• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

img-lk-advani
ଆଗ ଦେଶ, ତା’ପରେ ଦଳ ଓ ତା’ପରେ ମୁଁ: ଆଡଭାନୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସର୍ବ ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ନିର୍ବାଚନୀ ଟିକେଟ୍‌ ଦିଆଯାଇନଥିବା ନେଇ ବିବାଦ ଘନେଇଥିବାବେଳେ ଏହା ପରେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି। ଗୁରୁବାର ଏକ ବାର୍ତ୍ତା ପଠାଇ ସେ କହିଛନ୍ତି, “ପ୍ରଥମେ ରାଷ୍ଟ୍ର, ତାପରେ ଦଳ, ତାପରେ ଯାଇ ମୁଁ।” ସୂଚନାଯୋଗ୍ୟ ଯେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ପାରମ୍ପରିକ ଆସନ ଗାନ୍ଧିନଗରରୁ ଚଳିତ ଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଲଢ଼ୁଛନ୍ତି। […]

RAHUL-KERALA
ୱାୟନାଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ରାହୁଲ

ଥିରୁଅନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ୱାୟନାଡ଼ ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହିତ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ। ଚଳିତ ଥର ରାହୁଲ ଗାନ୍ଧି ଉଭୟ ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି। ନାମାଙ୍କନ ଭରିବା ପରେ ରାହୁଲ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ବିରୋଧରେ ବେଲ୍ଲାପଲ୍ଲି ଏନଡିଏ ପ୍ରାର୍ଥୀ ହୋଇଥିବାବେଳେ ସିପିଆଇର ପିପି […]

rajastan
ବାଙ୍ଗାଲୋରକୁ ହରାଇ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

ଜୟପୁର: ବାଙ୍ଗାଲୋରକୁ ହରାଇ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି ରାଜସ୍ଥାନ ରୋୟାଲ୍ସ। ୧୫୯ ରନକୁ ପିଛା କରୁଥିବା ରାଜସ୍ଥାନ ଶେଷ ଓଭରରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିଛି। ଦଳ ପକ୍ଷରୁ ଜୋସ ବଟଲର ୫୯ ରନ, ଷ୍ଟଭ୍ ସ୍ମିଥ ୩୮ ରନ ଏବଂ ରାହୁଲ ତ୍ରିପାଠୀ ଅପରାଜିତି ୩୪ ରନର ଇଂନିସ ଖେଳିଥିଲେ। ସେପଟେ ଏହି ମ୍ୟାଚ ସହ ଲଗାତାର ଚତୁର୍ଥ ମ୍ୟାଚରେ ପରାଜୟର ସାମ୍ନା କରିଛି ବିରାଟ କୋହଲି ନେତୃତ୍ୱାଧିନ ରୋୟାଲ […]