ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବଡ଼ ବଡ଼ ବ୍ୟବସାୟୀ ଓ ନାମିଦାମି ସେଲିବ୍ରେଟିମାନେ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଉଛି। କରୋନା ମୁକାବିଲା ପାଇଁ ସେହିଭଳି ଏକ ପଦକ୍ଷେପ ନେଇଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ। ତାଙ୍କ ସହିତ ତାଙ୍କ ଭାଇ ୟୁସୁଫ୍ ମଧ୍ୟ ଅଛନ୍ତି। ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଠାନ ବ୍ରଦର୍ଶ ବଡ଼ୌଦାରେ ୪ ହଜାର ମାସ୍କ ଦାନ କରିଛନ୍ତି। ଦୁଇ […]
କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତ୍ୱ ବା ସୋସିଆଲ୍ ଡିଷ୍ଟାନ୍ସିଂକୁ ଗୁରୁତ୍ୱ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 7, ଲୋକକଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟର ବୈଠକରେ କ୍ୟାବିନେଟ ମନ୍ତ୍ରୀ ଓ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ଦୂରତ୍ୱ ରଖି ବସିଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବାରୁ ପ୍ରଧାନମନ୍ତ୍ରୀ ସୋସିଆଲ ଡିଷ୍ଟାନ୍ସିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ନିଜ କ୍ୟାବିନେଟ ବୈଠକରେ ଏହାକୁ ଉପଯୋଗ କରିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ। ବୈଠକରେ କରୋନା ମୁକାବିଲା […]
ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା ପରେ ଜରୁରୀ ସେବା ପାଇବାକୁ ଗାଇଡଲାଇନ୍ ଜାରି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଗାଇଡ୍ଲାଇନ୍ ଜାରି କରିଛି। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ପ୍ରତିଷ୍ଠାନ, କେନ୍ଦ୍ର ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟାଳୟ, ପୁଲିସ, ହୋମଗାର୍ଡ, ବେସାମରିକ ସୁରକ୍ଷା, ଅଗ୍ନିଶମ ଓ ଜରୁରୀ ସେବା କାର୍ଯ୍ୟାଳୟ ଖୋଲା ରହିବ। କୋଷାଗାର, ବିପର୍ଯ୍ୟୟ ପରିଚାଳନା, ଜାତୀୟ ସୂଚନା କେନ୍ଦ୍ର, ଆଗୁଆ ସୂଚନା ଏଜେନ୍ସି, ବିଦ୍ୟୁତ ଉତ୍ପାଦନ ଓ ବିତରଣ ୟୁନିଟ, ପାନୀୟ […]
ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଦୂରତା ପାଇଁ ନିବେଦନ କରିଛନ୍ତି। ୨୧ ଦିନ ଘରେ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏପରି ସ୍ଥିତିରେ ନବରାତ୍ର ଉପଲକ୍ଷେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ କରିଛନ୍ତି। ଏହାକୁ ନେଇ ବିରୋଧୀ ବେଶ ସମାଲୋଚନା କରିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହି ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି। ଉତ୍ତରପ୍ରଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା […]
ବାଲେଶ୍ୱର: କରୋନାକୁ ନେଇ ସାରା ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯେଉଁଠି ଅଛନ୍ତି ସମସ୍ତେ ଭିଟାମାଟିକୁ ଫେରି ଆସିବା ପାଇଁ ଚାହୁଁଛନ୍ତି । ଏବେ ଗୋଆରେ ଫସି ରହିଛନ୍ତି ଓଡ଼ିଶାର ୬୦ରୁ ଅଧିକ ଲୋକ। ଲକ୍ଡାଉନ୍ ପରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ ସେଠାରେ ସ୍ଥିତି ସଙ୍ଗୀନ ହେଉଥିବାରୁ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବହୁ ଲୋକେ ଏବେ ଗୋଆରେ ରହିଛନ୍ତି। କରୋନା ଭାଇରସକୁ […]
ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋସିଆଲ ମିଡିଆରେ ଗଦା ଗଦା ଗୁଜବ । କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ। କିଏ କହୁଛି, ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସମ୍ପର୍କରେ ଅନେକ ତଥ୍ୟ […]
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହେଲା। ସାରା ଦେଶକୁ ଲକ୍ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ମୋଦି। ଏଥିସହିତ ସ୍ୱାସ୍ଥସେବାକୁ କ୍ଷୀପ୍ର ଗତିରେ ସୁଧାରିବାକୁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲକୁ ପୂର୍ବରୁ ହିଁ ଏପ୍ରିଲ୍ ୧୫ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଆଇପିଏଲର ପରବର୍ତ୍ତୀ ଯୋଜନା ଉପରେ ବିସିସିଆଇ ମଙ୍ଗଳବାର ଟେଲିକନଫରେନ୍ସିଂ ଜରିଆରେ ସବୁ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା କରିବା ପାଇଁ ସ୍ଥିର କରିଥିଲା, କିନ୍ତୁ ଏହାକୁ ଏବେ ରଦ୍ଦ କରାଯାଇଛି। ଏହି ବୈଠକ ବାତିଲ୍ ହେବା ଦ୍ୱାରା ଚଳିତ ବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଅଧିକ ବଢ଼ିଯାଇଛି। ବୈଠକ ବାତିଲ ହେବା ନେଇ […]
ବେଜିଂ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୬ ହଜାର ପାର ହୋଇଥିବା ବେଳେ ସମଗ୍ର ବିଶ୍ୱରେ କରୋନା ୧୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ବପଦ ବଢ଼ାଇଥିବା ମହାମାରୀ କରୋନା ଭାଇରସ୍କୁ କେମିତି ରୋକିହେବ ସେ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଆଇସିଏମଆର ସର୍ଭେରୁ ଏହି କଥା ଜଣାପଡ଼ିଛି। ଯଦି ଭାରତୀୟମାନେ ଗୋଟିଏ କାମକୁ ଭଲ ଭାବେ କରିପାରିବେ, ତା’ହେଲେ କରୋନା ସଂକ୍ରମଣର ଆଶଙ୍କା ପାଖାପାଖି ୬୨% ହ୍ରାସ ପାଇଯିବ। ଆଉ ଏହି କାମଟି ହେଉଛି ସାମାଜିକ ଦୂରତ୍ୱ ବା ସୋସିଆଲ ଡିସଷ୍ଟାସିଂ। ଆଇସିଏମଆରର ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଆଇସିଏମଆର ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ […]
ରୋମ: ଇଟାଲୀରେ ମହାମାରୀ କରୋନା ମଣିଷ ସମାଜକୁ ନଷ୍ଟ କରିଦେବା ଦିଗରେ ବ୍ୟାପିଲାଣି। ଏହି ପ୍ରାଣଘାତି ଭାଇରସ୍ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚିଛି। ଚାଇନା ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତଥାପି ରବିବାର ଅପେକ୍ଷା ସୋମବାର ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ […]
ନୂଆଦିଲ୍ଲୀ: କରୋନା ଭାଇରସ କଟକଣାକୁ ନେଇ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ହୋମ୍ ଆଇସୋଲେସନ୍ରେ ରହୁଛନ୍ତି। ଘରେ ରହି କିଏ ରୋଷେଇ କରୁଚି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖାଯାଇଥାଏ। ନିକଟରେ କ୍ୟାଟ୍ରିନା କୈଫ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଘରେ ରହି ଥାଳି ଧୋଇଥିବାର ନଜର ଆସିଛନ୍ତି। ଏହି ଭିଡିଓଟିକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ବାସନ […]
ମୁମ୍ବାଇ: ପୁଣି ଜଣେ କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ନିକଟରେ ବ୍ୟକ୍ତି ଜଣକ ୟୁନାଇଟେଡ୍ ଆରବ୍ ଏମିରେଟ୍ସରୁ ଅହମଦାବାଦ ଫେରିଥିଲେ। ପରେ ତାଙ୍କଠାରେ ଜ୍ୱର, କାଶ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୋମବାର ତାଙ୍କର ମୃତ୍ୟ ଉହୋଇଥିବା ମୁମ୍ବାଇର ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କୋରପୋରେସନ୍(ବିଏମ୍ସି) ସୂଚନା ଦେଇଛି। ତେବେ ମୃତ କରୋନା ରୋଗୀଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ଥିଲା। […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ମହାଙ୍ଗା ମାଡ଼ ଚିନ୍ତାର କାରଣ ହୋଇଛି। କରୋନା ଜନିତ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରେ। ବିଜେପି ନେତ୍ୱତ୍ୱାଧୀନ ଏନ୍ଡିଏ ସରକାର ଫାଇନାନ୍ସ ବିଲ୍ରେ ଆଣିଥିବା ପରିବର୍ତ୍ତନ ଅନୁଯାୟୀ ଉଭୟ […]
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍ ହୋଇପାରେ କୋଭିଡ୍-୧୯ ବା କରୋନା ଚିକତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍ରେ ଅଛନ୍ତି, ତାହାଲେ ମଧ୍ୟ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାମନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆ ମାଧ୍ୟମରେ ନିୟମିତ ସଚେତନତା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଭୟଭୀତ ନ ହେବାକ ମଧ୍ୟ ବାରମ୍ବାର ନିବେଦନ କରୁଛନ୍ତି। ଏଥିସହିତ ଦେଶରେ ଜାରି ହୋଇଥିବା […]
ନୂଆଦିଲ୍ଲୀ:ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚାନ। ଏଇ ଗୁରୁବାର ନିର୍ବଚନ ହେବାର ଥିଲା। କରୋନା ମୁକାବିଲା ପାଇଁ ଦେଶର ରାଜଦାନୀ ସମେତ ସବୁ ରାଜ୍ୟରେ ଲକ୍ ଢାଉନ୍ ବା ତାଲାବନ୍ଦ କରାଯାଇଥିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୩୧ ପରେ ନିର୍ବାଚନ କମିଶନ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଏ ନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, “ଜନସ୍ୱାସ୍ଥ୍ୟ ସ୍ଥିତି ବର୍ତ୍ତମାନ […]
ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ। ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବେ ତାହା ଉଲ୍ଲେଖ ରହିବ। ଲଗାଯାଇଥିବା ଷ୍ଟିକରରେ କ୍ୱାରେଣ୍ଟାଇନ୍ରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଘରେ ରହୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ବିବରଣୀ ରହିବ। ବ୍ୟକ୍ତି […]
ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କୁ ନେଇ ସୁପ୍ରିମକୋର୍ଟରେ ଥିବା ଓକିଲମାନଙ୍କ ଚ୍ୟାମ୍ୱର ସିଲ୍ ହେବ। ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମାଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଧାନ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ମାମଲାର କିନ୍ତୁ ଶୁଣାଣି ହେବ। ପ୍ରଧାନ ବିଚାରପତି କହିଛନ୍ତି, ‘ଗହଳି କମାଇବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ମାମଲା ଗୁଡ଼ିକ ଜରୁରୀ ରହିଥିବ ସେହି ମାମଲା […]
ନୂଆଦିଲ୍ଲୀ: କରୋନା କବଳରେ ବିଶ୍ୱର ୧୯୦ରୁ ଅଧିକ ଦେଶ। ଏବେ ୨ ଲକ୍ଷ ୨୩ ହଜାର ୭୭୪ ଜଣ କରୋନାରେ ଆକ୍ରାନ୍ତ। ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି । କିନ୍ତୁ କରୋନାରୁ ଏବେ ସୁଦ୍ଧା ୯୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଚୀନରୁ ଆରମ୍ଭ ହୋଇ ଏହା ୟୁରୋପ ମହାଦେଶରେ ବ୍ୟାପକ ଭାବେ ବ୍ୟାପିଛି। ଇଟାଲୀରେ ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ଗତକାଲି ଇଟାଲୀରେ ୬୫୧ ଜଣଙ୍କ […]
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଗତକାଲି ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଟ୍ରେନ୍ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କାଲି ସାରା ଦେଶରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ। ଏଥସହିତ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି। ଗତକାଲି ‘ଜନତା କର୍ଫ୍ୟୁ’କୁ ସାରା ରାଜ୍ୟ ମାନିଥିଲା। ରାସ୍ତା ଘାଟ ଥିଲ ଶୁନ୍ଶାନ୍। କାଁଭାଁ ଗାଡ଼ି ଚଳାଚଳ […]
ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଅତ୍ୟାବଶକୀୟ ସେବାକୁ ଛାଡ଼ି ଦିଲ୍ଲୀର ସମସ୍ତ ସୀମା ସିଲ୍ ହେବ। ଜୁରୁରୀକାଳୀନ ସେବା ବ୍ୟତିତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଆଜି ଘୋଷଣା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ କେଜ୍ରିୱାଲ୍। ପରେ ଯଦି ସରକାର କୌଣସି ସେବାକୁ ଜରୁରୀ ବୋଲି ଭାବନ୍ତି ତେବା ଏହା ପରେ ଚାଲୁ […]
ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଦେଶର ୭୫ଟି ଜିଲ୍ଲାରେ ଲକ୍ଡାଉନ୍ ଲାଗୁ ହେବ। ଏହି ସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। କରୋନା ଆକ୍ରାନ୍ତଙ୍କୁ ଆଖି ଆଗରେ ରଖି ଏହି ସବୁ ଜିଲ୍ଲାଙ୍କୁ ଚିହ୍ନଟ କରାଯାଇଛି। ସାରା ଦେଶରେ ଏଭଳି ୭୫ଟି ଜିଲ୍ଲା ଚିହ୍ନଟ କରାଯାଇଛି। ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ ଯାଏ ରହିବ। କ୍ୟାବିନେଟ୍ ସଚିବ ରାଜୀବ ଗୌବା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସଚିବ ପିକେ ମିଶ୍ର ଏକ […]
ଆମେରିକା: ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ। ଭାରତରେ ଜନତା କର୍ଫ୍ୟୁ ଆମେରିକାକୁ ମଧ୍ୟ ବଡ ଶିକ୍ଷା ଦେଇଛି। ଏବେ ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଅଧିକରୁ ଅଧିକ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି। ହ୍ୱାଇଟ ହାଉସ୍ ଟୁଇଟ୍ କରିଛନ୍ତି ଯେ ଘରେ ରୁହନ୍ତୁ ଏବଂ ନିଜ ସୁରକ୍ଷିତ ରୁହନ୍ତୁ। ବର୍ତ୍ତମାନର ସମୟ ହେଉଛି ରାଷ୍ଟ୍ର ପାଇଁ ତ୍ୟାଗର ସମୟ, ଏବଂ […]