• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ଟଙ୍କିକିଆ ଚାଉଳ କହି ନବୀନ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିଲେ। କିନ୍ତୁ ଅାଜି ନିଜସ୍ୱ ଯୋଜନା ନାଁରେ ନିଜ ମିଛକୁ ନିଜେ ଧରା ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ପ୍ରଥମେ ୩୪ ଲକ୍ଷ ହିତାଧିକାରୀ କହିଥିଲେ ଏବେ ୧୮ […]

  • Saturday, 03 July 2021
ଭୟଙ୍କର ଅବସ୍ଥା , ଚକଡ଼ା ଚିନ୍ତାରେ ଚାଷୀ
ଭୟଙ୍କର ଅବସ୍ଥା , ଚକଡ଼ା ଚିନ୍ତାରେ ଚାଷୀ

ବଲାଙ୍ଗିର  : ଭୟଙ୍କର ଅବସ୍ଥା । ଚକଡ଼ା ଚିନ୍ତାରେ ଘାଇଲା ହେଲେଣି ଚାଷୀ । ଗାଁକୁ ଗାଁ, କ୍ଷେତକୁ କ୍ଷେତ ମାଡ଼ି ଚାଲିଛି ଚକଡ଼ା ପୋକ । କେଉଁଠି ମଉଳି ଗଲାଣି ଧାନକେଣ୍ଡା ତ ଅାଉ କେଉଁଠି କାଣ୍ଡକୁ ଚରିଗଲାଣି ଚକଡ଼ା । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ଭୟଙ୍କର ରୂପ ଧାରଣ କରିଛି ଚକଡ଼ା । କୃଷି ବିଭାଗର କର୍ମଚାରୀଙ୍କ ଦର୍ଶନ ମିଳୁନଥିବାରୁ ଚାଷୀ କେଉଁ ଔଷଧ ପକାଇବେ, କେମିତି ଚକଡ଼ାକୁ ରୋକିବେ ଜାଣିପାରୁନାହାଁନ୍ତି । […]

  • Saturday, 03 July 2021
ଅଭିଜିତ ଅାୟରଙ୍କ ଜାମିନ ନାମଞ୍ଜୁର
ଅଭିଜିତ ଅାୟରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ : କୋଣାର୍କ ପ୍ରତି ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଜାମିନ ଅାବେଦନ ନାମଞ୍ଜୁର। ସୁପ୍ରିମକୋର୍ଟ ତାଙ୍କ ଜାମିନ ଅାବେଦନକୁ ନାମଞ୍ଜୁର କରିଛନ୍ତି। ଧର୍ମୀୟ ଭାବନାକୁ ଅାଘାତ ଦେଇଥିବାରୁ ଜାମିନ ନାମଞ୍ଜୁର ହୋଇଛି। କୋଣାର୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଓଡିଶା ସମ୍ପର୍କରେ ଅରୁଚିକର ତଥା ବିବାଦୀୟ ମନ୍ତବ୍ୟ ମାମଲାରେ ଅଭିଜିତ ଅାୟର ମିତ୍ରଙ୍କୁ ଗିରଫ କରାଯାଇଥିଲା। ଓଡ଼ିଶା ପୁଲିସ ଗିରଫ କରିବା ପରେ ଜାମିନରେ ଯାଇଥିଲେ ଅାୟର । […]

  • Saturday, 03 July 2021