• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Remdesivir
ବେଲଜିୟମରୁ ୯ ହଜାର ଭାଏଲ ରେମଡେସିଭିର ଆସିଲା ଦିଲ୍ଲୀ..

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ…

lockdown
ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର, ମେ’ ୫ରୁ ୧୯ ପର୍ଯ୍ୟନ୍ତ ଘରେ ରୁହ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ…

coronavirus
ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର…

Capture
ପତ୍ନୀଙ୍କ ଦ୍ୱିତୀୟ ବିବାହ ଖବର ଶୁଣି ଥାନାରେ ପହଞ୍ଚିଲେ ସ୍ୱାମୀ

ଯାଜପୁର: ବିବାହ ପରେ ପାଠ ପଢ଼ିବା ପାଇଁ ବାପ ଘରକୁ ଯାଉଥିଲା ବୋହୂ। କିଛିଦିନ ସବୁକିଛି ଠିକଠାକ ଚାଲିଥିବାବେଳେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ଆଉ ସବୁ ଦିନ ପାଇଁ ବାପ ଘରେ ରହିଗଲା ବୋହୂ। ପୁଣି ଥରେ ଝିଅର…