• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିଦାୟୀ ଭାଷଣ
ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିଦାୟୀ ଭାଷଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅାସନ୍ତା କାଲି ଶେଷ ହେଉଛି। ତା ପୂର୍ବରୁ ଅାଜି ସେ ତାଙ୍କର ବିଦାୟକାଳୀନ ଅଭିଭାଷଣ ରଖିଛନ୍ତି। ସୁପ୍ରିମକୋର୍ଟ ବାର ଅାସୋସିଏସନ ଦ୍ୱାରା ଅାୟୋଜିତ ଏହି ସଭାରେ ନ୍ୟାୟିକ ସ୍ୱାଧୀନତାର ମହତ୍ତ୍ୱ ରହିଛି ଏବଂ ଏହା ସର୍ବଦା ରହିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି। ସେ କେବେ କୌଣସି ବ୍ୟକ୍ତିର ଇତିହାସ ଦେଖି ବିଚାର କରନ୍ତି ନାହିଁ। ଲୋକର ଅପରାଧ […]

  • Saturday, 03 July 2021
ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍
ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍

ପାଟନା: ବିହାରରେ ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍ ଅପରାଧୀ ମାଧବ ରବି ଦାସ। ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମୋଷ୍ଟ ୱାଣ୍ଟେଡ୍‌ ଥିଲା ମାଧବ। ବିହାର ଏବଂ ଓଡ଼ିଶା ପୁଲିସ୍‌ ମିଳିତ ଉଦ୍ୟମ କରି କୁଖ୍ୟାତ ଅପରାଧୀ ମାଧବକୁ  ଗିରଫ କରିଥିବା ଜଣାପଡ଼ିଛି। ଗିରଫ୍‌ ପରେ ମାଧବକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ଓଡ଼ିଶା ପୁଲିସ୍‌ ଆବେଦନ କରିଛି। ସୂଚନାନୁସାରେ ମାଧବ ପୂର୍ବରୁ ମାଓବାଦୀ ଥିଲା। ପରେ ଡକାୟତ ପାଲଟିଥିଲା।

  • Saturday, 03 July 2021