ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Haryana: Former Chhattisgarh Chief Minister and BJP leader Raman Singh admitted to a hospital in Gurugram, yesterday night after he complained of chest pain. (File pic) pic.twitter.com/yxEtJ1ijRB — ANI (@ANI) July […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ନିଜର ଛୁଟି ଏନ୍ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍ ହଟ୍ ଅନ୍ଦାଜରେ ଏକ ଫଟୋ ନିଜ ଇନ୍ଷ୍ଟାଗ୍ରମ ଆକାଉଣ୍ଟରେ ଶେୟାର କରିଛନ୍ତି। View this post on Instagram A post shared by Mandira Bedi (@mandirabedi) ଏହି ଫଟୋରେ ମନ୍ଦିରା ଏକ ରେଡ୍ କଲର୍ […]
କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍ରେ ଶରତ କମଲ-ଜି.ସାଥିଆନ୍ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ସେମି ଫାଇନାଲ୍ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ସାଓ ହାନ୍ ଜୋସ୍ ଏବ˚ ଇ˚ଲଣ୍ତର ସାମୁଏଲ୍ ଵାକର-ଥୋମାସ ଜାର୍ଭିସ୍ଙ୍କ ଯୋଡି […]
ମୁମ୍ୱାଇ: ନିଜର ଫିଟ୍ନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । ବଲିଉଡ୍ର ଏହି ଅଭିନେତ୍ରୀ କେବେ ପୋଲ ଡ୍ୟାନ୍ସ୍ ତ କେବେ ଜିମ୍ରେ ବୟଫ୍ରେଣ୍ଡ୍ ରୋହମନ୍ଙ୍କ ସହିତ ଜିମ୍ନାଷ୍ଟିକ୍ ରିଙ୍ଗରେ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୁସ୍ମିତା, ରୋହମନ୍ ଓ ତାଙ୍କର ଦୁଇ ଝିଅଙ୍କ ସହିତ ଆର୍ମିନିଆରେ ଛୁଟି କାଟୁଛନ୍ତି। ଏହି ସମୟରେ ସେ ନିଜ ସୋଶାଲ ମିଡିଆରେ ଆକାଉଣ୍ଟରେ ବୟଫ୍ରେଣ୍ଡ ରୋହମନ୍ଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି […]
କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ମ୍ୟାଚଗୁଡ଼ିକ ମଧ୍ୟରେ ମହିଳା ସିଙ୍ଗଲ୍ସରେ ଆହିକା ମୁଖାର୍ଜୀ, ଶ୍ରୀଜା ଅକୁଳ ଓ ମଧୁରିକା ପାଟକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଆହିକା ୪-୦ (୧୧-୬, ୧୧-୬, ୧୧-୨, ୧୧-୮)ରେ ମୌସୁମୀ ପଲ୍ଙ୍କୁ, ଶ୍ରୀଜା ୪-୨ (୧୧-୫, ୧୧-୫, ୧୧-୯, ୧୭-୧୯, ୬-୧୧, ୧୭-୧୫)ରେ ସୁତୀର୍ଥା ମୁଖାର୍ଜୀଙ୍କୁ ଏବ˚ ମଧୁରିକା ୪-୧ (୧୧-୪, ୯-୧୧, ୧୧-୮, ୧୨-୧୦, ୧୧-୯)ରେ ସିହ୍ନା ରଏ କ୍ରିତ୍ୱିକାଙ୍କୁ […]
ପାନପତ୍ରରେ ଅନେକ ଭିଟାମିନ୍ ରହିଛି, ଯେପରିକି ଭିଟାମିନ୍-ସି ଓ କ୍ୟାଲ୍ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ। […]
କଲମ୍ବୋ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରଙ୍କ ସେହି ଗୋଟିଏ ଭୁଲ୍ ନିଷ୍ପତ୍ତି ପୂରା ମ୍ୟାଚର ରୂପରେଖ ବଦଳାଇ ଦେଇଥିଲା। ଶେଷ ଓଭରରେ ବେନ୍ ଷ୍ଟୋକ୍ସ ୨ ରନ୍ ନେବା ପାଇଁ ଦୌଡୁଥିବା ବେଳେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ’ ତାଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ଯାହା ପରେ ଅମ୍ପାୟାର ଏହାକୁ ମୋଟ ୬ ରନ୍ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା, କାରଣ ଆଇସିସି ନିୟମ ମୁତାବକ […]
ପାଟଣା: ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍ ରୋଶନଙ୍କ ଅଭିନିତ ଫିଲ୍ମ ‘ସୁପର-୩୦’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ସଫଳ ଶିକ୍ଷାବିତ୍ ତଥା ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ। ଯିଏ କି ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ଫ୍ରି କୋଚିଂ ସେଣ୍ଟର୍ ଆରମ୍ଭ କରିଥିଲେ। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ରବିବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍ ବେଳେ ଆହତ ହୋଇଥିବା ଶିଖର ଧୱନ ମଧ୍ୟ ଟିମ୍କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ରେ ସ୍ଥାନ ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଟିମରେ ଦୁଇଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ଏହି ଦୁଇ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଆଜି ପୁଣି ଆସ୍ଥା ଭୋଟ୍ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଅନ୍ୟପଟେ ଆସ୍ଥା ଭୋଟ୍ ନେଇ ସୁପ୍ରିକୋର୍ଟ୍ରେ ଫେରାଦ୍ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଅବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୃହ କାର୍ଯ୍ୟରେ ସେ ହସ୍ତକ୍ଷେପ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହିତ ତତ୍କ୍ଷଣାତ ଭୋଟ୍ କରାଇବା ଲାଗି କୌଣସି ପରିସ୍ଥିତିରେ ବି ବାଚସ୍ପତିଙ୍କୁ କୁହାଯାଇ ପାରିବ ନାହିଁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁପର୍ ଥାର୍ଟି ପ୍ରୋଗ୍ରାମ୍ର ପ୍ରତିଷ୍ଠାତା ତଥା ଅନେକ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଆନନ୍ଦ କୁମାର। ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର୍ ଥାର୍ଟିର ପ୍ରମୋଶନ୍ ପାଇଁ ଆଜି ଭୁବନେଶ୍ୱର ସିନେମା ହଲ୍ କେଶରୀ ଟକିଜ୍କୁ ଆସିଥିଲେ ପାଟନାର ଏହି ଗଣିତଜ୍ଞ ତଥା ଚର୍ଚ୍ଚିତ ଶିକ୍ଷାବିତ୍ ଆନନ୍ଦ। ତାଙ୍କୁ ପାଖରେ ପାଇଁ ସତେ ଯେମିତି ଫିଲ୍ମ ଦେଖିବାକୁ ଆସିଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହର ଲହରି ଖେଳିଯାଇଥିଲା। କିଏ ସେଲ୍ଫି ନେଉଥିଲେ […]
ଅମ୍ପାୟାରଙ୍କ ପାଇଁ ଗଲା ସମୟ, ଋଷଭ କହିଲେ ଏଥିପାଇଁ ମୁଁ ଦାୟୀ ନୁହେଁ
କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିରଞ୍ଜନୀ ଆଖଡ଼ା ମହାକୁମ୍ଭରୁ ଓହରି ଯିବା ପାଇଁ ଘୋଷଣା କରିଛି। ଯଦି ଆମେ ସାଧୁଙ୍କ ସଂଖ୍ୟା ବିଷୟରେ କହିବା, ତେବେ ନିରଞ୍ଜନୀ ଆଖଡ଼ା ଦେଶର ସବୁଠାରୁ ବଡ ଏବଂ ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ। ଜୁନା ଆଖଡ଼ା ପରେ ଏହାକୁ ସବୁଠାରୁ ଶକ୍ତିଶାଳି ବୋଲି ବିବେଚନା କରାଯାଏ। ଏହା ଦେଶର ୧୩ ପ୍ରମୁଖ ଆଖଡ଼ା ମଧ୍ୟରୁ ଗୋଟିଏ। ଏହାର ଆଉ ଏକ ପରିଚୟ ହେଉଛି, ଏଥିରେ ଡାକ୍ତର, ପ୍ରଫେସର ଏବଂ ବୃତ୍ତିଗତଙ୍କ […]
ଘରେ ବିବାହ ବ୍ରତ ଉତ୍ସବ କିମ୍ବା ସନ୍ତାନ ଜନ୍ମ ହେଲେ କିନ୍ନରମାନେ ଆସି ପହଞ୍ଚିଯାଆନ୍ତି। ସେ ତାଙ୍କ ଷ୍ଟାଇଲରେ ଗୀତ ବୋଲନ୍ତି, ନାଚ କରନ୍ତି ଆଉ ଆର୍ଶୀବାଦ ଦେଇ, ବକ୍ସିସ ଧରି ନିଜ ଦୁନିଆକୁ ଫେରିଯାଆନ୍ତି। ଏମିତିକି ଟ୍ରାଫିକ ସିଗନାଲରେ ମଧ୍ୟ କିନ୍ନର ମାନେ କାର କାଚ ବାଡ଼େଇ ପଇସା ମାଗୁଥିବା ସମସ୍ତେ ଦେଖିଛନ୍ତି। ତେବେ ସାଧାରଣ ଯୌନକ୍ରିୟାଠାରୁ ଭିନ୍ନ ଯୌନ ସମ୍ବନ୍ଧ ରଖିବାକୁ ପସନ୍ଦ କରୁଥିବା କିନ୍ନରମାନଙ୍କ ଦୁନିଆ କିଛି ଭିନ୍ନ। ଯେଉଁଠିକୁ ସାଧାରଣ ଲୋକଙ୍କ […]
ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଦଳର ମୁଖ୍ୟ କୋଚ୍ ସାଇମନ୍ କ୍ୟାଟିଚଙ୍କୁ ଲାଗୁଛି ଯେ, ଗ୍ଲେନ ମ୍ୟାକ୍ସୱେଲ ଦଳ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବେ। କାରଣ କ୍ୟାଟିଚ୍ ଅନୁଭବ କରୁଛନ୍ତି ଯେ ଗ୍ଲେନ୍ ମ୍ୟାକ୍ସୱେଲ ଆଇପିଏଲ୍ ପ୍ରଥମ ମ୍ୟାଚରୁ ବ୍ୟାଟିଂରେ ଜବରଦସ୍ତ କମାଲ କରୁଛନ୍ତି। ସେ ଭଲ ଫର୍ମ ରହିଛନ୍ତି। ତେଣୁ ଏଥର ବାଙ୍ଗଲୋର ଦଳ ନିହାତି ଭାବେ ଏହାର ଫାଇଦା ନେବ। ନିଲାମ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରି ବାଙ୍ଗଲୋର […]
ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗୁରୁବାର ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର କଡ଼କଡ଼ଡ୍ଡୁମା କୋର୍ଟ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟ ଖାଲିଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ଉମର ଖାଲିଦ ନିଜ ମୋବାଇଲରେ ଆରୋଗ୍ୟ ଆପ୍ ଡାଉନଲୋଡ କରିବେ। ଏହାସହ ତାଙ୍କ ଫୋନ ସବୁବେଳେ ଅନ୍ ରଖିବାକୁ ବାଧ୍ୟ। ସୂଚନାଯୋଗ୍ୟ ଯେ ଡିସେମ୍ବର […]
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ, ପାକିସ୍ତାନ, ଋଷ, ଚୀନ୍ ଏବଂ ତୁର୍କୀ ଉପରେ ନିର୍ଭର କରେ। ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ପାଇଁ ଏହି ଦେଶମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ଦେଶମାନେ ଅଧିକ ଚେଷ୍ଟା କରିବା ଆବଶ୍ୟକ। ମିଳିଥିବା ସୂଚନାନୁଯାୟୀ, ଆମେରିକା ୧୧ ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟମାନଙ୍କୁ ଫେରାଇ ନେବ। ଜୋ ବାଇଡେନ ଜାତୀୟ ସମ୍ବୋଧନ ବେଳେ […]
ଗୋଟିଏ ପଟେ ଆମେରିକାର ସିଭିଲ ସୋସାଇଟି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ଦାବି କରିଛି ଯେ, ଏକ ‘ଗ୍ଲୋବାଲ ଟିକା ଉତ୍ପାଦନ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଉ। ଯେଉଁଥିରେ ଟିକା ସମ୍ବନ୍ଧୀୟ ଟେକ୍ନୋଲୋଜିକୁ ସମସ୍ତଙ୍କ ସହ ସେୟାର କରିହେବ। ଖାଲି ସେତିକି ନୁହେଁ କମ୍ପାନୀ ଏବଂ ସରକାରଙ୍କୁ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଅନ୍ୟପଟେ ଋଷ ପୁଣିଥରେ ଘୋଷଣା କରିଛି ଯେ କୋଭିଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଏବଂ ଟେକ୍ନୋଲୋଜି ସେୟାର […]
aljazeeraନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ସୁରାକ ବି ପାଇନାହାନ୍ତି। ସେହିଭଳି ମଣିଷ ଜାତିରେ ଏମିତି ବି କିଛି ପ୍ରଜାତି ଅଛନ୍ତି, ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ଜାଣିନାହାନ୍ତି। କେବଳ ସେମାନଙ୍କୁ ନୁହେଁ, ସେମାନଙ୍କର ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ଅଦଭୁତ ଓ ଅବିଶ୍ୱସନୀୟ। ତାଙ୍କର ଚାଲିଚଳଣି, ରହଣି ଏବଂ ଖାଦ୍ୟ ପେୟ ବିଷୟରେ ଜାଣିଲେ ବି ଆମକୁ ବିଶ୍ୱାସ ହେବ ନାହିଁ। ତେବେ ସେମାନଙ୍କୁ […]
ବିରାଟଙ୍କୁ ଝଟକା। ଏକ ନମ୍ବର ରାଙ୍କରୁ ଖସିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଦୀର୍ଘ ୧୨୫୮ ଦିନ ହେବ ଏକ ନମ୍ବର ରାଙ୍କରେ ରହି ଆସୁଥିବା ବିରାଟ ତାହା ହରାଇ ବସିଛନ୍ତି। ବିରାଟଙ୍କ ସ୍ଥାନରେ ଏବେ ପାକିସ୍ତାନ କ୍ରିକେଟ ଦଳର ଦୁର୍ଦଶ ବ୍ୟାଟ୍ସମ୍ୟାନ ବାବର ଆଜମ ଏକ ନମ୍ବର ରାଙ୍କକୁ ଉନ୍ନୀତ। ବିରୋଟ କୋହଲିଙ୍କ ଏକ ନମ୍ବର ସ୍ଥନକୁ କବଜା କରିନେଇଛନ୍ତି ବାବର ଆଜମ। ବିରାଟ କୋହଲି ଏବଂ ବାବର ଆଜମ ଏମିତି ଦୁଇ […]