• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

adityanath
ଯୋଗୀ ଓ ମାୟାବତୀଙ୍କୁ ଇସିଙ୍କ ଝଟକା

ନୂଆଦିଲ୍ଲୀ: ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ଝଟକା। ଆସନ୍ତା ଗୁରୁବାର ଯାଏ, ୩ ଦିନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ କି କୌଣସି ନିର୍ବାଚନୀ ସଭାରେ ଭାଷଣ ଦେଇପାରିବେ ନାହିଁ। କେବଳ ଯୋଗୀ ନୁହେଁ ମାୟାବତୀ ମଧ୍ୟ ଦୁଇ ଦିନ ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି କରି […]

cricket-.
ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ କ୍ରିକେଟ ୨୦୧୯ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ ଟିମ୍। ଦଳରେ ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ଖେଳାଳି ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ ଓ ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସ୍‌ପ୍ରୀତ ବୁମରା, ୟୁଜ୍‌ବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ […]

azam-khan-jaya-prada
ଜୟାପ୍ରଦା ଓ ଆଜମ ଖାନ୍‌ଙ୍କ ମଧ୍ୟରେ ତେଜିଲା ବିବାଦ

ଲକ୍ଷ୍ନୌ: ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉତ୍ତରପ୍ରଦେଶ ରାମପୁରରେ ବିଜେପି ପ୍ରାର୍ଥୀ ଜୟାପ୍ରଦା ଓ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧରିଛି। ଆଜମ୍ ଖାନ୍ ଦେଇଥିବା ଅଶାଳୀନ ମନ୍ତବ୍ୟର ଦୃଢ଼ ଜବାବ ଦେଇଛନ୍ତି ଜୟା। ଏଭଳି ବ୍ୟକ୍ତିକୁ ନିର୍ବାଚନ ଲଢିବାରୁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ ବୋଲି ଜୟା କହିଛନ୍ତି। ଏଥିସହ ସେ ଭୟଭୀତ ହୋଇ ରାମପୁରରୁ ପଳାୟନ କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଗତ ରବିବାର ଏକ ନିର୍ବାଚନ […]

rahul
ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ: ସୁପ୍ରିମକୋର୍ଟ ଦେଲେ ରେଡ୍ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ। ରାଫେଲ ଜେଟ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ରେଡ୍ ସିଗ୍‌ନାଲ୍‌ ଦେଇଛନ୍ତି। କୋର୍ଟଙ୍କ ରାୟକୁ ରାହୁଲ କଦର୍ଥ କରିଥିବା ନେଇ ସୁପ୍ରିମକୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଜେପି ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଦେଇଛନ୍ତି। ଏଥିରେ ନିଜ ପକ୍ଷ ରଖିବା ଲାଗି ରାହୁଲଙ୍କୁ ୭ ଦିନ ସମୟ ଦିଆଯାଇଛି। କୋର୍ଟଙ୍କ ରାୟକୁ ଆଧାର କରି ରାହୁଲ ଗଣମାଧ୍ୟମ ଏବଂ ସର୍ବସାଧାରଣରେ […]