ନୂଆଦିଲ୍ଲୀ : ନିର୍ବାଚନ ପ୍ରକିୟାକୁ ନେଇ ଅାଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ। ଭାରତୀୟ ନିର୍ବାଚନ କମିଶନ ଡାକିଥିବା ଏହି ବୈଠକରେ ଜାତୀୟ ଓ ଅାଞ୍ଚଳିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକରେ ନିର୍ବାଚନ ପ୍ରକ୍ରିୟା ସହିତ ଅନ୍ୟ ସବୁ ପ୍ରସଙ୍ଗରେ ଅାଲୋଚନା ହେଉଛି। EVM ବିବାଦ, ପେଡ୍ ନ୍ୟୁଜ୍, ଖର୍ଚ୍ଚସୀମା ଉପରେ ଅାଲୋଚନା ଚାଲିଥିବା ସୂଚନା ମିଳିଛି। ଏହି ବୈଠକରେ କିଛି ବିରୋଧୀ ଦଳ ପୁଣି ଥରେ ବାଲଟ ପେପରରେ ନିର୍ବାଚନ କରାଇବାକୁ ଦାବି କରିପାରନ୍ତି […]
ନୂଆଦିଲ୍ଲୀ: ବିଭିନ୍ନ ଷ୍ଟାଇଲିଶ୍ ତଥା ଅପଗ୍ରେଡ୍ ଭର୍ସନର ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଚଳିତ ସପ୍ତାହରେ ବିଭିନ୍ନ ବ୍ରାଣ୍ଡ୍ର ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଅନ୍ଲାଇନ୍ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଆଜି କିଛି ଫୋନ୍ ଅନ୍ଲାଇନ୍ରେ ଉପଲ୍ଲବ୍ଧ ହୋଇଛି। ସେଥିମଧ୍ୟରେ ରହିଛି Samsung Galaxy A8 Star, Huawei Nova 3i, 10.or D2, Poco F1, Jio Phone 2 ଓ ଆହୁରି ଅନେକ। […]
ନୂଆଦିଲ୍ଲୀ: ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ମୁକାବିଲା ରାଜସ୍ଥାନ ରୟାଲ୍ସ ସହ ହେବ।
ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍ରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବାଜିମାତ୍ କରିଛି। ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ତେବେ ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା। କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦିଲ୍ଲୀ ପୃଥ୍ୱୀଶଙ୍କ ୯୯ ରନ୍ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିଥିଲା। ତେବେ ସୁପର ଓଭରରେ କମାଲ କରିଥିଲେ ବୋଲର ରାବାଡା। ସେହିପରି ଅନ୍ୟ ଏକ […]
ଅହମଦାବାଦ: ଭୁଶୁଡ଼ି ପଡ଼ିଲା ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ କୋଠା। ଅହମଦାବାଦ ଓଧାବ ଅଞ୍ଚଳରେ ଗତକାଲି ଏହି ଅଘଟଣ ଘଟିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍ ଟିମ୍ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁଇ ଦଶନ୍ଧି ତଳେ ନିର୍ମିତ ଦୁଇଟି ବିଲ୍ଡିଂ ବ୍ଲକ୍ ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବ୍ଲକ୍ ୪ […]