Advertisment

ଲଗାଣ ବର୍ଷାରେ ବେହାଲ ମୁମ୍ବାଇ

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ସ୍ଥିତି ଖରାପ ହୋଇ ପଡିଛି । ସହରର ରେଳଷ୍ଟେସନର ଉପରେ ଆଣ୍ଠୁଏ ପାଣି ଜମି ରହିବା ସହ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି ।

author-image
Sarbeswar

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ସ୍ଥିତି ଖରାପ ହୋଇ ପଡିଛି । ବର୍ଷା ଯୋଗୁଁ ଜୀବନ ଯାତ୍ରା ସମ୍ପର୍ଣ୍ଣ ଠପ୍ ହୋଇଯାଇଛି । ସହରର ରେଳଷ୍ଟେସନ ଉପରେ  ପାଣି ଜମି ରହିବା ସହ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ରେଳଷ୍ଟେସନରେ ପାଣି ଜମି ଯିବାରୁ ଏକାଧିକ ଲୋକାଲ ଟ୍ରେନକୁ ବାତିଲ କରାଯାଇଛି । 

Advertisment
India Mumbai Rains
Advertisment
Advertisment