• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

image-1548251684438000-1uh4vx18yg
ମହାପ୍ରସାଦରେ ବିଷ ଦେଇ ନରସଂହାର କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ

ମୁମ୍ବାଇ: ମୁମ୍ବାରାଠାରୁ ଗିରଫ ହୋଇଥିବା ୧୦ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମହାରାଷ୍ଟ୍ର ଏଟିଏସ୍‌ ହାତରେ ଲାଗିଛି। ଏହି ୧୦ ଆତଙ୍କୀଙ୍କୁ ଚଳିତ ବର୍ଷ ଜାନୁଆରୀମାନେ ମୁମ୍ବାରାରୁ ଗିରଫ କରାଯାଇଥିଲା। ଏବେ ଏଟିଏସ୍‌ ଏହାର ତଦନ୍ତ କରି ଚାର୍ଜଶିଟ୍‌ ପ୍ରସ୍ତୁତ କରିଛି। ଚାର୍ଜଶିଟ୍‌ ଅନୁଯାୟୀ, ଆତଙ୍କବାଦୀମାନେ ମୁମ୍ବାରା ଠାରେ ଥିବା ମନ୍ଦିରରେ ମିଳୁଥିବା ମହାପ୍ରସାଦରେ ବିଷ ମିଶାଇବାକୁ ଯୋଜନା କରୁଥିଲେ। ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ ବିବାଦୀୟ ଇସ୍‌ଲାମ ଧର୍ମ […]

esd
ସତ ମାନିବା ପରେ ପାକିସ୍ତାନକୁ ତାଗିଦ୍‌ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଇସ୍‌ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଇମ୍ରାନ୍‌ଙ୍କ ଏହି ସ୍ୱୀକାରୋକ୍ତିକୁ ନେଇ ଆଜି ଭାରତ ସରକାର ପାକିସ୍ତାନ ଉପରେ ପଞ୍ଝା କଷିଛନ୍ତି। ଆତଙ୍କବାଦୀଙ୍କ ଉପରେ ଏବେଠାରୁ ହିଁ ଇମ୍ରାନ୍‌ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଵୀଶ କୁମାର କହିଛନ୍ତି। ସେ କହିଛନ୍ତି, “ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ କ୍ୟାମ୍ପ ରହିଛି। ଏଥିସହ […]

r-3
କର୍ଣ୍ଣାଟକା ରାଜନୀତି ସଂକଟ: ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ବେଙ୍ଗାଲୁରୁ: ଆସ୍ଥା ଭୋଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରାସ୍ତ ହେବାର ୨ ଦିନ ପରେ ଆଜି ବାଚସ୍ପତି କେଏମ ରମେଶ କୁମାର ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିବା ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୩ ଜଣ ଯାକ ବିଧାୟକ କଂଗ୍ରେସ ଦଳର। ସେମାନେ ହେଲେ ଆର ଶଙ୍କର,ରମେଶ ଝରକିହୋଲି ଓ ମହେଶ କୁମାଥାହାଲ୍ଲି। ଏମାନଙ୍କୁ ବାଚସ୍ପତି ଦଳ ବଦଳ ଆଇନ୍‌ର ସେଡ୍ୟୁଲ ୧୦ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଛନ୍ତି। […]

priyasnka
ପୁଣି ଟ୍ରଲ୍‌ ହେଲେ ପ୍ରିୟଙ୍କା: ଜାଣନ୍ତି, ଏଥର କ'ଣ କାରନାମା କଲେ ଦେଶୀ ଗର୍ଲ ?

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋଶାଲ୍‌ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଅଭିନୟକୁ ନେଇ ସେ ପ୍ରଶଂସା ସାଉଁଟନ୍ତି ତ କେତେବେଳେ ମଜାମସ୍ତି କରି ଟ୍ରଲ୍‌ର ଶିକାର ହୁଅନ୍ତି। ଏବେ ପୁଣିଥରେ ଦେଶୀ ଗର୍ଲ କିଛି ଏମିତି କାରନାମା କରିଛନ୍ତି ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କୁ ଟ୍ରଲ୍‌ କରାଯାଉଛି। ଗତ ୧୮ତାରିଖରେ ପ୍ରିୟଙ୍କା ତାଙ୍କ ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଏଥିପାଇଁ ସେ ପୂରା ପରିବାର ସହ ମିଆମିରେ ପହଞ୍ଚିଥିଲେ। […]

dhoni1
ଭାରତୀୟ ସେନା ସହ ଜମ୍ମୁ-କାଶ୍ମୀରରେ ଟ୍ରେନିଂ ନେବେ ଧୋନି

ନୂଆ ଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍‌କିପର୍‌ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ରେ ଖେଳିବାକୁ ନିଜେ ମନା କରିବା ପରେ ନୂଆ ଟିମ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଛି।  ଧୋନି ଏବେ ୨ ମାସର ଛୁଟି ନେଇଛନ୍ତି। ଏହି ଛୁଟିରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେବେ। ଧୋନି ଭାରତୀୟ ସେନା ସହ ଟ୍ରେନିଂ ନେବାଲାଗି ଅନୁମତି ମାଗିଥିଲେ, ଯାହାକି ମିଳିସାରିଛି। ଭାରତୀୟ ସ୍ଥଳ ସେନାର ମୁଖ୍ୟ ବିପିନ୍‌ ରାୱତଙ୍କ ଅନୁମତି ପରେ ଏବେ […]

Bipin-Rawat_380_PTI
ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ୍। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୟାନ ଉପରେ କ୍ରୋଧ ପ୍ରକାଶ କରି ପାକିସ୍ତାନ ମୁଖା ଖୋଲିଛନ୍ତି ବିପିନ। ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହିଁ ହାତ ରହିଛି। ଏନେଇ ଭାରତ ପକ୍ଷରୁ ଯଥେଷ୍ଟ ପ୍ରମାଣ ପ୍ରଦାନ କରାଯାଇଛି। ତଥାପି ପାକିସ୍ତାନ ମାନିବାକୁ ନାରାଜ। ପାକ୍ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ସହ ପାକିସ୍ତାନ ଭାରତରେ ଲଗାତର ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କଥାକୁ ପାକିସ୍ତାନ […]