• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ହକି ବିଶ୍ୱକପ୍ ପାଇଁ ବିଏମ୍‌ସି ଓ ବିଡିଏର ଜବରଦଖଲ ଉଚ୍ଛେଦ
ହକି ବିଶ୍ୱକପ୍ ପାଇଁ ବିଏମ୍‌ସି ଓ ବିଡିଏର ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ନିକଟରେ ଥିବା ଜଗନ୍ନାଥ ବସ୍ତିରେ ଉଠିଲା ବେଅାଇନ୍ ଜବରଦଖଲ। ହକି  ବିଶ୍ୱକପ୍‌କୁ ଅାଉ ମାତ୍ର କିଛି ଦିନ ବାକି ଥିବା ବେଳେ ତା ପୂର୍ବରୁ ଏହି ଅଞ୍ଚଳରୁ ଉଠିଛି ଏହି ଜବର ଦଖଲ। ବିଡିଏ ଓ ବିଏମସି ଅଧିକାରୀଙ୍କ ସମେତ କମିଶନରେଟ୍ ପୁଲିସର ୧୫ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଏହି ଜବରଦଖଲ ଉଠିଥିଲା। ତେବେ ଜବରଦଖଲ ଉଚ୍ଛେଦ ସମୟରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସର ବୁଝାସୁଝା ପରେ […]

  • Saturday, 03 July 2021
ତିନି ଦିନ ପରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବେ ରାଜ୍ୟ ସରକାର
ତିନି ଦିନ ପରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବେ ରାଜ୍ୟ ସରକାର

ମାଲକାନଗିରି  : ଗାନ୍ଧି ଜୟନ୍ତୀରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବା ଟଙ୍କିକିଅା ଚାଉଳ କାର୍ଯ୍ୟକ୍ରମ। ହେଲେ ତା ପୂର୍ବରୁ ଅଜବ ସ୍ଥିତି । କାରଣ ରାଜ୍ୟ ସରକାରଙ୍କ ହିତାଧିକାରୀ ଟାର୍ଗେଟ ପୂରଣ ହୋଇନଥିବା ବେଳେ ଅନେକ ସ୍ଥାନରେ ଯୋଗ୍ୟ ହିତାଧୀକାରୀ ବାଦ୍ ପଡିଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ରୁଣ୍ଡ ହୋଇଛନ୍ତି ଯୋଜନାରୁ ବାଦ୍ ପଡିଥିବା କିଛି ଯୋଗ୍ୟ ହିତାଧୀକାରୀ । ୪ ମାସ ତଳେ ଚିରିକୁଟି ପାଇଥିଲେ ମଧ୍ୟ […]

  • Saturday, 03 July 2021
ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ
ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ

ଖୋର୍ଦ୍ଧା : ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ । ଏହି ହ୍ରଦ ଭିତରକୁ ଯାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ।  ନଈରେ ଜେଟି ଦେଇ ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ବେଅାଇନ ଘେରି ଓ ଜାଲ ଉଚ୍ଛେଦ ପାଇଁ ଚିଲିକା ଭିତରେ ପଶିଛନ୍ତି। ଏହାର ନେତୃତ୍ୱ ନେଇଛି ଚିଲିକା ମତ୍ସ୍ୟଜୀବୀ ମହାସଂଘ। ଏମାନଙ୍କ ଅଭିଯୋଗ ହେଲା, ଚିଲିକା ଭିତରେ ଘେରି ଓ ଜାଲ୍ ପକାଯିବାରୁ ସାଧାରଣ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି। ସେମାନେ ଠିକ୍‌ରେ ମାଛ ମାରି ପାରୁ ନାହାନ୍ତି। […]

  • Saturday, 03 July 2021
GST ଲାଗୁ ପରଠୁ ରାଜ୍ୟରେ ରାଜସ୍ୱ ସଂଗ୍ରହ କମିଛି : ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା
GST ଲାଗୁ ପରଠୁ ରାଜ୍ୟରେ ରାଜସ୍ୱ ସଂଗ୍ରହ କମିଛି : ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା

ନୂଆଦିଲ୍ଲୀ : ଅାଜି GST କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି ବୈଠକ। ତେବେ ଭିଡିଓ କନ୍‌ଫରେନ୍ସ ବୈଠକରେ ସାମିଲ ହୋଇଥିଲେ ଓଡ଼ିଶାର ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା । GST କାଉନସିଲ ବୈଠକ ପରେ ମନ୍ତ୍ରୀ ଶଶି ବେହେରା କହିଛନ୍ତି, GST ଲାଗୁ ପରଠୁ ରାଜ୍ୟରେ ରାଜସ୍ୱ ସଂଗ୍ରହ କମିଛି। ଓଡ଼ିଶା ଖାଉଟି ରାଜ୍ୟ ହୋଇ ଥିବାରୁ ଖର୍ଚ୍ଚ ବିବରଣୀ ଦେବାକୁ କହିଛୁ।

  • Saturday, 03 July 2021
ପୌର ନିର୍ବାଚନରେ ସଂରକ୍ଷଣ ହୋଇ ପାରିବନି ୫୦ପ୍ରତିଶତରୁ ଅଧିକ ଅାସନ
ପୌର ନିର୍ବାଚନରେ ସଂରକ୍ଷଣ ହୋଇ ପାରିବନି ୫୦ପ୍ରତିଶତରୁ ଅଧିକ ଅାସନ

ନୂଆଦିଲ୍ଲୀ : ପୌର ନିର୍ବାଚନରେ ସଂରକ୍ଷଣ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ସୁପ୍ରିମକୋର୍ଟ। ଓଡ଼ିଶା ହାଇକୋର୍ଟ  ଅାଗରୁ ରାୟ ଦେଇଥିଲେ ଯେ, ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ହାଇକୋର୍ଟଙ୍କ ରାୟ ସହିତ ସୁପ୍ରିମକୋର୍ଟ ଏକମତ ହୋଇ କହିଛନ୍ତି, ଅାସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଏହା ଫଳରେ ରାଜ୍ୟ ସରକାରଙ୍କୁ ଲାଗିଛି ଝଟ୍‌କା । ୨୦୧୨ ପ଼ଂଚାୟତ ନିର୍ବାଚନ, […]

  • Saturday, 03 July 2021