସେମାନେ ଇଟାଲିରେ ବିବାହ କରିବେ। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ବହୁତ ଉତ୍ସୁକତା ଦେଖାଦେଇଛି। ନିକଟରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଦିପିକା ତାଙ୍କ ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ, […]

shooter
ଏସିଅାନ ଗେମ୍‌ସ ସୁଟିଂରେ ଭାରତକୁ ଅାଉ ଏକ ପଦକ

ଜାକର୍ତ୍ତା : ଏସିଅାନ ଗେମ୍‌ସର ପଞ୍ଚମ ଦିନରେ ଭାରତର ଦମଦାର ପ୍ରଦର୍ଶନ। ଅାଜି ପୁଣି ଚମକିଛନ୍ତି ସୁଟର । ପୁରୁଷ ବର୍ଗ ସୁଟିଂ ଡବଲ ଟ୍ରାପରେ ସୁଟର ସାର୍ଦ୍ଦୁଲ ବିହାନ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ୭୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ୧୫ ବର୍ଷୀୟ ସାର୍ଦ୍ଦୁଲ ବିହାନ ଏସିଅାନ ଗେମସ୍‌ର ସୁଟିଂ ବର୍ଗରେ ମେଡାଲ ହାସଲ କରିଥିବା ଦେଶର ତୃତୀୟ ଖେଳାଳିଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୮ରେ […]

bajpayeee
ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼

ପୁରୀ : ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼ ଅଭିଯୋଗ। ପୁରୀ ମହୋଦଧିକୁ ବିସର୍ଜନ ପାଇଁ ଯିବା ବାଟରେ ପୁରୀ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯାଥିବା ଅଭିଯୋଗ ହୋଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଏହି ସଙ୍ଗୀନ ଅଭିଯୋଗ ଅାଣି ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜୁ ଯୁବ ବାହିନୀର ଜଣେ କର୍ମୀ ଚିତାଭସ୍ମକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ […]

river5
ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ

ଗଜପତି  : ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ। ହାତରେ ଖଣ୍ଡିଏ ବାଡି ସାହାଯ୍ୟରେ ବିପଦଜନକ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ। ଲୋକେ ଏଠି ବାଧ୍ୟ ହେଉଛନ୍ତି ଏଭଳି ଭାବେ ଯାତାୟତ କରିବାକୁ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗାଁ ଏବଂ ମୋହନା ବ୍ଲକ୍‌ର କମଳାପଦର ଗାଁଲୋକଙ୍କ ଦୁଖ ସାଜିଛି ବଡଝର ନଦୀ। ଟିକିଏ ପାଣି ବଢିଲେ ଅାଖପାଖ ଗାଁର ପାଖାପାଖି ୧୦ ହଜାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ […]