• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପୌର ସଂଶୋଧନ ବିଲ୍ ପାରିତ
ପୌର ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: ଏଣିକି ମହାନଗର ନିଗରର ମେୟର, ମୁନସିପାଲଟି ଓ ଏନ୍ଏସିର ଅଧ୍ୟକ୍ଷ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହେବେ। ସେମାନଙ୍କୁ ସାଧାରଣ ଭୋଟର ଭୋଟ ଦେଇ ସିଧାସଳଖ ଭାବେ ବାଛିବେ। ଏ ସଂପର୍କିତ ଆଇନ ବିଧାନସଭାରେ ଅନୁମୋଦନ ଲାଭ କରିଛି। ଗୃହରେ ପାରିତ ହୋଇଛି ଓଡ଼ିଶା ପୌର ସଂଶୋଧନ ବିଲ୍-୨୦୧୮ ଏବଂ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍  ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଏହି ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ଆଇନ ଅନୁସାରେ କୁଷ୍ଠରୋଗୀ ମଧ୍ୟ ପୌର […]

  • Friday, 02 July 2021
ଗାଈକୁ ‘ସୁନ୍ଦରୀ’ ମାରିଥିବା ଅଭିଯୋଗ, ଗାଁରେ ଉତ୍ତେଜନା

ଅନୁଗୁଳ: ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଏକ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଅନୁଗୁଳ ଆଠମଲ୍ଲିକ ବନଖଣ୍ଡ ଲେହେଡ଼ି ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଈ ମାଲିକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ଆଠମଲ୍ଲିକ ଡିଏଫ୍ଓ ସମ୍ୟକ ସାମନ୍ତରାୟ ସୂଚନା ଦେଇଛନ୍ତି। ତେବେ ଗାଈ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

  • Friday, 02 July 2021
କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ୍ ମାରିବା ଘଟଣା: ୭ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌
କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ୍ ମାରିବା ଘଟଣା: ୭ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌

ନୂଆପଡ଼ା: ନୂଆପଡ଼ା SDJM କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀ ଚମ୍ପଟ୍ ମାରିବା ଘଟଣାରେ ୭ ଜଣ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଏଏସ୍‌ଆଇ ଅଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନୂଆପଡ଼ା ଏସ୍‌ପି ସେମାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନି, ଭୋଳାନାଥ ମାଝୀ, ପାନ୍ତବାଇ ନାଏକ, ହରିଶଙ୍କର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝୀ। ସୂଚନାଯୋଗ୍ୟ, ଗତକାଲି […]

  • Friday, 02 July 2021
ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର
ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର

ଚିଲିକାରେ ସି ପ୍ଲେନ୍‌ ଅବତରଣ ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ଗତକାଲି ତାଙ୍କ ହେଲିକପ୍ଟରକୁ ପୁଲିସ ଜବତ କରିଥିବାରୁ ଏହାର ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ।

  • Friday, 02 July 2021
ଅଜଣା ରୋଗ ; ବୟସ ନ ହେଉଣୁ ନଇଁ ଯାଉଛି ଅଣ୍ଟା
ଅଜଣା ରୋଗ ; ବୟସ ନ ହେଉଣୁ ନଇଁ ଯାଉଛି ଅଣ୍ଟା

ବାଲେଶ୍ୱର : ବୟସ ୩୦ । ହେଲେ ଦେଖିଲେ ଲାଗୁଛି ବାର୍ଦ୍ଧକ୍ୟ ଛୁଇଁଲାଣି।  ଅଣ୍ଟା ନଇଁଯିବା ସହ ଦେହ ହାତ ବଙ୍କା ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ହାତିଅାଶିଳା ଗ୍ରାମରେ ଅଜଣା ରୋଗରୁ ମୁକ୍ତି ପାଇବା ଲାଗି ଲୋକେ ହୋମ ଯଜ୍ଞର ଅାଶ୍ରୟ ନେଇଛନ୍ତି।  ଅଜଣା ରୋଗ ନେଇ ଖବର ପ୍ରସାରଣ ହେବା ପରେ ବାଲେଶ୍ୱରରୁ ଏକ ଡାକ୍ତରୀ ଟିମ୍‌ ଗାଁକୁ ଅାସି ପାଣିର ନମୂନା ପରୀକ୍ଷା କରିବା ସହ ଲୋକଙ୍କ ଚିକିତ୍ସା କରିଥିଲେ। ହେଲେ […]

  • Friday, 02 July 2021
କୋର୍ଟ ପାଚେରୀ ଡେଇଁ ଦୁର୍ଦ୍ଦାନ୍ତ ମାଓବାଦୀ ଚମ୍ପଟ
କୋର୍ଟ ପାଚେରୀ ଡେଇଁ ଦୁର୍ଦ୍ଦାନ୍ତ ମାଓବାଦୀ ଚମ୍ପଟ

ନୂଅାପଡ଼ା  : କୋର୍ଟ ପାଚେରୀ ଡେଇଁ ଦୁର୍ଦ୍ଦାନ୍ତ ମାଓବାଦୀ ଚମ୍ପଟ । ନୂଅାପଡ଼ା SDJM କୋର୍ଟ ପାଚେରୀ ଡେଇଁ ଖସି ପଳାଇଛି ମାଓବାଦୀ ମନୋଜ ମାଡ଼କାମୀ। ମନୋଜ ଛତିଶଗଡ଼ ବିଜାପୁର ଜେଲରୁ ହାଜର ପାଇଁ କୋର୍ଟ ଅାସିଥିଲା । ତେବେ ପୁଲିସକୁ ଧକ୍କା ମାରି ସେ ଛୁ କରିଥିବା ଜଣାପଡ଼ିଛି। ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନ ମାଓବାଦୀ ମନୋଜ ଗତ ମେ ୩୦ ତାରିଖରେ ଗିରଫ ହୋଇଥିଲା। ମନୋଜ ନାଁରେ ଓଡ଼ିଶା ଏବଂ ଛତିଶଗଡ଼ରେ ବହୁ ମାମଲା ରହିଛି। ମନୋଜକୁ […]

  • Friday, 02 July 2021
ରାଉରକେଲାରେ ଗ୍ୟାସ ସିଲିଣ୍ଡର ଫାଟି ୬ ଅାହତ
ରାଉରକେଲାରେ ଗ୍ୟାସ ସିଲିଣ୍ଡର ଫାଟି ୬ ଅାହତ

ରାଉରକେଲା : ରାଉରକେଲା ମଧୂସୂଦନପାଲି ନିକଟ ତେଲୁଗୁ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ।  ଏଥିରେ ୬ ଜଣ ଅାହତ ହୋଇଛନ୍ତି । ଅାହତଙ୍କ ମଧ୍ୟରେ କିଛି ମହିଳା ଥିବା ସନ୍ଦେହ। ୨ ଗୁରୁତରଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ପ୍ରାୟ ୧୦ରୁ ଅଧିକ ଘରର କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ କିଛି ଘରର ଛାତ ଉଡିଯାଇଛି । ଭଂଗା ଘରର ଅବଶେଷ ତଳେ କିଛି ଲୋକ ଫସିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କିଛି […]

  • Friday, 02 July 2021
ଦାମ- ବିଷ୍ଣୁ ପରେ ଆରମ୍ଭ ହେଲା ଦାମ-ସୂର୍ଯ୍ୟ କଳି
ଦାମ- ବିଷ୍ଣୁ ପରେ ଆରମ୍ଭ ହେଲା ଦାମ-ସୂର୍ଯ୍ୟ କଳି

ଭୁବନେଶ୍ୱର: ଦାମ-ବିଷ୍ଣୁ କଳି ପରେ ଆରମ୍ଭ ହେଲା ଦାମ-ସୂର୍ଯ୍ୟ କଳି। ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ମୁହାଁମୁହିଁ ହୋଇଛନ୍ତି ଦୁଇ ପୋଖତ ନେତା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୂର୍ଯ୍ୟ ପାତ୍ର କହିଛନ୍ତି, ଦାମଙ୍କର ଟିଟୋ ସହ ସଂପର୍କ ଅଛି, ଧରା ପଡ଼ିବେ। ଇଫ୍‌କୋକୁ ଭୟଭୀତ କରି ଦାମଙ୍କ ପୁଅ ପରିବହନ କାମ ହାତେଇଛନ୍ତି। […]

  • Friday, 02 July 2021
ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକା ଉଦ୍ଧାର
ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକା ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ପରେ ସେମାନଙ୍କୁ କାରୁବାଇ କନ୍ୟାଶ୍ରମରେ ଛାଡ଼ିଛନ୍ତି । ଏହାପରେ ସେମାନଙ୍କୁ ଖଇରା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଦୁଇ ନାବାଳିକା ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ସୋର ଷ୍ଟେସନରେ କାନ୍ଦୁଥିବା ବେଳେ କିଛି ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।

  • Friday, 02 July 2021
ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ
ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ

ଦେଓଗଡ : ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ଜଣେ ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗଡ ବାରକୋଟ ଝରବାହାଳ ଅାଶ୍ରମ ସ୍କୁଲରେ।  ଗଣେଶ ପୂଜା ବିସର୍ଜନ ବେଳେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ପୋଖରୀକୁ ଯାଇଥିଲେ। ସେହି ସମୟରେ ଘନଶ୍ୟମ ସାହୁଙ୍କ ପାଦ ଖସି ଯାଇଥିଲା। ସେ ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

  • Friday, 02 July 2021