ନୂଆଦିଲ୍ଲୀ: ଯେତେବେଳେ ପିଲାମାନଙ୍କ ସୁରକ୍ଷା କଥା ଆସେ, ସେତେବେଳେ ବାପା ମା’ ଅଧିକ ସତର୍କ ହୋଇପଡ଼ନ୍ତି। ଠିକ୍ ସେମିତି ଏକ ଘଟଣା ଘଟିଛି ଏକ ଷ୍ଟାଡିୟମ୍ ଗ୍ୟାଲେରୀରେ। ଯାହାକି ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।ଭିଡିଓରେ ଦେଖାଯାଉଛି, ଜଣେ ଲୋକ ତାଙ୍କ ପିଲାମାନଙ୍କୁ ଉଡ଼ନ୍ତା ବ୍ୟାଟ୍ ଆଘାତରୁ ରକ୍ଷା କରୁଛନ୍ତି। ଶୁକ୍ରବାର ଦିନ ନ୍ୟୁ ୟର୍କର ସିଟି ଫିଲ୍ଡ୍ରେ ଏକ ବେସ୍ବଲ୍ ମ୍ୟାଚ୍ ଚାଲିଥିଲା। ଲୋକ ଜଣକ ତାଙ୍କର ଦୁଇ ପିଲାଙ୍କ ସହ ଗ୍ୟାଲେରୀରେ ବସି […]
ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ ଟ୍ରକ୍କୁ ଧକ୍କା ଦେବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତାହତମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ସାମିଲ୍ ହୋଇଥିବା ବଲିଉଡ ଅଭେନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ମୁମ୍ବାଇ ଉତ୍ତରରୁ କଂଗ୍ରେସ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏବେ ଉର୍ମିଳାଙ୍କ ରାଜନୈତିକ ଲଢ଼େଇ ବିଜେପିର ଗୋପାଲ ସେଟ୍ଟିଙ୍କ ସହ ହେବ। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ୍ ହୋଇଛନ୍ତି, ବାକ୍ ସ୍ୱାଧୀନତା କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ ଉର୍ମିଳା।
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଜି ସେ ଆମେଥିରେ କଂଗ୍ରେସ ସମର୍ଥକ ଓ ଜନତାଙ୍କୁ ଭେଟିଥିଲେ। ସେଠାରେ ପ୍ରିୟଙ୍କାଙ୍କୁ ଦଳୀୟ କର୍ମୀଙ୍କ ସମେତ ସାଧାରଣ ଜନତା ଭବ୍ୟ ସ୍ୱାଗତ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତରେ ଅଛନ୍ତି। ଗତ ଦୁଇ ଦିନ ଧରି ୟୁପିରେ ଡେରା ପକାଇଛନ୍ତି ପ୍ରିୟଙ୍କା। କେବଳ ଲୋକସଭା ନିର୍ବାଚନ ନୁହେଁ, ୟୁପିର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ସେ କର୍ମୀଙ୍କୁ […]
ମୁମ୍ବାଇ: ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖଙ୍କ ଆଗାମୀ ସିନେମା “ଜିରୋ”ର ଟ୍ରେଲର୍କୁ ନେଇ ଉତ୍ସାହିତ ଥିବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଖୁବ୍ ଶୀଘ୍ର ଶାହାରୁଖ୍ଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍ ନଭେମ୍ବର ୨ରେ ରିଲିଜ ହେବ। କାହିଁକି ନା ଏହି ଦିନ ଶାହାରୁଖ୍ଙ୍କ ବର୍ଥଡେ’। ଏନେଇ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏହି ଫିଲ୍ମର ପ୍ରଥମ ଟିଜର୍ […]
ନୂଆଦିଲ୍ଲୀ: ଆଜି ଆଇପିଏଲ୍ରେ ୨ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ-କିଙ୍ଗସ୍ ଇଲେଭେନ ପଞ୍ଜାବକୁ ଭେଟିବ। ଅପରାହ୍ଣ ୪ଟାରେ ମୋହାଲିଠାରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ରାତି ୮ଟାରେ ଦିଲ୍ଲୀରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହ ହେବ।
ପାଟଣା: ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, […]
ହାଇଦ୍ରାବାଦ: ଗତକାଲି ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦର ଦମଦାର ବିଜୟ ହୋଇଛି। ଘରୋଇ ପଡ଼ିଆରେ ହାଇଦ୍ରାବାଦ ୫ ଓ୍ୱିକେଟରେ ରାଜସ୍ଥାନ ରୋୟାଲ୍ସକୁ ପରାସ୍ତ କରିଛି। ୧୯୯ ରନର ବିଶାଳ ସ୍କୋରକୁ ପିଛା କରୁଥିବା ହାଇଦ୍ରବାଦ ଗୋଟିଏ ଓଭର ପୂର୍ବରୁ ମ୍ୟାଚକୁ ଜିତି ନେଇଛି। ଚଳିତ ସିଜିନରେ ଏହା ହାଇଦ୍ରାବାଦର ପ୍ରଥମ ବିଜୟ। ଡେଭିଡ ଓ୍ୱାର୍ଣ୍ଣର ଓ ଜୋନି ବେୟାରଷ୍ଟୋଙ୍କ ଦୃଢ ବ୍ୟାଟିଂ ବଦଳରେ ମ୍ୟାଚକୁ ସହଜରେ ଜିତିଛି ଘରୋଇ ଦଳ। ବର୍ଷେ […]
ସୁନ୍ଦରଗଡ(ବିଜୟ ବରୁଆ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ଦଳ। ସୁନ୍ଦରଗଡରେ ବିଜେପିର ହେଭିୱେଟ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ୍ ଓ ବିଧାୟକ ପ୍ରାର୍ଥିନୀ କୁସୁମ ଟେଟେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ହେମଗିରି ବ୍ଲକର ବିଲେଇମୁଣ୍ଡା ଏବଂ ଲେଫ୍ରିପଡ଼ା ବ୍ଲକର ଦର୍ଲିପାଲିଠାରେ ବିଜେପି ପକ୍ଷରୁ ରୋଡ ଶୋ କରାଯିବା ସହ ବାଇକ ରାଲି ଏବଂ ସାଧାରଣ ସଭା ଆୟୋଜନ […]