• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଜଗତସିଂହପୁର ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ
ଜଗତସିଂହପୁର ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଜେଡି ମହିଳା ସମାବେଶ ଚାଲିଥିବା ବେଳେ ଦଳ ଭିତରେ ଫାଟ ଦେଖାଦେଇଛି। ଜଗତସିଂହପୁର ବିଜେଡିର ୨ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କୁଜଙ୍ଗରେ ଅାୟୋଜିତ ବିଜେଡି ମହିଳା ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍‌ ନିକଟରେ ମୁହାଁମୁହିଁ ହୋଇଛନ୍ତି ଉଭୟଙ୍କ ସମର୍ଥକ। ବିଷ୍ଣୁ ଦାସଙ୍କ ସମର୍ଥକ ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ […]

  • Saturday, 03 July 2021
ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କଲେ ବାଂଲାଦେଶୀ କ୍ରିକେଟର୍‌
ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କଲେ ବାଂଲାଦେଶୀ କ୍ରିକେଟର୍‌

ଦୁବାଇ: ଗଙ୍ଗନମ୍ ଷ୍ଟାଇଲ୍‌ ପରେ କ୍ରିକେଟ୍‌ରେ ଏବେ ସେଲିବ୍ରେସନ୍‌ର ନୂଆ ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି। ତାହା ହେଉଛି, ନାଗିନ୍‌ ଡ୍ୟାନ୍ସ। ନିଦାହସ୍‌ ଟ୍ରଫିଠାରୁ ଆରମ୍ଭ କରି ଏସିଆ କପ୍ ପର୍ଯ୍ୟନ୍ତ ସବୁଠି ବାଂଲାଦେଶର କ୍ରିକେଟର୍‌ମାନେ ଏହି ନୂଆ ଅନ୍ଦାଜ୍ ଦେଖାଇଛନ୍ତି। ଶୁକ୍ରବାର ଏସିଆ କପ୍ ଫାଇନାଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ କ୍ରିକେଟର୍‌ ଶିଖର ଧଓ୍ୱନଙ୍କ ଆଉଟ୍ ହେବା କ୍ଷଣି ନାଗିନ ଡ୍ୟାନ୍ସ ମୁଡ୍‌ରେ ନଜର ଆସିଥିଲେ ବାଂଲାଦେଶୀ ବୋଲର୍‌ ନଜମୁଲ୍‌ ଇସ୍‌ଲାମ। […]

  • Saturday, 03 July 2021
ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା
ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା

ନୂଆପଡ଼ା:  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ।  ଆମେ କହୁଛୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଖଇରପଦର ପଞ୍ଚାୟତରେ ଥିବା ବାଞ୍ଚୀମୁଣ୍ଡା ଗାଁର କଥା। ଏହି ଗାଁରେ ବହୁ ଦିନରୁ ପାଖାପାଖି ୩୫ଟି ପହରିଆ ପରିବାର ରହୁଛନ୍ତି। ବାଉଁଶ କାମ କରି ଏମାନେ ତେଲ ଲୁଣର ସଂସାରକୁ କଷ୍ଟେମଷ୍ଟେ ଚଳାଇ ନିଅନ୍ତି। […]

  • Saturday, 03 July 2021
ବିପିଏଲ୍ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି, ଶୋଷ ମେଣ୍ଟାଉଛି ନାଳପାଣି
ବିପିଏଲ୍ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି, ଶୋଷ ମେଣ୍ଟାଉଛି ନାଳପାଣି

କୋରାପୁଟ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଆମ ରାଜ୍ୟରେ ଏମିତି କିଛି ଗାଁ ଅଛି, ଯେଉଁଠି ପିଚୁ ରାସ୍ତା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ କର ହୋଇପଡ଼ୁଛି। ଏହି ଦୁରବସ୍ଥା ହେଉଛି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ମୁଣ୍ଡଗଡ଼ତି ସମେତ ଅନ୍ୟ କିଛି ଗ୍ରାମର। ଏଠି ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ। କୋରାପୁଟ୍‌ର ଏହି ସବୁ ଗାଁକୁ ନେଇ ପଢ଼ନ୍ତୁ ଓ ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ […]

  • Saturday, 03 July 2021