ଲକ୍ଷ୍ନୌ: ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସୁଥିବା ରାମପୁର ସମାଜବାଦୀ ସାଂସଦ ଆଜମ ଖାନ୍ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ୍। ଲୋକସଭାରେ ଟ୍ରିପଲ ତକାଲ ବିଲ୍କୁ ନେଇ ତର୍କ ଚାଲିଥିବା ବେଳେ ବାଚସ୍ପତିଙ୍କ ଚୌକିରେ ବସିଥିବା ବରିଷ୍ଠ ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ ଖାନ। ଏହି ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ସେ କୌଣସି ଅଶାଳୀନ […]
କଟକ: କଟକରେ ଆୟୋଜିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ର ଆଜି ଫାଇନାଲ ମ୍ୟାଚ୍। ସମସ୍ତ ଇଭେଣ୍ଟର ଆଜି ଫାଇନାଲ ମ୍ୟାଚ ଖେଳାଯିବ। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲିର ଏକ ମ୍ୟାଚରେ ପୁଣି ଭାରତକୁ ସଫଳତା ମିଳିଛି। ବ୍ୟକ୍ତିଗତ ଇଭେଣ୍ଟରେ ଖେଳାଯାଇଥିବା ମିକ୍ସଡ୍ ଡବଲ୍ସରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଭାରତର ଜି. ସାଥିଆନ ଏବଂ ଅର୍ଚ୍ଚନା କାମଥ ୩-୦ ପଏଣ୍ଟରେ […]
ନୂଆଦିଲ୍ଲୀ: ରେଳ ଷ୍ଟେସନ ଓ ଟ୍ରେନ୍ ବଗି ଭିତରେ ଫଡ଼ିଥିବା ଖାଲି ପ୍ଲାଷ୍ଟିକ୍ ବୋତଲ ଏବେ ଆପଣଙ୍କ ପକେଟରେ ଟଙ୍କା ଭର୍ତ୍ତି କରିବ। ତେଣୁ ଯଦି ଖାଲି ପ୍ଲାଷ୍ଟିକ୍ ବୋତଲ ଦେଖୁଛନ୍ତି ତେବେ ତୁରନ୍ତ ଆଣି ଜମା କରନ୍ତୁ। ଭାରତୀୟ ରେଳ ବିଭାଗ ପକ୍ଷରୁ ଏପରି ସୁବିଧା ଉପଲବ୍ଧ କରାଯାଉଛି। ସ୍ୱଚ୍ଛତା ଏବଂ ପ୍ରଦୂଷଣ ରହିତ ପରିବେଶକୁ ଆଖିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏହି ପ୍ଲାଷ୍ଟିକ୍ ବୋତଲକୁ ନେଇ ରେଳ ବିଭାଗ କରିବ କ’ଣ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଦେଖା ଦେଇଥିବା ଅସ୍ଥିରତା ଶେଷ ରେଜଲ୍ଟ କଣ ହେବା ତାହା ଆଜି ସ୍ପଷ୍ଟ ହୋଇପାରେ। କାରଣ ଆଜି ଗୃହରେ ଆସ୍ଥା ଭୋଟ ହେବ ବୋଲି ସୂଚନା ରହିଛି। ଆସ୍ଥା ଭୋଟ ଆଜି କରାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ ଏଚ୍ ଲାଗେଶ ଓ ଆର୍. ଶଙ୍କର। ଅନ୍ୟପଟେ ବିଦ୍ରୋହୀଙ୍କୁ ମନାଇବାରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ସବୁ କୌଶଳ ଫେଲ୍ ମାରିଛି। କୁମାରସ୍ୱାମୀ ସରକାରଙ୍କୁ ଉଚିତ ଶିକ୍ଷା ଦେବା ଏକମାତ୍ର ଲକ୍ଷ୍ୟ ବୋଲି […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଏକ ବାହାଘରର ଫଟୋ ଟ୍ରେଣ୍ଡ କରୁଛି। ଚାରିଆଡ଼େ ଏହି ବାହାଘରକୁ ନେଇ ଜୋର୍ସୋର୍ ଚର୍ଚ୍ଚା ମଧ୍ୟ। ଏହି ବାହାଘର କୌଣସି ସେଲେବ୍ରିଟିଙ୍କର ନୁହେଁ। ଏହି ବାହାଘର ହେଉଛି ଦୁଇ ଭାରତୀୟ ଅମିତ ଶାହ ଓ ଆଦିତ୍ୟ ମଦିରାଜୁଙ୍କର। ଏହି ସମଲିଙ୍ଗୀ କପଲ୍ ପରସ୍ପରକୁ ୧ ବର୍ଷ ଡେଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। View this post on Instagram A post shared by Amit Shah (@amit_aatma) […]
ଶ୍ରୀହରିକୋଟା: ଆଜି ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ-୨ ମହାକାଶ ଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯିବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ରକେଟ୍ GSLV ମାର୍କ -3। ୬୪୦ ଟନ୍ ଓଜନର ରକେଟ୍ର ନାଁ ହେଉଛି ବାହୁବଳୀ। ଗତ ୧୫ ତାରିଖରେ ଏହି ମିଶନ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍କ୍ଷେପଣକୁ ସ୍ଥଗିତ […]