ଭୁବନେଶ୍ୱର: କ୍ୱାରେଣ୍ଟିନରେ ଗଲେ ଡାକ୍ତର ଓ ଆଟେଣ୍ଡାଣ୍ଟ। ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ପଠାଯାଇଛି। ଡାକ୍ତରଙ୍କ ସହ ଦୁଇ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି ୪ ଡାକ୍ତର ଓ ଆଟେଣ୍ଡାଣ୍ଟ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କର ସ୍ୱାବ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ ବାହାରିଥିଲା। ଆଜି ସକାଳେ ୧୪ ଜଣ ଅପରାହ୍ଣରେ ୩ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍ […]
ଶିମଲା: ଭୟଙ୍କର ହେଲାଣି କରୋନା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ତେବେ ଏହାରି ମଧ୍ୟରେ ଗହଳି କମାଇବା ସହ ସାମାଜିକ ଦୂରତା ମାନିବାକୁ ବାରମ୍ବାର କହୁଛନ୍ତି ସରକାର। କରୋନା ଚେନ୍କୁ ଭାଙ୍ଗିବାକୁ କଟକଣା ମଧ୍ୟ କଡ଼ାକଡ଼ି କରାଯାଉଛି। ଆଉ ଏହାରି ମଧ୍ୟରେ ବିବାହ ସମାରୋହରେ ପୁଣି ଥରେ ଅତିଥିଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁସାରେ, ଏଣିକି ୫୦ ନୁହେଁ ମାତ୍ର ୨୦ ଜଣଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୯୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚିଛି। ଆକ୍ଟିଭ୍ କେସ୍-୩,୦୮୫ ଥିବାବେଳେ ୩ ଲକ୍ଷ ୩୭ ହଜାର ୬୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। Covid-19 Report For 3rd […]
ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ରାଜ୍ୟରେ ୨୪ ଘଣ୍ଟାରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଂଟରରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ୍ ବୋଲି ଜଣାଯାଇଛି।
ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ କେସର ସଂଖ୍ୟା ରହିଛି ୨୫
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ପରେ ବି ଡର ଛାଡୁନାହିଁ। କାରଣ ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବି ବଢିଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତି ଏତେଟା ଉଦବେଗଜନକ ନାହିଁ। ଗତ ୨୪ ଘଂଟାରେ ରାଜ୍ୟରେ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୩୫ ଜଣ ଓ […]
କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି।
ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଥରେ ୧୦୦ ତଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ରାଜ୍ୟରେ ୨୪ ଘଣ୍ଟାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଅବଧି। ତେବେ ଜୁଲାଇ ୧୬ ପରେ କଟକଣାମୁକ୍ତ ହେବ କି ରାଜ୍ୟ ? ସମ୍ପୂର୍ଣ୍ଣ ଅନ୍ଲକ୍ ନା କାଟାଗୋରୀ A, B ଫର୍ମୁଲାରେ ଜାରି ରହିବ କଟକଣା ? ଏହା ଉପରେ ସମସ୍ତଙ୍କ ନଜର ରହିିଛି।
୨୪ ଘଣ୍ଟାରେ ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି
ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମହାଭ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି।ମିଳିଥିବା ସୂଚନା ଅନୁସାରେ, ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଭୁବନେଶ୍ୱର: ଆଉ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ ଅଛନ୍ତି। ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। Another 17 COVID cases have recovered and tested negative for #COVID19. They are being discharged. The cases include: 7 cases of Sundergarh 5 cases of Khordha 3 cases of […]
ଭୁବନେଶ୍ୱର: ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଲକଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ ଉଠିବା ପରେ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ୱାଭାବିକ ହୋଇପାରେ ବିମାନ ଯାତ୍ରା। ହେଲେ ଏବେଠୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ […]
ଅନୁଗୁଳ: ଅହମ୍ମଦବାଦରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଟ୍ରେନ୍ରେ ଅଭାବନୀୟ ଘଟଣା। ଟ୍ରେନ୍କୁ ଅଟକାଇ ପ୍ରବାସୀଙ୍କ ଖସିଯିବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୁଳ ମଝିକା ନିକଟରେ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି […]
ଗଞ୍ଜାମ: ସରକାରୀ ସହାୟତା ଅପେକ୍ଷାରେ ଗଞ୍ଜାମ ପୋଲସରା ବ୍ଲକ ବୁଢାପଙ୍କା ସଙ୍ଗରୋଧ କେନ୍ଦ୍ରରେ ଥାଇ ପ୍ରାଣ ହରାଇଥିବା ପ୍ରଫୁଲଙ୍କ ବେହେରାଙ୍କ ପରିବାର ଲୋକେ। ଗତ ୬ ତାରିଖରେ ଅନ୍ୟ ୬୯ ଜଣଙ୍କ ସହ ସୁରତରୁ ଫେରି ପୋଲସରା ବ୍ଲକ୍ ମଧୁପାଲି ଗାଁର ପ୍ରଫୁଲ କ୍ୱାରେଣ୍ଟିନରେ ଥିଲେ। ତେବେ ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା। ଘରେ ପ୍ରଫୁଲଙ୍କର ୪ ଝିଅ, ବିଧବା ସ୍ତ୍ରୀ ଓ ବୁଢୀ ମା। ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି […]
ଗଞ୍ଜାମ: ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ। ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ଏହି କ୍ଷମତା ଆଧାରରେ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି। ଗତକାଲି ଗଞ୍ଜାମ ବୁଗୁଡ଼ାର ମାଣିତରା ପଞ୍ଚାୟତକୁ ସଟଡାଉନ କରିଥିଲେ ସରପଞ୍ଚ।
ଭୁବନେଶ୍ୱର: ଆଉ ୧୫ କରୋନା ପଜିଟିଭ ଚିହ୍ନଟ। ସେଥିମଧ୍ୟରୁ ବୌଦ୍ଧରେ ୩ଜଣ, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ମଧ୍ୟ ୨ ଜଣ, ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା କରୋନା ଛୁଇଁଛି। ଏହାସହ ୨୧ଟି ଜିଲ୍ଲାକୁ କରୋନା ଛୁଇଁଛି। ଏହି ନୂଆ ଆକ୍ରାନ୍ତ ପରେ ଅନୁଗୁଳରେ ସଂକ୍ରମିତଙ୍କ ସଂଖ୍ୟା ୧୫, ଯାଜପୁରରେ ୬୦, ପୁରୀରେ ୩, ଗଞ୍ଜାମରେ ୧୨୫କୁ ବୃଦ୍ଧି ପାଇଛି। ପୁରୀରେ ନୂଆ ୨ […]
ଭୁବନେଶ୍ୱର: ରାଜ୍ୟ ବାହାରୁ ଭୁବନେଶ୍ୱର ଫେରୁଥିବା ବ୍ୟକ୍ତିଙ୍କ ପାଇଁ ଵିଏମ୍ସି ପକ୍ଷରୁ ହୋଇଛି ୩ଟି ସ୍କ୍ରିନିଂ ସେଣ୍ଟର। ସହରର ତିନିଟି ପ୍ରବେଶ ପଥରେ ଏହି ସ୍କ୍ରିନିଂ ସେଣ୍ଟର କରାଯାଇଛି। ବାହାର ରାଜ୍ୟରୁ ସହର ଭିତରକୁ ଆସୁଥିବା ବ୍ୟକ୍ତି ଏଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ସେମାନେ ପଞ୍ଜୀକରଣ କରିବେ। ଏହାପରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ହୋମ କ୍ୱାରେଣ୍ଟିନ୍ କିମ୍ବା ସରକାରୀ କ୍ୱାରେଣ୍ଟିନ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବେ ସେ […]
ଗଞ୍ଜାମ ଗଂଜାମ ଜିଲ୍ଲା କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟିନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ। ସରକାରୀ ଗାଉଡ୍ ଲାଇନ ମାନିବାକୁ ମଧ୍ୟ ପରିବାର ଲୋକେ କୁହନ୍ତୁ ବୋଲି ବାଚସ୍ପତି କହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାପାଳ […]
ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଆଉ ଏଥିପାଇଁ ରାଜ୍ୟରେ ସ୍ଥିତି ଭୟାନକ ହେଉଛି। ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ, ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ସରକାର ନେଇ ନାହାନ୍ତି ବୋଲି କ୍ଷୁବ୍ଧ ହୋଇ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେମାନେ ଆସିବା ପରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସେମାନଙ୍କୁ କଳିଙ୍ଗ ଷ୍ଟାଡିଅମରେ ସରକାର ରଖନ୍ତୁ ବୋଲି କହିଛନ୍ତି ସୁରେଶ […]
ଭୁବନେଶ୍ୱର: ଓଟିଭି ଲୋଗୋ ବ୍ୟବହାର କରି ପୁଣି ସୋସିଆଲ ମିଡିଆରେ ପ୍ରସାର କରାଯାଉଛି ଫେକ୍ ନ୍ୟୁଜ। କଟକ ଜିଲ୍ଲାରେ ଚତୁର୍ଥ ପଜିଟିଭ ବାହାରିବା ନେଇ ମିଛ ଖବରକୁ ଓଟିଭିର ଗ୍ରାଫିକ୍ସ ଓ ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି। କଟକ ଜିଲ୍ଲାରେ ହାଇଆଲର୍ଟ ଖବର ମଧ୍ୟ ସଂପୂର୍ଣ୍ଣ ମିଥ୍ୟା। ଏଭଳି କୌଣସି ଖବର ଓଟିଭିରେ ପ୍ରସାରଣ ହୋଇନାହିଁ। ତେଣୁ ଏହି ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ପୂର୍ବରୁ ମଧ୍ୟ ଓଟିଭି ଲୋଗୋ ବ୍ୟବହାର କରି […]
ଭୁବନେଶ୍ୱର: ଆଉ ୧୦ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍ ଜୋନ୍ର। ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି ଭଦ୍ରକରେ ୧୨ ଜଣ ସୁସ୍ଥ […]