• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

d
କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ବିନା ତାଲିକା ଓ ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର। ଆଜି ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, “କାଳିଆ’ର ବଜେଟ ଓ ତାଲିକା ମାଗିଥିଲେ ନିର୍ବାଚନ କମିଶନ। ହେଲେ ରାଜ୍ୟ ସରକାର ତଥ୍ୟ ଦେଇପାରି ନଥିଲେ। ‘କାଳିଆ’ କେବଳ ଭାଷଣରେ ସୀମିତ ରହିଛି। ସେହିପରି ପିଏମ୍‌ କିଷାନ ପାଇଁ ମାତ୍ର […]

subhash
ବିଜେଡିରେ ସାମିଲ ହେଲେ ସୁବାସ

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ। ଟିକେଟ ବଣ୍ଟନକୁ ନେଇ ବିଜେପିର ଏହି ନେତା ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ସେ ନବୀନ ନିବାସରେ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ନବୀନ ବାବୁଙ୍କ ‌ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେଡିରେ ସାମିଲ ହେବା ପାଇଁ କୌଣସି ସର୍ତ୍ତ ରଖିନାହିଁ।” ସେ […]

jharkhand
ମିସକଲରୁ ପ୍ରେମ : ପ୍ରେମିକ ଦିବ୍ୟାଙ୍ଗ ଜାଣିବା ପରେ ବି ହାତ ଛାଡ଼ିଲେନି ଗୌରୀ

ମହାମାରୀ ଭୟ ଭିତରେ ପ୍ରେମ ପାଇଁ ଝାଡ଼ଖଣ୍ଡରୁ ବିହାର ଯାତ୍ରା । ସବୁ ଦିନ ପାଇଁ ମନେ ରହିବ ରାଞ୍ଚିର ଗୌରି ଓ ସୁପଲର ମୁକେଶଙ୍କର

tom
ଟମ୍ ୱଡକନ୍‌ଙ୍କୁ ମିଳିଲାନି ଟିକେଟ୍

ନୂଆଦିଲ୍ଲୀ: ଗତକାଲି ବିଜେପି ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କେରଳର ଟମ୍ ୱଡକନ୍‌ଙ୍କୁ ଲୋକସଭା ଟିକେଟ୍ ଦିଆଯାଇନାହିଁ। କେରଳର ଅନ୍ୟତମ ନେତା ତଥା କେନ୍ଦ୍ରମନ୍ତ୍ରୀ ଆଲଫନ୍ସ କନ୍ନଥନମ ଏବଂ ମିଜୋରାମର ପୂର୍ବତନ ରାଜ୍ୟପାଳ କୁମନମ ରାଜଶେକରନଙ୍କୁ ଦଳ ପ୍ରାର୍ଥୀ କରିଛି। ସାବରିମାଲା ମନ୍ଦିର ବିବାଦକୁ ନେଇ ଚର୍ଚ୍ଚିତ ଥିବା ନିର୍ବାଚନ ମଣ୍ଡଳୀ ପଥନମଥିତାରେ ଏବେ ଯାଏ ପ୍ରାର୍ଥୀ […]

gautam gambhir
ପଦ୍ମ ଧରିଲେ ଗୌତମ ଗମ୍ଭୀର 

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ କ୍ରିକେଟର ଗୌତମ ଗମ୍ଭୀର  ବିଜେପିରେ ଯୋଗ ଦେଇଛନ୍ତି। ଆଜି ସେ ଦିଲ୍ଲୀରେ ଥିବା ବିଜେପିର ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଥିବା ଗମ୍ଭୀର କହିଛନ୍ତି। ନିର୍ବାଚନର ଠିକ୍ ପୂର୍ବରୁ ସେ ବିଜେପିରେ ମିଶି ଥିବାରୁ ତାଙ୍କୁ ଏମ୍‌ପି […]

Sam Pitroda
ଏୟାର ଷ୍ଟ୍ରାଇକ୍‌କୁ ନେଇ ପାଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ, ହରଡଘଣାରେ କଂଗ୍ରେସ

ନୂଆଦିଲ୍ଲୀ: ସବୁ ପ୍ରମାଣ ସତ୍ତ୍ଵେ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ପୁଣି ସରକାର ବିରୋଧରେ ବିଷ ଓଗାଳିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା। କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭାରତର ଛବିକୁ ଖରାପ କରିଛି। ଏୟାର ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ମୃତ୍ୟୁବରଣ […]

india
ଭାରତ ବିଶ୍ୱର ଦ୍ରୁତ ଅଗ୍ରଗତି ଅର୍ଥନୀତି ତାଲିକାର ଆଗରେ: ଗ୍ୟାରି ରାଇସ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋଦି ସରକାରଙ୍କ ଶାସନ କାଳରେ ଦେଶର ଅର୍ଥନୀତିକୁ ପ୍ରଶଂସା କରିଛି ଆଇଏମଏଫ। ବିରୋଧୀ ଯେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସେହି ପ୍ରସଙ୍ଗରେ ଆଇଏମଏଫ ମୋଦି ସରକାରଙ୍କ ପିଠି ଥାପୁଡ଼େଇଛି। ଆଇଏମଏଫ ଅନୁସାରେ ଭାରତ ଏବେ ବି ବିଶ୍ୱର ସବୁଠୁ ଦ୍ରୁତ ଅଗ୍ରଗତି କରୁଥିବା ଅର୍ଥନୀତି ତାଲିକାରେ ଆଗରେ ରହିଛି। ଗତବର୍ଷ ତୁଳନାରେ ଆର୍ଥିକ ସୁଧାର ପାଇଁ ଏଥିରେ ମୋଦି ସରକାରଙ୍କୁ ପ୍ରଶଂସା କରାଯାଇଛି। ତେବେ ଆହୁରି ଅନେକ ସୁଧାର ଆସିବା […]

rt-4
ଶେଷ ହେଲା ଏଲ୍‌.କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର!

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇ ଜିତୁଥିବା ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି। ଚଳିତ ବର୍ଷ ଆଡ଼ଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ଅମିତ ଶାହଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଶାହ ପ୍ରଥମଥର ପାଇଁ ଏହି ଆସନରୁ ଲଢ଼ିବେ। ଆଡ଼ଭାନୀଙ୍କ ବୟସ ୯୧ ହୋଇଥିବାରୁ ତାଙ୍କୁ ଦଳ ଆଉ ଏଥର ପ୍ରାର୍ଥୀ କରି ନଥିବା କୁହାଯାଉଛି। ସେ ଗାନ୍ଧି ନଗର ଆସନରୁ କ୍ରମାଗତ […]

soldier
ଆତଙ୍କବାଦୀ କବଳରୁ ୨ ସାଧାରଣ ନାଗରିକଙ୍କୁ ଉଦ୍ଧାର କଲା ସେନା

ଶ୍ରୀନଗର: ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହେଲେ ହଜିନ ଓ ବାନ୍ଦିପୋର ଅଞ୍ଚଳର ୨ ସାଧାରଣ ନାଗରିକ। ସେନା ସହିତ ଗୁଳିବର୍ଷଣ ଚାଲିଥିବାବେଳେ ଆତଙ୍କବାଦୀ ଏହି ଦୁଇ ନାଗରିକଙ୍କୁ ଅପହରଣ କରିନେଇ ଯାଇଥିବା ସୂଚନା ମିଳିଥିଲା। ପରେ ସେନାର ବାରମ୍ବାର ଲଗାତାର ଗ୍ରେନେଡ ମାଡ଼ ହେବାପରେ ସେହି ଦୁଇ ନାଗରିକଙ୍କୁ ଛାଡ଼ିଦେଇ ୩ ଜଣ ଆତଙ୍କବାଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି। ଗୁଳି ବିନିମୟ ବେଳେ ଜଣେ ପୋଲିସ କର୍ମୀ, ଜଣେ ଏସଏଚଓ ଏବଂ ୩ ଯବାନ ଆହତ ହୋଇଛନ୍ତି। […]

n
ବାରଣାସୀରୁ ମୋଦି ଓ ଗାନ୍ଧିନଗରରୁ ଲଢ଼ିବେ ଶାହ

ନୂଆଦିଲ୍ଲୀ: ୪ ଦିନର କସରତ ପରେ ଶେଷରେ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେପି ସିଇସି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ୧୮୪ ଜଣ ନେତାଙ୍କ ନାଁ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଭଳି ୨୦ଟି […]