• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Representational
ବନ୍ଧୁ ହେଲା ବଇରୀ: ଉଦ୍ଧାର ଟଙ୍କା ମାଗିବାରୁ ଏମିତି ନିର୍ମମ ଭାବେ ହତ୍ୟା କଲେ

ନୂଆଦିଲ୍ଲୀ: ଟଙ୍କା ପାଇଁ ମଣିଷ କିଭଳି ସମ୍ପର୍କ ଭୁଲି ଯାଇ ତଳକୁ ଖସି ଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର କଲ୍ୟାଣପୁରୀରେ ଦେଖିବାକୁ ମିଳିଛି। ୫୦୦ ଶହ ଟଙ୍କାଙ୍କୁ ନେଇ ଜଣେ ୨୪ ବର୍ଷର ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଛି। ମୃତକ ହେଉଛନ୍ତି ଦିଲ୍ଲୀ କଲ୍ୟାଣପୁରୀର ଶାହାରୁଖ୍‌। ସୂଚନା ଅନୁସାରେ, ଶାହାରୁଖ୍‌ ତାଙ୍କ ବନ୍ଧୁ ମୁକେଶ (୩୦)ର ପତ୍ନୀଙ୍କୁ ମାସକ ତଳେ ୫ଶହ ଟଙ୍କା ଧାର୍‌ ସୂତ୍ରରେ ଦେଇଥିଲେ। […]

kuldeep nayar
ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନ ୧ଟାରେ ଲୋଧି ରୋଡ୍‌ ସ୍ଥିତ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତ ୩ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଖାଲି ଜଣେ ସାମ୍ବାଦିକ ନଥିଲେ ପ୍ରସିଦ୍ଧ ଲେଖକ ମଧ୍ୟ […]