• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

italy
ଇଟାଲୀରେ ପୁଣି ୬୦୨ ଜଣଙ୍କ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୬.୦୭୭

ରୋମ: ଇଟାଲୀରେ ମହାମାରୀ କରୋନା ମଣିଷ ସମାଜକୁ ନଷ୍ଟ କରିଦେବା ଦିଗରେ ବ୍ୟାପିଲାଣି। ଏହି ପ୍ରାଣଘାତି ଭାଇରସ୍‌ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚିଛି। ଚାଇନା ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତଥାପି ରବିବାର ଅପେକ୍ଷା ସୋମବାର ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ […]

  • Monday, 26 July 2021
kartina
ହୋମ୍ ଆଇସୋଲେସନ୍‌ରେ ରହି ବାସନ ଧୋଇଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: କରୋନା ଭାଇରସ କଟକଣାକୁ ନେଇ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ହୋମ୍ ଆଇସୋଲେସନ୍‌ରେ ରହୁଛନ୍ତି। ଘରେ ରହି କିଏ ରୋଷେଇ କରୁଚି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖାଯାଇଥାଏ। ନିକଟରେ କ୍ୟାଟ୍ରିନା କୈଫ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଘରେ ରହି ଥାଳି ଧୋଇଥିବାର ନଜର ଆସିଛନ୍ତି। ଏହି ଭିଡିଓଟିକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ବାସନ […]

  • Monday, 26 July 2021
corona-vuie
କରୋନାରେ ପୁଣି ଜଣଙ୍କର ମୃତ୍ୟୁ

ମୁମ୍ବାଇ: ପୁଣି ଜଣେ କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ନିକଟରେ ବ୍ୟକ୍ତି ଜଣକ ୟୁନାଇଟେଡ୍ ଆରବ୍‌ ଏମିରେଟ୍ସରୁ ଅହମଦାବାଦ ଫେରିଥିଲେ। ପରେ ତାଙ୍କଠାରେ ଜ୍ୱର, କାଶ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୋମବାର ତାଙ୍କର ମୃତ୍ୟ ଉହୋଇଥିବା ମୁମ୍ବାଇର ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କୋରପୋରେସନ୍‌(ବିଏମ୍‌ସି) ସୂଚନା ଦେଇଛି। ତେବେ ମୃତ କରୋନା ରୋଗୀଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ଥିଲା। […]

  • Monday, 26 July 2021
579656_1373999_deisel_akhbar
କରୋନା ସ୍ଥିତିରେ ମହଙ୍ଗା ମାଡ଼: ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ବଢ଼ିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ମହାଙ୍ଗା ମାଡ଼ ଚିନ୍ତାର କାରଣ ହୋଇଛି। କରୋନା ଜନିତ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରେ। ବିଜେପି ନେତ୍ୱତ୍ୱାଧୀନ ଏନ୍‌ଡିଏ ସରକାର ଫାଇନାନ୍ସ ବିଲ୍‌ରେ ଆଣିଥିବା ପରିବର୍ତ୍ତନ ଅନୁଯାୟୀ ଉଭୟ […]

  • Monday, 26 July 2021
covid
ଆୟୁଷ୍ମାନ୍ ଭାରତରେ ସାମିଲ୍‌ ହୋଇପାରେ କରୋନା ଚିକିତ୍ସା

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍‌ ହୋଇପାରେ  କୋଭିଡ୍‌-୧୯ ବା କରୋନା  ଚିକତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍‌ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍‌ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍‌-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ରେ ଅଛନ୍ତି, ତାହାଲେ ମଧ୍ୟ […]

  • Monday, 26 July 2021
modi
ଆଜି ସନ୍ଧ୍ୟା ୮ରେ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାମନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆ ମାଧ୍ୟମରେ ନିୟମିତ ସଚେତନତା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଭୟଭୀତ ନ ହେବାକ ମଧ୍ୟ  ବାରମ୍ବାର ନିବେଦନ କରୁଛନ୍ତି। ଏଥିସହିତ ଦେଶରେ ଜାରି ହୋଇଥିବା […]

  • Monday, 26 July 2021
RAJYASHBHA
କରୋନା ମୁକାବିଲା: ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ:ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚାନ। ଏଇ ଗୁରୁବାର ନିର୍ବଚନ ହେବାର ଥିଲା। କରୋନା ମୁକାବିଲା ପାଇଁ ଦେଶର ରାଜଦାନୀ ସମେତ ସବୁ ରାଜ୍ୟରେ ଲକ୍‌ ଢାଉନ୍‌ ବା ତାଲାବନ୍ଦ କରାଯାଇଥିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୩୧ ପରେ ନିର୍ବାଚନ କମିଶନ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଏ ନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, “ଜନସ୍ୱାସ୍ଥ୍ୟ ସ୍ଥିତି ବର୍ତ୍ତମାନ […]

  • Monday, 26 July 2021
corona virus photo
ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଲାଗିବ ଷ୍ଟିକର

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହୋମ୍ କ୍ୱାରେଣ୍ଟାଇନ୍‌ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ। ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବେ ତାହା ଉଲ୍ଲେଖ ରହିବ। ଲଗାଯାଇଥିବା ଷ୍ଟିକରରେ କ୍ୱାରେଣ୍ଟାଇନ୍‌ରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଘରେ ରହୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ବିବରଣୀ ରହିବ। ବ୍ୟକ୍ତି […]

  • Monday, 26 July 2021
suprim court
ସୁପ୍ରିମକୋର୍ଟ ଆସିବେନି ଓକିଲ କିନ୍ତୁ ମାମଲାର ଶୁଣାଣି ହେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କୁ ନେଇ ସୁପ୍ରିମକୋର୍ଟରେ ଥିବା ଓକିଲମାନଙ୍କ ଚ୍ୟାମ୍ୱର ସିଲ୍ ହେବ। ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମାଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଧାନ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ମାମଲାର କିନ୍ତୁ ଶୁଣାଣି ହେବ। ପ୍ରଧାନ ବିଚାରପତି କହିଛନ୍ତି, ‘ଗହଳି କମାଇବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ମାମଲା ଗୁଡ଼ିକ ଜରୁରୀ ରହିଥିବ ସେହି ମାମଲା […]

  • Monday, 26 July 2021
corona internationl
କରୋନା:ଏହି ସବୁ ଦେଶରେ ସ୍ଥିତି ବିଗୁଡୁଛି

ନୂଆଦିଲ୍ଲୀ: କରୋନା କବଳରେ ବିଶ୍ୱର ୧୯୦ରୁ ଅଧିକ ଦେଶ। ଏବେ ୨ ଲକ୍ଷ ୨୩ ହଜାର ୭୭୪ ଜଣ କରୋନାରେ ଆକ୍ରାନ୍ତ। ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି । କିନ୍ତୁ କରୋନାରୁ ଏବେ ସୁଦ୍ଧା ୯୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଚୀନରୁ ଆରମ୍ଭ ହୋଇ ଏହା ୟୁରୋପ ମହାଦେଶରେ ବ୍ୟାପକ ଭାବେ ବ୍ୟାପିଛି। ଇଟାଲୀରେ ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ଗତକାଲି ଇଟାଲୀରେ ୬୫୧ ଜଣଙ୍କ […]

  • Monday, 26 July 2021
train344
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଗତକାଲି ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଟ୍ରେନ୍ […]

  • Monday, 26 July 2021
bbsr55555
ଲକ୍‌ଡାଉନ୍ ସତ୍ତ୍ୱେ ରାଜଧାନୀର ବିଭିନ୍ନ ଛକରେ ଭିଡ଼

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କାଲି ସାରା ଦେଶରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ। ଏଥସହିତ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି। ଗତକାଲି ‘ଜନତା କର୍ଫ୍ୟୁ’କୁ ସାରା ରାଜ୍ୟ ମାନିଥିଲା। ରାସ୍ତା ଘାଟ ଥିଲ ଶୁନ୍‌ଶାନ୍‌। କାଁଭାଁ ଗାଡ଼ି ଚଳାଚଳ […]

  • Monday, 26 July 2021
kejirwal
ସକାଳ ୬ରୁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀ ଲକ୍‌ ଡାଉନ୍

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଲକ୍‌ ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଅତ୍ୟାବଶକୀୟ ସେବାକୁ ଛାଡ଼ି ଦିଲ୍ଲୀର ସମସ୍ତ ସୀମା ସିଲ୍‌ ହେବ। ଜୁରୁରୀକାଳୀନ ସେବା ବ୍ୟତିତ  ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଆଜି ଘୋଷଣା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ କେଜ୍ରିୱାଲ୍। ପରେ ଯଦି ସରକାର କୌଣସି ସେବାକୁ ଜରୁରୀ ବୋଲି ଭାବନ୍ତି ତେବା ଏହା ପରେ ଚାଲୁ […]

  • Monday, 26 July 2021
rade
୭୫ ଜିଲ୍ଲାରେ ଲକ୍‌ଡାଉନ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଦେଶର ୭୫ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲାଗୁ ହେବ। ଏହି ସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। କରୋନା ଆକ୍ରାନ୍ତଙ୍କୁ ଆଖି ଆଗରେ ରଖି ଏହି ସବୁ ଜିଲ୍ଲାଙ୍କୁ ଚିହ୍ନଟ କରାଯାଇଛି। ସାରା ଦେଶରେ ଏଭଳି ୭୫ଟି ଜିଲ୍ଲା ଚିହ୍ନଟ କରାଯାଇଛି। ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ ଯାଏ ରହିବ। କ୍ୟାବିନେଟ୍ ସଚିବ ରାଜୀବ ଗୌବା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସଚିବ ପିକେ ମିଶ୍ର ଏକ […]

  • Monday, 26 July 2021
america white house
ଭାରତଠୁ ଶିଖିଲା ଆମେରିକା: ଜନତା କର୍ଫ୍ୟୁ ଫାଇଁ ନିବେଦନ

ଆମେରିକା: ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ। ଭାରତରେ ଜନତା କର୍ଫ୍ୟୁ ଆମେରିକାକୁ ମଧ୍ୟ ବଡ ଶିକ୍ଷା ଦେଇଛି। ଏବେ ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଅଧିକରୁ ଅଧିକ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି। ହ୍ୱାଇଟ ହାଉସ୍‌ ଟୁଇଟ୍ କରିଛନ୍ତି ଯେ ଘରେ ରୁହନ୍ତୁ ଏବଂ ନିଜ ସୁରକ୍ଷିତ ରୁହନ୍ତୁ।  ବର୍ତ୍ତମାନର ସମୟ ହେଉଛି ରାଷ୍ଟ୍ର ପାଇଁ ତ୍ୟାଗର ସମୟ, ଏବଂ […]

  • Monday, 26 July 2021
virat kohil
ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଇଲେ ବିରୁଷ୍କା

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ଦେଲେ ବିରୁଷ୍କା। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା  ଗତକାଲି ଏକ ଭିଡିଓ ମାଧ୍ୟମରେ କୋଭିଡ-୧୯ ମହାମାରୀ ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓରେ କୋହଲି ଏବଂ ଅନୁଷ୍କା ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଦୁହେଁ କହିଛନ୍ତି , ବର୍ତ୍ତମାନ ସମୟ ହେଉଛି ସରକାରଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ଏବଂ […]

  • Monday, 26 July 2021
buuses-parkeed
ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିଛି। ରାଜ୍ୟରୁ କୌଣସି ବସ୍‌ ବାହାରି ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ‘ଜନତା କର୍ଫ୍ୟୁ’ ପାଇଁ ବସ୍, ଟ୍ୟାକ୍ସି, ଅଟୋ, ଘରୋଇ ଯାନ ଗୁଡ଼ିକ ଚଳାଚଳ ବନ୍ଦ ରହିଛି।  ଫଳରେ କଟକର ବାଦମବାଡ଼ି ଓ  ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଜନଶୂନ୍ୟ ହୋଇ ପଡ଼ିଛି। ଗାଁଠୁ ସହର ସବୁ ସ୍ଥାନରେ ବଜାର ଓ […]

  • Monday, 26 July 2021
train
୩୧ ଯାଏ ଗଡ଼ିବନି କୌଣସି ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ୩୧ ମଧ୍ୟରାତ୍ର ଯାଏ ଦେଶରେ ଗଡ଼ିବନି କୌଣସି ଟ୍ରେନ୍।  କରୋନା ଭାଇରସ ସଂକ୍ରମଣ ମୁକାବିଲା ପାଇଁ ଭାରତୀୟ ରେଲୱେ ବୋର୍ଡ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ବି ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ […]

  • Monday, 26 July 2021
corfeu
ଜନତା କର୍ଫ୍ୟୁ ପାଇଁ କମିଶନରେଟ ପୁଲିସର ପାସ୍ ବ୍ୟବସ୍ଥା

ଭୁବନେଶ୍ୱର: ଜନତା କର୍ଫ୍ୟୁ ପାଇଁ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ହୋଇଛି। ଜରୁରୀକାଳିନ କାର୍ଯ୍ୟ ପାଇଁ ଯଦି, କେହି ବ୍ୟକ୍ତି ପୋଲିସକୁ ଏସମ୍ପର୍କରେ ଜଣାନ୍ତି, ତେବେ ତାଙ୍କୁ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ଯୋଗାଇ ଦିଆଯିବ। ଲୋକେ ୧୦୦ ନମ୍ବରକୁ କଲ୍ କରି ଏସମ୍ପର୍କରେ ଜଣାଇ ପାରିବେ। ନଚେତ୍ ରାସ୍ତାରେ ଯିବା ବେଳେ ମୁତୟନ ଥିବା ଏସିପି କିମ୍ବା ଇନ୍ସପେକ୍ଟରଙ୍କ ଠାରୁ ପାସ୍ ପାଇ ପାରିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ […]

  • Monday, 26 July 2021
coci
ପ୍ରାଇଭେଟ୍‌ ଲ୍ୟାବ୍‌କୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି: ମୂଲ୍ୟ ୪,୫୦୦

ନୂଆଦିଲ୍ଲୀ: ପ୍ରାଇଭେଟ୍‌ ଲ୍ୟାବ୍‌କୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। ତେବେ ଏଥିପାଇଁ ଆଇସିଏମ୍‌ଆର୍(ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଜିକାଲ୍‌ ରିସର୍ଚ)ଏକ ଗାଇଡ୍‌ଲାଇନ୍‌ ଜାରି କରିଛି। ଏହି ଗାଇଡ୍‌ଲାଇନ୍‌ ଅନୁସାରେ, ପ୍ରାଇଭେଟ୍‌ ଲାବ୍‌ଗୁଡ଼ିକ କୋଭିଡ୍‌-୧୯ ଟେଷ୍ଟ ପାଇଁ ସର୍ବାଧିକ ଚାର୍ଜ ୪,୫୦୦ରୁ ଅଧିକା ଚାର୍ଜ ନେଇପାରିବେ ନାହିଁ। ଆର୍‌ଏନ୍‌ଏ ଭାଇରସ୍‌ ପାଇଁ ରିୟଲ୍‌ ଟାଇମ୍‌ ପିସିଆଓର୍‌ ଏସ୍‌ଏ ଟେଷ୍ଟ ବ୍ୟବସ୍ଥା ଥିବା ଏନ୍‌ଏବିଏଲ୍‌( ନ୍ୟାସ୍‌ନାଲ୍‌ ଏକ୍ରେଡିଏସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କେଲିବ୍ରେସନ୍ ଲାବୋରେଟୋରିସ୍ ) […]

  • Monday, 26 July 2021
corona
ସାରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ୧୮୬ ଦେଶକୁ ବ୍ୟାପିଲାଣି ଭାଇରସ୍‌

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ସ୍ଥିତି ଜଟିଳ। ବିଶ୍ୱରେ ୧୮୬ ଦେଶକୁ ବ୍ୟାପିଲାଣି କରୋନା ଭାଇରସ୍‌। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬ ହଜାର ୬୭୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୩ ହଜାର ୧୭ରେ ପହଞ୍ଚିଛି। ଚୀନରେ ସର୍ବାଧିକ ୮୧ ହଜାର ୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ ହଜାର ୨୫୫ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୭୧ ହଜାର ୭୪୦ ସୁସ୍ଥ ହୋଇଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟାରେ ଇଟାଲୀ ଚୀନକୁ ଟପିଛି। ଇଟାଲୀରେ ୫୩ […]

  • Monday, 26 July 2021
CORON
ଦେଶରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଏଥର ଷ୍ଟେଜ୍‌-ଥ୍ରୀର ଆଭାସ

ନୂଆଦିଲ୍ଲୀ: ଭାରତରେ ଥମିବାର ନା ନେଉନାହିଁ ମହାମାରୀ କରୋନା ଭାଇରସ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯ ପଜିଟିଭ୍ ଆସିଛି। ତେବେ ଏହି ଦୁଇ ଆକ୍ରାନ୍ତ ବିଦେଶ ଭ୍ରମଣ କରିନଥିଲେ। ଏଣୁ ଏହା କରୋନା ସଂକ୍ରମଣର ଷ୍ଟେଜ ଥ୍ରୀକୁ ପହଞ୍ଚିବାର ଆଭାସ ଦେଉଛି। ପଶ୍ଚିମବଙ୍ଗ ଡମଦମର ୫୭ ବର୍ଷୀୟ ବ୍ୟକ୍ତିଙ୍କଠାରେ ଭୂତାଣୁ ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଛି। ତେବେ […]

  • Monday, 26 July 2021
janal curfew
ରାଜ୍ୟ ଓ ଦେଶରେ ଜନତା କର୍ଫ୍ୟୁ: ଘରୋଇ ବସ୍‌ ଓ ଅଟୋ ବନ୍ଦ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ଟା ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ଏହି ସମୟ ମଧ୍ୟରେ ମେଡିକାଲ […]

  • Monday, 26 July 2021
CORONA-2
କରୋନା ଆକ୍ରାନ୍ତ ସଂଖ୍ୟା ୨୮୩ ଛୁଇଁଲା: କେଉଁ ରାଜ୍ୟର କେତେ ଆକ୍ରାନ୍ତ ଜାଣନ୍ତୁ

ନୂଆଦିଲ୍ଲୀ: ଶନିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରୁ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟାମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୬୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କେରଳରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପର୍ଯ୍ୟନ୍ତ ୭ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କଣ୍ଟାକ୍ଟ ଟ୍ରାସିଂ(ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା) କରାଯାଇଛି। […]

  • Monday, 26 July 2021
rahul
ଜନତା କର୍ଫ୍ୟୁକୁ ରାହୁଲ୍‌ଙ୍କ ସମାଲୋଚନା: କହିଲେ, ତାଳିମାରିଲେ କ'ଣ ହେବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମାଲୋଚନା କରିଛନ୍ତି। ଏଥିସହ ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଦରକାର। ସରକାର କରୋନା ଭଳି ସ୍ଥିତିରେ ବଡ଼ ଆର୍ଥିକ ପ୍ୟାକେଜ୍‌ ମଧ୍ୟ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ସେ କରୋନା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାର ଅଛି। ସେହିଭଳି କରୋନାର ମୁକାବିଲା ପାଇଁ କାର୍ଯ୍ୟରତ […]

  • Monday, 26 July 2021