• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sanjay-singh
ଦଳ ଛାଡ଼ିଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି। କଂଗ୍ରେସ ଏବେ ନେତୃତ୍ୱ ନେବାକୁ କେହି ନାହାନ୍ତି। ମୁଁ ମୋଦିଙ୍କ ସବ୍‌କା ସାଥ ସବକା ବିକାଶକୁ ସମର୍ଥନ କରୁଛି। ମୁଁ କଂଗ୍ରେସ ସହ ୧୯୮୪ରୁ ରହି ଆସିଛି। […]

kokoli
‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ୨ଟି ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି। ‘କୋକୋଲି’-ଫିଶ୍ […]

Assembly
ଇସ୍ତଫା ଦେଲେ ୪ ବିରୋଧୀ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏନ୍‌ସିପିକୁ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। ଏହି ଦୁଇ ଦଳର ୪ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। କଂଗ୍ରେସ ବିଧାୟକ କାଲିଦାସ କୋଲାମ୍ବକର ଓ ଏନ୍‌ସିପିର ୩ ବିଧାୟକ ଶିବେନ୍ଦର ସିନରାଜେ ଭୋସଲେ, ବୈଭବ ପିଚାଦ ଓ ସନ୍ଦୀପ ନାୟକ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିଭାଉ ବାଗଡେଙ୍କୁ ପୃଥକପୃଥକ ଭାବେ ସାକ୍ଷାତ କରି ନିଜ ପଦରୁ ଇସ୍ତଫା […]

google
ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ନିଜର ଡୁଡଲ୍ ସମର୍ପଣ କଲା ଗୁଗଲ୍

ଗୁଗଲ୍ ନିଜର ସର୍ଚ୍ଚ ଡୁଡୁଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ଗୁଗୁଲ୍‌ ତା’ର ଡୁଡୁଲ୍ ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ସମର୍ପଣ କରିଛି। ଆଜି ଗୁଗଲ୍‌ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କର ୧୩୩ତମ ଜନ୍ମଦିବସ  ପାଳନ କରୁଛି। ମୁଥୁଲକ୍ଷ୍ମୀ ଭାରତର ପ୍ରଥମ ମହିଳା ବିଧାୟକ ହେବା ସହ  ଶିକ୍ଷକ, ସର୍ଜନ ଓ ସମାଜ ସେବୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ  ଲଢ଼ିଥିଲେ ଓ […]

police
ପୁଲିସ୍‌ ଅଫିସରଙ୍କୁ କିସ୍‌ କରି ଗିରଫ ହେଲେ ଯୁବକ

ହାଇଦ୍ରାବାଦ: ପ୍ରୋସେସନ ଚାଲିଥିବା ବେଳେ ମଦ୍ୟପ ଯୁବକ ଜଣେ ପୁଲିସ୍‌ ଅଫିସରଙ୍କୁ କିସ୍‌ କରି ଗିରଫ ହୋଇଛନ୍ତି। ହାଇଦ୍ରାବାଦରେ ଏକ ବାର୍ଷିକ ହିନ୍ଦୁ ପର୍ବ ପାଇଁ ପ୍ରୋସେସନ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ରବିବାର ବୋନାଲୁ ପର୍ବ ପାଳନ କରାଯାଉଥିଲା। ଏହି ବାର୍ଷିକ ପର୍ବରେ ପ୍ରୋସେସନ ବାହାରିବାର ଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟରେ ଭାନୁ ନାମକ ଜଣେ ମଦ୍ୟପ ଯୁବକ କାର୍ଯ୍ୟରତ ସବ୍‌ […]

paneer pulao in odia
ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। How to Make Paneer Pulao Recipe ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ,  ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ।  ଏହାପରେ […]

pooja
ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର: କାମରୁ ଟିକେ ଫୁର୍‌ସତ୍‌ ମିଳିଲେ, ମନକୁ ହାଲ୍‌କା କରିବାକୁ ଅନେକ ଲୋକ ଇଅରଫୋନ୍‌ ଲଗାଇ ଗୀତ ଶୁଣିବାକୁ ଭଲ ପାଆନ୍ତି। କେହି କେହି ମୋବାଇଲ୍‌ ଫୋନ୍‌ରେ କଥା ହେବା ବେଳେ ଇଅର୍‌ଫୋନ୍ ଲଗାନ୍ତି। ତେବେ ଆଜିର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇଅରଫୋନ୍‌ ଲଗାଇ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି ବା ଗୀତ ଶୁଣୁଥିବା ଦେଖିବାକୁ ମିଳୁଛି। ଏହା ଆଦୌ ଭଲ ନୁହେଁ। ଏହା ବହୁତ କ୍ଷତିକାରକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଅଧିକ ସମୟ ଇଅରଫୋନ୍ […]

nach-ke-pagal
ଭାଇରାଲ ହେଉଛି ଢ଼ିଞ୍ଚାକ୍ ପୂଜାଙ୍କର ନୂଆ ଗୀତ ‘ନାଚ୍‌ କେ ପାଗଲ୍’

ମୁମ୍ୱାଇ: ‘ସେଲ୍‌ଫି ମୈନେ ଲେ ଲୀ ଆଜ୍‌’ ଗୀତ ଗାଇ ଇଣ୍ଟରନେଟ୍‌ରେ ପପୁଲାର୍‌ ହୋଇଥିବା ଢିଙ୍କ୍‌ଚକ୍‌ ପୂଜାଙ୍କର ଏକ ନୂଆ ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ଏହି ଗୀତର ଟାଇଟଲ୍‌ ହେଉଛି ‘ନାଚ କେ ପାଗଲ୍‌।’ ଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ୟୁଜର୍‌ ଦେଖିସାରିଛନ୍ତି। ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ଗୀତଟି ୪ ନମ୍ୱରରେ ରହିଛି। ଗୀତଟିକୁ ପୂଜା ସ୍ୱିମିଙ୍ଗ୍‌ ପୁଲ୍‌ରେ ରାପ୍‌ ଓ ଡାନ୍ସରସ୍‌ଙ୍କ ସହିତ ନାଚୁଥିବା ବେଳେ ଶୁଟିଂ କରିଛନ୍ତି। […]

Venkaiah-Naidu
ରାଜ୍ୟସଭାରେ ସର୍ବସମ୍ମୁଖରେ କାନ୍ଦିଲେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ସର୍ବସମ୍ମୁଖରେ କାନ୍ଦି ପକାଇଛନ୍ତି। ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଶ୍ରୀ ନାଇଡୁ ଗତକାଲି ପରଲୋକ ଗମନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟପାଲ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ। ହେଲେ ସ୍ମୃତିଚାରଣ ବେଳେ ଶ୍ରୀ ନାଇଡୁ ତାଙ୍କର ଘନିଷ୍ଠ ବନ୍ଧୁ ଜୟପାଲଙ୍କ ପୁରୁଣା କଥାକୁ ମନେପକାଇ ଅଧ୍ୟକ୍ଷ ଚେୟାରରେ […]

ramesh-kumar
କର୍ଣ୍ଣାଟକା ବାଚସ୍ପତି ପଦରୁ ଇସ୍ତଫା ଦେଲେ କେ ଆର ରମେଶ କୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକା ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ। ‘ମୁଁ ମୋ ପଦବୀରୁ ଇସ୍ତଫା ଦେବି ବୋଲି ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି’ ବୋଲି ବାଚସ୍ପତି ରମେଶ କୁମାର ଇସ୍ତଫା ଦେବା ବେଳେ କହିଥିଲେ। ଏହାପରେ ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବାଚସ୍ପତି। ସେ କହିଛନ୍ତି ଦୀର୍ଘ […]

mob
ଘରେ ପଶି ପୂର୍ବତନ ଆର୍ମି ଅଫିସରଙ୍କୁ ପିଟି ପିଟି ମାରିଦେଲେ

ଆମେଠି: ଉତ୍ତର ପ୍ରଦେଶରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି କେମିତି ବିଗିଡ଼ି ଯାଇଛି, ତା’ର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆମେଠିରେ ରହୁଥିବା ଜଣେ ପୂର୍ବତନ ଆର୍ମି ଅଫିସରଙ୍କୁ ତାଙ୍କ ଘର ମଧ୍ୟରେ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଶନିବାର ରାତିରେ ‘ଗୋଡିୟାନ କା ପୂର୍ବା’ ଗାଁରେ ଏଭଳି ଘଟଣା ଘଟିଛି। ଅବସରପ୍ରାପ୍ତ ଆର୍ମି ଅଫିସର ଅମାନୁଲ୍ଲା ଓ ତାଙ୍କ ପତ୍ନୀ ଘରେ ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘର […]

modi
‘Man vs Wild’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଡିସ୍‌କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘Man vs Wild’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ। ଆଜି ‘ମ୍ୟାନ୍ ଭର୍ସେସ ୱାଇଲଡ୍ ’ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୧୨ ଅଗଷ୍ଟରେ ଡିସ୍‌କଭରି ଚ୍ୟାନେଲରେ ରାତି ୯ଟାରେ ପ୍ରସାରଣ ହେବ। ଶୋ’ର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ଯେ ୧୮୦ଟି ଦେଶର ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ […]

cow
IIT କ୍ଲାସରୁମ୍‌ରେ ପଶିଗଲା ଗାଈ

ମୁମ୍ବାଇ: କ୍ଲାସରୁମ୍‌ରେ ପଶିଗଲା ଗାଈ। ବମ୍ବେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-IITରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ଏକ ଗାଈ ଭିତରକୁ ପଶିଆସିଥିଲା। ଏହାପରେ ଛାତ୍ରଛାତ୍ରୀମାନେ ମଜା ଉଠାଇବା ସହ ଗାଈଟିକୁ ବାହାରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଫଳରେ କିଛି ସମୟ ପାଇଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଆଇଆଇଟି ବମ୍ବେ ଭଳି ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନର କ୍ଲାସରୁମ୍‌କୁ ଗାଈ ପଶିବାର ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଗତ ଶନିବାର ଏହି କୌତୂହଳପୂର୍ଣ୍ଣ ଘଟଣା […]

azam-khan
ମହିଳା ସାଂସଦଙ୍କୁ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଆଜମ୍‌ ଖାନ୍

ନୂଆଦିଲ୍ଲୀ: ଲୋକସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଆଜି କ୍ଷମା ମାଗିଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ସଦସ୍ୟଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି।  ଯଦି ତାଙ୍କର ମନ୍ତବ୍ୟ ଦ୍ୱାରା ସେ ଅପାମାନିତ ହୋଇଥାନ୍ତି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ସେ ଜଣାଇଛନ୍ତି। ଆଜମ୍ ଖାନ୍ କ୍ଷମା ମାଗିବା ପରେ ସାଂସଦ ରମା ଦେବୀ କହିଛନ୍ତି ଆଜମ ଖାନ୍ ଅଭ୍ୟାସଗତ ଭାବେ ମହିଳାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବା […]

travel
ବିଦେଶରେ ଏମିତି କାଣ୍ଡ କଲେ, ଯାହା ପାଇଁ ବଦନାମ ହେଲା ଦେଶ

ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭାରତୀୟ ପରିବାରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏମାନେ ବିଦେଶରେ ଏମିତି କାଣ୍ଡ  କରିଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି କାରନାମା ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଲାଜରେ ତଳକୁ ନଇଯିବ। ଘଟଣାଟି ଇଣ୍ଡୋନେସିଆ ବାଲିର ବୋଲି କୁହାଯାଉଛି।  ଏକ ଭାରତୀୟ ପରିବାର ଛୁଟି ମନାଇବା ପାଇଁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଏକ ହୋଟେଲ୍‌ରେ ରହିଥିଲେ। ହେଲେ ଯେଉଁଦିନ ସେମାନେ ହୋଟେଲ୍‌ ରୁମ୍‌ […]

Yeddyurappa-pics
କର୍ଣ୍ଣାଟକରେ ରହିଲା ବିଜେପି ସରକାର: ଆସ୍ଥା ଭୋଟ୍‌ରେ ଜିତିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁର: କର୍ଣ୍ଣାଟକ ନାଟକର ଯବନିକା ପଡ଼ିଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା। ୧୦୫ ବାଚନିକ ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାଲାଗି ୟେଦ୍ଦୁରପ୍ପାଙ୍କ ପାଇଁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ଏଥିରେ ସେ ସଫଳ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ୍‌କୁ ୯୯ଟି ଭୋଟ୍‌ ମିଳିଛି। ଗତ ସପ୍ତାହରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ […]

army
କଶ୍ମୀର ଗଲେ ୧୦ ହଜାର ଯବାନ: ବଡ଼ ଧରଣର ଆତଙ୍କୀ ହମ୍‌ଲା ଆଶଂକା

ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମ୍‌ଲା କରିବା ଚକ୍କରରେ ଅଛନ୍ତି ଆତଙ୍କବାଦୀ। ଏହି କାରଣରୁ ଗୃହମନ୍ତ୍ରଣାଳୟ ଜମ୍ମୁକଶ୍ମୀରକୁ ଆଉ ୧୦ ହଜାର ଯବାନ ପଠାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେମାନେ ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ୍‌କୁ ଆହୁରି ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ଏହି ସୂତ୍ର ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ହମ୍‌ଲା ନେଇ ପ୍ରାଥମିକ ସୂଚନା ପାଇବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁକଶ୍ମୀର ଗସ୍ତ କରି କଶ୍ମୀର ଉପତ୍ୟକାରେ […]

Capture
ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ସୁଦର୍ଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଆଉ ତାଙ୍କର ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରାଯାଇଥିଲା। I have won the People's Choice Prize at USA for My SandArt […]

monalisa
କାହିଁକି 'ମୋନାଲିସା' ଏକ ରହସ୍ୟମୟ ଫଟୋ: ଯାହାକୁ ମିଳିଛି ଭିଆଇପି ଭଳି ସୁରକ୍ଷା

‘ଫଟୋ ପଛର କାହାଣୀ‘ରେ ଆଜି ଆମେ ‘ମୋନାଲିସା’ ପେଣ୍ଟିଂ ବିଷୟରେ ଜାଣିବା।  ବିଶ୍ୱର ସବୁଠାରୁ ଦାମୀ ଓ ରହସ୍ୟମୟ ପେଣ୍ଟିଂ ହେଉଛି ‘ମୋନାଲିସା’ ପେଣ୍ଟିଂ। ଏହାର ରହସ୍ୟମୟ ଦିଗଟି ହେଉଛି, ପେଣ୍ଟିଂକୁ ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ।   ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଣ୍ଟିଂଟି ବାରମ୍ବାର ଆକ୍ରମଣର ଶିକାର ହୋଇଛି। କେତେବେଳେ ଏହାକୁ ଏସିଡ ମାଡ଼ ହୋଇଛି ତ ଆଉ କେତେବେଳେ ଏହି ପେଣ୍ଟିଂକୁ ପଥର ଫିଙ୍ଗାଯାଇ […]

assembly
ୟେଦ୍ୟୁରୁପ୍ପାଙ୍କ ଆସ୍ଥା ଭୋଟ୍ ପାଇଁ ବିଧାନସଭା ଚାରିପଟେ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନବଗଠିତ ୟେଦ୍ୟୁରୁପ୍ପା ସରକାର। ଆଇନ ଶୃଙ୍ଖଳାକୁ ନଜରରେ ରଖି ବିଧାନସଭାର ୨ କିଲୋମିଟର ଭିତରେ ସକାଳ ୬ଟାରୁ ମଧ୍ୟରାତ୍ରୀ ଯାଏ ୧୪୪ ଧାରା ଜାରି ରହିବ। ଏହା କହିଛନ୍ତି ବରିଷ୍ଠ ପୁଲିସ ଅଫିସର ଆଲୋକ କୁମାର। ଏହି ଧାରା ଲାଗୁ ହୋଇଥିବା ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକା ସାଙ୍ଗରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ୟେଦ୍ୟୁରୁପ୍ପା ନେତୃତ୍ୱାଧୀନ ବିଜେପି ସରକାର ସୋମବାର […]

vijay-mallya
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ମାଲ୍ୟା ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ନାମରେ ଯେଉଁ ଅନିୟମିତତା ଅଭିଯୋଗ ରହିଛି ତାହା କିଙ୍ଗଫିଶର ଏୟାରଲାଇନ୍ସ ସହ ଜଡ଼ିତ। ତେଣୁ ତାଙ୍କର ଅନ୍ୟ ସମ୍ପତ୍ତି ଜବତ କରାନଯାଉ […]

modi-mann-ki-baat
'ମନ କି ବାତ୍'ରେ ଚନ୍ଦ୍ରଯାନ ଓ ଜଳସଂରକ୍ଷଣ ସମ୍ପର୍କରେ ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ‘ମନ କି ବାତ୍’ ଜରିଆରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଚନ୍ଦ୍ରଯାନ-୨ର ସଫଳତା ପାଇଁ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି। ଆମ ବୈଜ୍ଞାନିକ ବିଶ୍ୱସ୍ତରୀୟ ଏବଂ ସେମାନଙ୍କ ପାଇଁ ଦେଶବାସୀ ଗର୍ବିତ। ଏହି ମିଶନ ଦ୍ୱାରା ଭାରତୀୟମାନେ ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ହାସଲ କରିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ବ୍ୟତୀତ ‘ମନ୍ କି ବାତ୍‌’ରେ ଜଳ ସଂରକ୍ଷଣ ଉପରେ […]