• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ajit-das1
ଆଉନାହାନ୍ତି ଅଜିତ୍ ଦାସ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ୍ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇମାସ […]

  • Saturday, 03 July 2021
sushant singh
ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ Narcotics Control Bureau (NCB) ଏବେ ଏହାର ଯାଞ୍ଚ କରୁଛି। Aaj Takର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଫାର୍ମହାଉସ୍‌କୁ ନେଇ NCB ହାତରେ କିଛି ନୂଆ ତଥ୍ୟ ଲାଗିଛି। ନିଶା ସେବନ ପାଇଁ ବ୍ୟବହୃତ ଜିନିଷ ଓ କିଛି ଔଷଧ ସୁଶାନ୍ତଙ୍କ ଫାର୍ମହାଉସ୍‌ରୁ ମିଳିଥିବା ସୂଚନା ମିଳିଛି। […]

  • Saturday, 03 July 2021
Amitabh Bachhan
ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର, ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା

ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର…

anurag kashyap
ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ...

ମୁମ୍ବାଇ: କିଛିଦିନ ତଳେ ବଲିଉଡ୍‌ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଜଣେ ମଡେଲ୍ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଜଣେ ବଲିଉଡ୍‌ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ପାୟଲ‌ ଘୋଷ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଶନିବାର ଦିନ ପାୟଲ ଏକ ଟ୍ୱିଟ୍‌ […]

  • Saturday, 03 July 2021
sushant
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ନୂଆ ନୂଆ ଖୁଲାସା ହେବା ସହ ଦିନକୁ ଦିନ ଏହି ମାମଲା ଆହୁରି ଜଟିଳ ହେବାରେ ଲାଗିଛି। ତାଜା ରିପୋର୍ଟ ଅନୁସାରେ, ବିହାର ମୁଜାଫର୍‌ପୁର ଜିଲ୍ଲା କୋର୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୮ ଜଣାଶୁଣା ବ୍ୟକ୍ତିଙ୍କୁ ସମନ୍‌ ଜାରି କରିଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ଅଛନ୍ତି। ଶୁଣାଣି ପାଇଁ କୋର୍ଟରେ ଉପସ୍ଥିତ ରହିବାକୁ ଏମାନଙ୍କୁ ସମନ […]

  • Saturday, 03 July 2021
sara-shradha
ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ମୁମ୍ବାଇ: ଏବେ Narcotics Control Bureau(NCB) ରାଡାର୍‌ରେ ଆଉ ୨ଜଣ ବଲିଉଡ୍‌ ଷ୍ଟାର ଥିବା ଚର୍ଚ୍ଚା ହେଉଛି। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ NCB ସମନ୍‌ କରିପାରେ ବୋଲି ସୂଚନା ମିଳିଛି। ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ଏହି ୨ ଷ୍ଟାରଙ୍କୁ ସମନ୍‌ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ଖାଲି ଏହି ଦୁଇ ଷ୍ଟାର ନୁହଁନ୍ତି  ଅଭିନେତ୍ରୀ ରକୁଲ ପ୍ରୀତ୍‌, ଫ୍ୟାଶନ୍‌‌ ଡିଜାଇନର୍‌ ସିମୋନ୍ […]

  • Saturday, 03 July 2021
deepika1
ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ମୁମ୍ବାଇ: ଡ୍ରଗସ୍ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାଁ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକାଙ୍କୁ ଆଜି କିମ୍ବା ଆସନ୍ତକାଲି ହାଜର ହେବାକୁ ଡାକି ପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ଅଭିଯୋଗ ମୁତାବକ, ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିଶ୍ମାଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କୁ ଡ୍ରଗ୍ସ ମାଗିଥିବା ଚାଟ୍ ଏବେ ଏନସିବି ହାତରେ ଲାଗିଛି। ତେବେ ଏଥିରେ ସେ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ […]

  • Saturday, 03 July 2021
ashalata
ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ […]

  • Saturday, 03 July 2021
rhea 11
ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଡିତ ରହି ଡ୍ରଗ୍‌ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ଯାଏ ଜେଲ୍‌‌ରେ ରହିବେ । କୋର୍ଟ ଏହି ଅବଧି ବଢାଇଥିବା ଆଜି ଘୋଷଣା କରିଛନ୍ତି । ସୂଚନା ଥାଉ କି, ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା ସିବିଆଇ ହାତକୁ ଯିବା ପରେ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣା ପଦାକୁ ଆସିଥିଲା । ଏନସିିବି ଏହି ମାମଲାର ଯାଞ୍ଚ କରି ରିୟା […]

  • Saturday, 03 July 2021
ravina
ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ମୁୁମ୍ବଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌‌ଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗସ ଲଙ୍କ ଯାଞ୍ଚ କରୁଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିବା ପରେ ଏହି ଲିଙ୍କରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ନାଁ । ଅନେକ ବଡ ବଡ ତାରକାଙ୍କୁ ଏନସିବି ଜେରା କରିବ ବୋଲି ଜଣାପଡ଼ିଛି । ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ […]

  • Saturday, 03 July 2021
diya
ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଯାଞ୍ଚ ସମୟରେ ପ୍ରତି ଦିନ ନୂୂଆ ନୂଆ ଖବର ସାମ୍ନାକୁ ଆସୁଛି । ଆଜି ଅନେକ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ଅଭିନେତ୍ରୀ ଦିଆ ମିର୍ଜା ବି ଏହି ଡ୍ରଗ୍ସ ଲିଙ୍କରେ ଅଛନ୍ତି । ଏପରିକି ତାଙ୍କୁ ଜେରା କରିବା ପାଇଁ ଏନସିବି ସମନ ଜାରି କରିଛି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ତେବେ ଏସବୁ ଖବର ମଧ୍ୟରେ ଦିଆ ମିର୍ଜାଙ୍କ ପ୍ରତିକ୍ରିୟା ଆସିଛି । ସେ ସୋଶାଲ […]

  • Saturday, 03 July 2021
poonam pandey
ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ ସାମ୍‌ ବମ୍ବେଙ୍କୁ ମଙ୍ଗଳବାର ଗୋଆରେ ପୋଲିସ୍‌ ଗିରଫ କରିଛି। ପୁନମ୍ ସ୍ୱାମୀ‌ ସାମ୍‌ଙ୍କ ବିରୋଧରେ ମାର୍‌ପିଟ୍‌, ଧମକ ଭଳି ଅଭିଯୋଗ ଆଣିବା ପରେ ପୋଲିସ୍‌ ତା‌ଙ୍କୁ ଗିରଫ କରିଛି। ଏହି ଘଟଣା ସାଉଥ୍‌ ଗୋଆର କାନାକୋନାରେ ଘଟିଥିଲା, ଯେଉଠି ପୁନମ୍‌ ଏକ ଫିଲ୍ମ ପାଇଁ ଶୁଟିଂ କରୁଥିଲେ। ପୋଲିସ୍‌ ସୂଚନା ମୁତାବକ, ପୁନମ୍‌ ଅଭିଯୋଗ ଆଣିଛନ୍ତି ଯେ, ସ୍ୱାମୀ ସାମ୍‌ ତାଙ୍କୁ ଦୁର୍ବ୍ୟବହାର କରିବା ସହ […]

  • Saturday, 03 July 2021
madhu
ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ମୁମ୍ବାଇ: ବଲିଉଡରେ ଡ୍ରଗସ ଲିଙ୍କ୍ ମାମଲାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ମୁମ୍ବାଇରେ ପ୍ରବଳ ବର୍ଷା ପରେ ବି ଆଜି ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ଖୋଳତାଡ଼ ହୋଇଛି। ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରିଛି ଏନସିବି। KWAN କମ୍ପାନୀ ସହ ଏବେ ମଧୁ କାମ କରୁଛନ୍ତି। ଏହି କମ୍ପାନୀର ହିଁ କର୍ମଚାରୀ ହେଉଛନ୍ତି କରିଶ୍ମା ଓ ଜୟା ଶାହ। ଏହି ଦୁଇ ଜଣଙ୍କ ମୋବାଇଲରୁ ସନ୍ଦେହଜନକ ଡ୍ରଗ୍ସ ଚାର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ […]

  • Saturday, 03 July 2021
deepika
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନସିବି) ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ୍ କରିଛି। ଦୀପିକାଙ୍କ ସମେତ ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ୍ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କୂ ମଧ୍ୟ ସମନ୍ ପଠାଯାଇଛି। ଏହି ସମସ୍ତ ଅଭିନେତ୍ରୀଙ୍କ […]

  • Saturday, 03 July 2021
bhupesh
ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର। ‘ଭିକି ଡୋନର୍’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଭୂପେଶ କୁମାର ପାଣ୍ଡ୍ୟାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତ ନେଇ ନ୍ୟାଶନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା ସୂଚନା ଦେଇଛି। ଦୀର୍ଘଦିନ ସେ କ୍ୟାନସରରେ ପୀଡ଼ିତ ଥିଲେ, ଯେଉଁକାରଣରୁ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଆଜି ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୂପେଶ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ପୂର୍ବତନ ଛାତ୍ର ଥିଲେ। […]

  • Saturday, 03 July 2021
sushant
'କେଦାରନାଥ' ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତକୁ ଇତିମଧ୍ୟରେ ତିନିମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିନାହିଁ। ତାଙ୍କୁ ଏବେବି ଝୁରୁଛନ୍ତି ଅଗଣିତ ପ୍ରଶଂସକ। ଏପରିକି ସୋସିଆଲ୍ ମିଡିଆରେ ଏବେବି ଏହି ପ୍ରତିଭାଶାଳୀ ଅଭିନେତାଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଏହି କ୍ରମରେ ଫିଲ୍ମ ‘କେଦାରନାଥ’ର ଲେଖକ କନିକା ଧିଲୋନ୍ ମଧ୍ୟ ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ❤️#SushantSinghRajput writing Mansoor 4U ws special!U gave it ur all!U teared up […]

  • Saturday, 03 July 2021
sp
ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଛି। ଏ ନେଇ ଏମଜିଏମ୍ ହେଲ୍‌ଥକେୟାର୍ ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୫ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରଠାରୁ ବାଲାସୁବ୍ରମଣ୍ୟମ୍ ଏମଜିଏମ୍ ହେଲ୍‌ଥକେୟାର୍ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ବାଲାସୁବ୍ରମଣ୍ୟମଙ୍କ ଡାକ୍ତରଙ୍କ ତରଫରୁ ମେଡିକାଲ୍ ବୁଲେଟିନ୍ ଜାରି କରାଯାଇଛି। ଏହି ମେଡିକାଲ୍ ବୁଲେଟିନରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା […]

  • Saturday, 03 July 2021
sp balasubrahmanyam
ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ସେ […]

SSR
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ୩ ମାସରୁ ଅଧିକ ଦିନ ବିତିଗଲାଣି। ହେଲେ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଏହା ହତ୍ୟା ନା ଆତ୍ମହତ୍ୟା ଥିଲା। ଏବେବି ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସୁଶାନ୍ତ ମୃତ୍ୟୁ ମାମଲାରେ CBI ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବତାକୁ ନେଇ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିକାଶ ସିଂ ଟ୍ୱିଟ୍‌ କରି ଦାବି କରିଛନ୍ତି, […]

  • Saturday, 03 July 2021
rakul
ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବି ଟିମ୍ ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂଙ୍କୁ ପଚରାଉଚୁରା କରିଛି। ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଘନଘନ ଜେରା କରିଛି ଏନସିବି। ରକୁଲଙ୍କ ଘରୁ ଜବତ ନିଶା ସାମଗ୍ରୀ ରିୟା ମଗାଇଥିବା କଥା ରକୁଲ୍ ନିଜେ ସ୍ୱୀକାର କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିନ୍ତୁ ସେ ଡ୍ରଗ୍ସ ସେବନ କରିଥିବା କଥାକୁ ଖଣ୍ଡନ କରିଛନ୍ତି। ରକୁଲ୍ ଆଜି ସକାଳ ସାଢ଼େ ୧୦ଟା ବେଳେ ଏନସିବି ଗେଷ୍ଟ ହାଉସରେ […]

  • Saturday, 03 July 2021
karan
ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ମୁମ୍ବାଇ: ନିର୍ମାତା କରନ୍ ଜୋହରଙ୍କ ପାର୍ଟିର ଭାଇରାଲ୍ ଭିଡିଓକୁ ନେଇ ଜାରି ହେଲା ବିବୃତି । ପାର୍ଟିରେ ଡ୍ରଗ୍ସ ନିଆଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ୨୦୧୯ରେ ଏହାକୁ ଖଣ୍ଡନ କରାଯାଇଥିବା ବେଳେ ଏବେ ପୁଣି ଥରେ ମିଛ ଘଟଣାକୁ ସାମ୍ନାକୁ ଅଣାଯାଇଥିବା ପ୍ରେସ ବିବୃତି ଜରିଆରେ କହିଛନ୍ତି କରନ୍। ସେ କେବେ ବି ଡ୍ରଗ୍ସ ନେଇନାହାନ୍ତି କିମ୍ବା ଏହାକୁ ପ୍ରୋତ୍ସାହନ କରିନାହାନ୍ତି । କିମ୍ବା ଏଭଳି କୌଣସି ସାମଗ୍ରୀକୁ ସେ ନିଜ ପାଖରେ ରଖି ବି […]

  • Saturday, 03 July 2021
sp-balas-ubramnayam,
ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚେନ୍ନାଇର ଏକ ସ୍ମଶାନରେ ଏସ୍‌ପିବିଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ତାମିଲ ସିନେମାର ବର୍ଷୀୟାନ ନିର୍ଦ୍ଦେଶକ ଭାରତୀରାଜାଙ୍କ ସମେତ ବହୁ କଳାକାର, ସିନେପ୍ରେମୀ ଓ ସୁବ୍ରମଣ୍ୟମଙ୍କ ପ୍ରଶଂସକ ଯୋଗ ଦେଇଥିଲେ। ଗତକାଲି ଅପରାହ୍ଣରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ୭୪ ବର୍ଷରେ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା। ପରେ ସଂଧ୍ୟାରେ ହସ୍ପିଟାଲରୁ ମର ଶରୀର ଅଣାଯାଇ ନୁଙ୍ଗାମ୍ବକମ ବାସଭବନକୁ ନିଆଇଥିଲା। ଏହାପରେ ମରଶରୀରକୁ ତିରୁଭାଲୁରର ଥମରାଇପକମ ଫାର୍ମ […]

  • Saturday, 03 July 2021
amir khan
୧୫ ବର୍ଷ ପରେ ୨ୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଅମୀର ଖାନ

ମୁମ୍ବାଇ: ବଲିଉଡ ଆକ୍ଟର  ଅମିର ଖାନ୍‌ଙ୍କ ବୈବାହିକ ଜୀବନରା ପୁଣି ଫାଟ। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ତଲାକ ଦେଇଛନ୍ତି ଅମୀର ଖାନ୍‌। ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଉଭୟ ଅମୀର-କିରଣ ଏକ ବୟାନରେ ତାଙ୍କ…

deepika padukone
NCB ଆଗରେ କାନ୍ଦିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶନିବାର ଦୁଇ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପାଖାପାଖି ୬ଘଣ୍ଟା ଧରି ଜେରା କରିଥିଲା। ଡ୍ରଗ୍ସ ଚାଟ୍‌କୁ ନେଇ ‌NCBର ଜେରା ବେଳେ ଦୀପିକା ୩ ଥର କାନ୍ଦି ଥିବା ସୂଚନା ମିଳିଛି। ABP Live ର ରିପୋର୍ଟ ଅନୁସାରେ, NCB ଦୀପିକାଙ୍କୁ ସାଢ଼େ ୫ ଘଣ୍ଟା ଜେରା କରିଥିଲା। କୋଲାବାରେ ଥିବା NCB ଗେଷ୍ଟ ଅଫିସ୍‌ରେ ଦୀପିକା ସକାଳ ୧୦ଟା ପୂର୍ବରେ […]

  • Saturday, 03 July 2021
lata
କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

ମୁମ୍ବାଇ: ୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ରାଶି ରାଶି ଗୀତର ଉପହାର ଦେଇଛନ୍ତି ସେ। ସେ କୋକିଳ କଣ୍ଠୀ, ସ୍ୱର ସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ଭାରତ ରତ୍ନ ଲତା ମଙ୍ଗେସକର। ତାଙ୍କର କଣ୍ଠସ୍ୱର ପାଖରେ ସତେ ଯେମିତି ହାର୍ ମାନିଛି ବୟସ। ଆଜି ଜନ୍ମଦିବସରେ ଲତାଙ୍କୁ ଅନେକ ଅନେକ ଶୁଭେଚ୍ଛା .. ହିନ୍ଦୁସ୍ତାନୀ […]

  • Saturday, 03 July 2021