ଦେଶରେ ବଢୁଥିବା ତେଲ ଦରରୁ ମୁକୁଳିବା ପାଇଁ ଅଭିନବ ଉପାୟ । କେରଳର ଜଣେ ବ୍ୟକ୍ତି ଏଭଳି ଏକ ସାଇକେଲ ନିର୍ମାଣ କରିଛନ୍ତି ଯାହାକି ମୋଟୋର ସାଇକେଲ ଭଳି ଦେଖାଯାଉଛି ।
ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ପୁସ୍ତକକୁ ନେଇ ଏକ ଆଇନଗତ ସମସ୍ୟାରେ ଫସିଯାଇଛନ୍ତି। ତାଙ୍କ ପୁସ୍ତକର ନାମକୁ ନେଇ ସାରା ଦେଶରେ ସମାଲୋଚନା ହେଉଛି। ଏପରିକି କରୀନା କପୁରଙ୍କ ବିରୋଧରେ ଏଫ୍ଆଇଆର୍ ଜାରି କରିବାକୁ ଦାବି ହେଉଛି।
ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି କେରଳ ପୋଲିସ ପିଙ୍କ୍ ପ୍ରୋଟେକ୍ସନ୍ ପ୍ରୋଜେକ୍ଟ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନ ତଥା ସାଇବର ଦୁନିଆରେ ମହିଳାଙ୍କୁ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।
ଦୁବାଇ: ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଟିମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶ୍ୱକପ୍ ଟ୍ରଫି ପାଇଁ ଅନ୍ୟତମ ଦାବିଦାର ଭାରତ ତା’ର ୧୫ଜଣିଆ ଦଳର ଘୋଷଣା କରିଛି। ଏହି ୧୫ ଜଣିଆ ଟିମ୍ ଭାରତକୁ ଏଥର ବିଶ୍ୱକପ୍ ଦେବ ବୋଲି ଅନେକେ ଆଶା ବାନ୍ଧିଛନ୍ତି। କିନ୍ତୁ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମତ ସାମାନ୍ୟ ଭିନ୍ନ। ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ […]
ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ପରାଜୟରେ ନିରାଶ ହୋଇନାହାନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ୱାର୍ଲ୍ଡ କପ୍ ପାଇଁ ବିରାଟ ଆତ୍ମବିଶ୍ୱାସରେ ଭରପୂର ଅଛନ୍ତି। ମଇଦାନରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବିରାଟ୍ ସୋଶାଲ ମିଡିଆରେ ମଧ୍ୟ ନିଜ ଫ୍ୟାନଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି। ସେ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ନୂଆ ଅବତାରରେ ନଜର ଆସୁଛନ୍ତି। ବିରାଟ ଏହି ଫଟୋରେ […]
How To Prepare Murg Jafrani: ଆବଶ୍ୟକ ସାମଗ୍ରୀ: ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ […]
ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ […]
ମାଙ୍ଗାଲୁରୁ: ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ଆଉ ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ନବବିବାହିତ ଦମ୍ପତିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ତେବେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଖାତିର୍ ନ କରି ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ଜଣେ ଗର୍ଭବତୀ ପହଞ୍ଚିଥିଲେ। କର୍ଣ୍ଣାଟକର ମାଙ୍ଗାଲୁରୁରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ‘ଗୋଦ୍ ଭରାଇ’ କାର୍ଯ୍ୟକ୍ରମ ଛାଡ଼ି ଭୋଟ୍ ଦେବାକୁ […]
କୋଲକାତା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନମଣ୍ଡଳୀର ଦିଗିରପାର ମତଦାନ କେନ୍ଦ୍ରରେ କିଛି ଦୁର୍ବୃତ୍ତ ପୁଲିସ୍ଉ ପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ କିଛି ଲୋକ ଭୋଟ୍ ଦେବାକୁ ଯିବା ବେଳେ ଏଥିରେ ବାଧା ଉପୁଜାଇବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି। ଫଳରେ ପୁଲିସ୍ ଲାଠିଚାର୍ଜ କରିବା ସହ ଟିୟର୍ ଗ୍ୟାସ୍ ପ୍ରୟୋଗ କରିଥିବା ଜଣାପଡ଼ିଛି। ଅନ୍ୟପଟେ, ସିପିଏମ୍ ନେତା […]