• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

unlock
ଅନ୍‌ଲକ-୧ରେ କଣ ଖୋଲିବ, କଣ ବନ୍ଦ ରହିବ?

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଏବେ ଆସନ୍ତୁ ନଜର ପକାଇବା ନୂଆ ଗାଇଡଲାଇନ୍ ଅନୁସାରେ କଣ ଖୋଲା ଓ କଣ ବନ୍ଦ ରହିବ। କଣ ଖୋଲା ରହିବ? ଜୁନ୍ ୮ରୁ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳୀ, ହୋଟେଲ୍, ରେଷ୍ଟୁରାଣ୍ଟ […]

  • Wednesday, 14 July 2021
corona
ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା

ଭୁବନେଶ୍ୱର: ଆଜି ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା। ସେମାନଙ୍କ ଭିତରୁ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୋଳରୁ ୨ ଜଣେ ଲେଖାଏଁ ଏବଂ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।  Another 73 #Covid19 patients have recovered and are being discharged. 28 from […]

  • Wednesday, 14 July 2021
3
ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୭୫୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ ଟାଙ୍ଗରିପାଲୀ ମଙ୍ଗଶପୁର ହୋଇଥିବା ବେଳେ ଆଉ ଜଣେ ଡର୍ଲ୍ଲିପାଲି ଅଞ୍ଚଳର। ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୨୭ ଜଣ ସୁସ୍ଥ ହୋଇଛନ୍ତି। ୨୭ଟି […]

  • Wednesday, 14 July 2021
testing
ଚୀନ ତୁଳନାରେ ସବୁଠୁ ଶସ୍ତା ଟେଷ୍ଟିଂ ସ୍ୱାବ୍ ତିଆରି କରୁଛି ରିଲାଏନ୍ସ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୋଧରେ ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି ଦେଶର ପ୍ରମୁଖ କମ୍ପାନୀ ତଥା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନ୍‌ଠାରୁ ୧୦ ଗୁଣ ଶସ୍ତା ଟେଷ୍ଟିଂ ସ୍ୱାବ୍ ରିଲାଏନ୍ସ ପକ୍ଷରୁ ପ୍ରସ୍ତୁତ କରାଯିବା ସହିତ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। କରୋନା ସଂକ୍ରମଣ ବିରୋଧରେ ଭାରତର […]

  • Wednesday, 14 July 2021
corona
ଗୋଟିଏ ଜିଲ୍ଲାରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ୧୨ କରୋନା ପଜିଟିଭ ଚିହ୍ନଟ। ୧୨ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ମଧୁସ୍ମିତା ସାହୁ। ନୂଆପଡା ଜିଲ୍ଲାରୁ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ମୁମ୍ୱାଇ ଫେରନ୍ତା ଓ ଜଣେ ହାଇଦ୍ରାବାଦ ଫେରନ୍ତା। ୪ ଜଣଙ୍କ ଲକ୍ଷଣ ଥିଲା କିନ୍ତୁ ୮ ଜଣଙ୍କ ଲକ୍ଷଣ ଜଣା ପଡୁ ନ ଥିଲା। ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରେ ଖଡିଆଳ […]

  • Wednesday, 14 July 2021
umarkote
କ୍ୱାରେଣ୍ଟିନ୍ ଅବଧି ସରିଲା, ୫୦ କିମି ଚାଲି ଚାଲି ଘରକୁ ଫେରିଲେ ପରିବାର ଲୋକେ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ମିଳିଲାନି ସରକାରୀ ସହାୟତା। ଘରକୁ ଫେରିବାକୁ ଚାଲି ଚାଲି ଯିବାକୁ ପଡ଼ିଲା ୫୦ କିଲୋମିଟରରୁ ଅଧିକ ବାଟ। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ତେଲେଙ୍ଗାନାରେ ଦାଦନ ଭାବେ କାମ କରୁଥିବା ଜିଲ୍ଲାର କିଛି ଶ୍ରମିକ ଲକଡାଉନ୍ ପରେ ଜୀବିକା ହରାଇଥିଲେ। ବହୁ କଷ୍ଟରେ ନିଜ ଜିଲ୍ଲାକୁ ଫେରିବା ପରେ ତାଙ୍କୁ ଝରିଗାଁ ବ୍ଲକର ଫୁପୁଗାଁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତେବେ କ୍ୱାରେଣ୍ଟିନ୍ ଅବଧି ସରିବା ପରେ ସ୍ତ୍ରୀ […]

  • Wednesday, 14 July 2021
vacc
ସୁସ୍ଥ ହେଲେ ୯ ଜିଲ୍ଲାର ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ୱଲପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏପର୍ଯ୍ୟନ୍ତ ଜଗତସିଂହପୁରରେ ୨୮, ଯାଜପୁରରୁ ୧୭୩, ଭଦ୍ରକରୁ ୯୫, ଗଞ୍ଜାମରୁ ୩୧୭, କଟକରୁ ୨୬, ଖୋର୍ଦ୍ଧାରୁ ୬୦, ସମ୍ବଲପୁରରୁ ୩, ବାଲେଶ୍ୱରରୁ […]

  • Wednesday, 14 July 2021
khusi
କରୋନା ଲଢ଼େଇରେ ଜିତିଲା ୩୬ ଦିନର ଶିଶୁ

ମୁମ୍ବାଇ: କରୋନା ଯୁଦ୍ଧରେ ବିଜୟୀ ହେଲା ୩୬ ଦିନର ଶିଶୁ। ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଏଭଳି ଖୁସି ଖବର। ୩୬ ଦିନର କରୋନା ପଜିଟିଭ୍ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫମାନେ ତାଳି ମାରି ଶିଶୁକୁ ଉତ୍ସାହିତ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ […]

  • Wednesday, 14 July 2021
main-grand
ଲକଡାଉନ ଛଡାଇନେଲା ରୋଜଗାର, ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ପେଟପାଟଣା ଚିନ୍ତା

ଭୁବନେଶ୍ୱର: କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କଣ ହେବ ସେମାନଙ୍କ ରୋଜଗାରର  ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି, ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ ଲକ୍ଷ […]

  • Wednesday, 14 July 2021
traders-adhanom
୨୧୪ ମିଲିୟନ ଡଲାର ପାଣ୍ଠି ସଂଗ୍ରହ କଲାଣି WHO

ନୂଆଦିଲ୍ଲୀ: ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ ଦ୍ୱାରା ସର୍ବସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏଥିସହ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଉଣ୍ଡେସନ ଜରୁରୀକାଳୀନ ପରିସ୍ଥିତି ଓ ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେବ। ଗତ ୭୫ ଦିନ ମଧ୍ୟରେ ଏହି ଫାଉଣ୍ଡେସନ ଦ୍ୱାରା ୪ଲକ୍ଷ ଲୋକ ଓ କଂପାନୀଙ୍କ ଠାରୁ ମିଳିତଭାବେ ୨୧୪ […]

  • Wednesday, 14 July 2021
rahgabav
ଫେବ୍ରୁଆରୀ ଭିତରେ ଭାରତ ଆଣିପାରେ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ଟୀକା ଏବଂ ଔଷଧ ହିଁ କରୋନାକୁ ମାତ୍ ଦେଇପାରିବ। ଆଉ ଏହା ପାଇଁ ଦେଶର ୩୦ଟି ସଂଗଠନ କାମ କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍। ଦେଶର ବଡ଼ ବଡ଼ କମ୍ପାନି, ସଂଗଠନ, ବୈଜ୍ଞାନିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏଦିଗରେ ଅହରହ କାମ କରୁଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଭାରତ ଆଣିପାରେ କରୋନା ଭ୍ୟାକ୍ସିନ। ଏବେ ପ୍ରିକ୍ଲିନିକାଲ ଷ୍ଟେଜରେ ଅଛି। ଆସନ୍ତା ଅକ୍ଟୋବ ସୁଦ୍ଧା ପ୍ରିକ୍ଲିକାଲ […]

  • Wednesday, 14 July 2021
quarntine
'ବିନା କୋଭିଡ୍ ଟେଷ୍ଟରେ କ୍ୱାରେଣ୍ଟିନ ସେଣ୍ଟରରୁ ଘରକୁ ଯାଉଛନ୍ତି ପ୍ରବାସୀ'

ଭୁବନେଶ୍ୱର: ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଓପି ଅନୁସାରେ, ୫ ଦିନ ଭିତରେ ପ୍ରବାସ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ହେବା କଥା କିନ୍ତୁ ୨ ସପ୍ତାହ ଧରି କ୍ୱାରେଣ୍ଟିନ ସେଣ୍ଟରରେ ରହିବା ପରେ ବି ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନି ଏବଂ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ତେଣୁ ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ଅବ୍ୟବସ୍ଥାକୁ ନେଇ ଏହିଭଳି ଢଙ୍ଗରେ ରାଜ୍ୟ […]

  • Wednesday, 14 July 2021
recovered
ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ ଓ କେନ୍ଦ୍ରପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାଛଡ଼ା କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି […]

clap
କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀଙ୍କୁ ତାଳି ମାରି କଲେ ସ୍ୱାଗତ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବା ପରେ ପୋଲିସ କର୍ମଚାରୀଙ୍କୁ ଭବ୍ୟ ସ୍ୱାଗତ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ପ୍ରଥମ କରୋନା ଆକ୍ରାନ୍ତ ଜଣେ କନଷ୍ଟେବଳ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଆଜି ପୋଲିସ ସେବା ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି। ଟ୍ୱିନସିଟି ପୋଲିସ କମିଶନର ତାଙ୍କୁ ଫୁଲତୋଡା ପ୍ରଦାନ କରିଥିବା ବେଳେ ଡ଼ିସିପି ଓ ସାଥି ପୋଲିସ କର୍ମୀ ତାଳି ମାରି ସ୍ୱାଗତ କରିଥିଲେ। ସୁସ୍ଥ ହୋଇଥିବା ପୋଲିସ କର୍ମୀ ଜଣକ ଏବେ ୧୪ଦିନ କ୍ୱାରେଣ୍ଟିନରେ […]

  • Wednesday, 14 July 2021
kovid
ରାଜ୍ୟରେ ପ୍ରଥମଥର ପାଇଁ ଡାକ୍ତର କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ। କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଏନେଇ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ସେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଜଣାପଡ଼ିନି। ଆଜି ରାଜ୍ୟରେ […]

  • Wednesday, 14 July 2021
corona-hikesd-asit-tripathy
'ସବୁ ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ଠାରୁ ନିଆଯିବ କରୋନାଜନିତ ତଥ୍ୟ'

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ନୂଆ ଗାଇଡଲାଇନ୍ ଅନୁସାରେ ପଞ୍ଚାୟତ ସ୍ତରରେ ଗ୍ରୀନ୍, ରେଡ୍ ଓ ଅରେଂଜ ଜୋନ୍ ଚିହ୍ନଟ ହେବ। ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟିନ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଯାଏଁ ଲକ୍ଷେ ଲୋକ ସଫଳତାର […]

  • Wednesday, 14 July 2021
pangolin
ସଂଗରୋଧ କେନ୍ଦ୍ରରୁ ବଜ୍ରକାପ୍ତା ଉଦ୍ଧାର ପରେ ହେବ କରୋନା ଟେଷ୍ଟ!

କଟକ: ବଜ୍ରକାପ୍ତାର କରାଯିବ କରୋନା ଟେଷ୍ଟ। କ୍ୱାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବାରୁ ଟେଷ୍ଟ ହେବ। ସ୍ୱାବ ନମୁନା ନିଆଯାଇ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଯିବ, ଟେଷ୍ଟ ଓଡ଼ିଶାରେ ହିଁ ହେବ।  କରୋନା ପରୀକ୍ଷା ନେଇ ଆଠଗଡ଼ ଡିଏଫ୍‌ଓ ଦେଲେ ସୂଚନା। ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଏକ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ। ଆଠଗଡ ଡିଏଫ୍ଓଙ୍କ ସୂଚନା ମୁତାବକ, […]

  • Wednesday, 14 July 2021
CORONA-HEAVY
ଦିନକରେ ଚିହ୍ନଟ ହେଲେ ୬୯୭୭ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ୬ହଜାର ୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାରରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି। ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ କେସ […]

  • Wednesday, 14 July 2021
bricks
ଆମେରିକା ପରେ ବ୍ରାଜିଲରେ ଭୟଙ୍କର ରୂପ ନେଲାଣି କରୋନା

ବ୍ରାଜିଲ: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ଦକ୍ଷିଣ ଆମେରିକାର ସର୍ବବୃହତ ରାଷ୍ଟ୍ର ବ୍ରାଜିଲ ପାଇଁ କାଳ ହେଲା କି ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ବୃଥା ଅସ୍ଫାଳନ?  ବ୍ରାଜିଲରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଓ ଏହାର ଗରମ ଜଳବାୟୁ ହେତୁ କରୋନା ଇଟାଲୀ ଭଳି ସ୍ଥିତି ସୃଷ୍ଟି କରିପାରିବନି ବୋଲି ଦମ୍ଭୋକ୍ତି ଦେଖାଇଥିଲେ ରାଷ୍ଟ୍ରପତି ବୋଲସୋନାରୋ। ମାର୍ଚ୍ଚ ୨୪  ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଘୋଷଣା କରୁଥିଲେ। ସେତେବେଳେ କରୋନାକୁ […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ବାଲେଶ୍ୱରରୁ ୩୪, ଗଞ୍ଜାମରୁ ୧୫, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ପୁରୀରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୩, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୬୪୯ ଜଣ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରେ ସମୁଦାୟ ୧୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୪୨ ଆକ୍ଟିଭ କେଶ ରହିଛି। […]

  • Wednesday, 14 July 2021
main
ଟଣାଓଟରା ଭିତରେ ଅଟକିଛି ମଦବିକ୍ରି; ବିରୋଧୀଙ୍କ ପ୍ରଶ୍ନ, ବାଗଚୀଙ୍କ କଥାକୁ ଭୁଲିଗଲେ କି ସରକାର?

ଭୁବନେଶ୍ୱର: ଅନଲାଇନ୍ ମଦ ବିକ୍ରିରେ କେଁ। ସରକାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି କଟକ ଓ ଖୋର୍ଦ୍ଧା ମଦ ବ୍ୟବସାୟୀ ସଂଘ। ଅନଲାଇନ୍ ସହ ଅଫଲାଇନ୍ ମଦ ବିକ୍ରି ପାଇଁ କଟକ ସଂଘ ଦାବି କରିଥିବା ବେଳେ ଖୋର୍ଦ୍ଧା ସଂଘ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦାବି କରିଛି। ଆଜିଠାରୁ ମଦ ଅନଲାଇନରେ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି ସଂଘ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହା ସମ୍ଭବ ହୋଇପାରିନି। ସେପଟେ […]

  • Wednesday, 14 July 2021
6
ଶୁଖିଲା କାଶ କରୋନାର ବଡ଼ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଏତେ ଭୟାନକ ହୋଇଯାଇଛି ଯେ ମାସ୍କ, ସାମାଜିକ ଦୂରତା ଏବଂ ହାଇଜିନକୁ ବଜାୟ ରଖିବା ଜରୁରୀ ହୋଇପଡିଛି। କରୋନାର ଏହି ସଂକଟ କାଳରେ ଯଦି ବି ଆପଣ ଟିକେ ବି ନିଜକୁ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର ଯତ୍ନ ନିଅନ୍ତୁ। ଏମିତିରେ ତ ସାମାନ୍ୟ କାଶରୁ କରୋନା ଚିହ୍ନଟ କରିବା କଷ୍ଟକର। କିନ୍ତୁ ଯଦି ଆପଣ କିଛି ବିଶେଷ ତଥ୍ୟ ଉପରେ ନଜର ଦେବେ ତେବେ […]

  • Wednesday, 14 July 2021
corona-craze
କରୋନାରୁ ସୁସ୍ଥ ହେଲେ ଆଉ ୫୩

ଭୁବନେଶ୍ୱର: ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏଯାବତ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏବେ ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୭୭୮। ବର୍ତ୍ତମାନ ଗଞ୍ଜାମରେ ୩୪୯ ସଂକ୍ରମିତଙ୍କ ମଧ୍ୟରୁ ୨୩୩ ଜଣ […]

  • Wednesday, 14 July 2021
cds
ବର୍ଷେ ଯାଏ ଦିନକର ଦରମା ଦାନ କରିବେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ଆଉ ଏକ ସହଯୋଗର ହାତ ବଢାଇଲେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାଓ୍ୱତ। ସେ ପିଏମ୍ କେୟାର୍ସ  ଫଣ୍ଡକୁ ଆସନ୍ତା ୧୨ ମାସ ଯାଏଁ ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ଦାନ କରୁଛନ୍ତି। ମାର୍ଚ୍ଚ ମାସରେ ତାଙ୍କ ଦରମାରୁ ୫୦ ହଜାର ଟଙ୍କା କାଟିବା ପାଇଁ ସେ ସରକାରଙ୍କୁ ଚିଠି ଲେଖିଥିଲେ। ଚିଠି ଲେଖିବା ପରେ ଏପ୍ରିଲ୍ ମାସରୁ ୫୦ ହଜାର ଟଙ୍କା ଲେଖାଏଁ […]

  • Wednesday, 14 July 2021