ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚଗୁଡ଼ିକୁ ୟୁଏଇରେ ଆୟୋଜନ କରିବା ପାଇଁ ବିସିସିଆଇ ଜୋରଦାର ପ୍ରସ୍ତୁତି ଚଳାଇଛି। ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆଇପିଏଲ୍ ୨୦୨୧ ପୁଣି ଥରେ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ଆଇପିଏଲର ଫାଇନାଲ୍…
ନୂଆଦିଲ୍ଲୀ: ସାଧାରଣତଃ ବଡ଼ ବଡ଼ କ୍ରିକେଟର ହୁଅନ୍ତୁ କିମ୍ବା କୌଣସି ବଲିଉଡ୍ ଷ୍ଟାର, ସମସ୍ତଙ୍କର କିଛି ନା କିଛି ସୌକ ରହିଥାଏ । ସୌକିନ୍ ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । କିଛି ସେଲିବ୍ରିଟି ମାନଙ୍କୁ ବଡ଼ ବଡ଼…
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରୋହିତ ଶର୍ମାଙ୍କୁ ଟି -୨୦ ଏବଂ ଦିନିକିଆ ଫର୍ମାଟର ଅଧିନାୟକ କରିବା ନେଇ ଚର୍ଚ୍ଚା ଚାଲିଛି । ଯଦିଓ ଏହା ଏପର୍ଯ୍ୟନ୍ତ ହୋଇନାହିଁ । ଏବେ ପୁଣି ଥରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି…
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ (ପିଏନବି ସ୍କାମ) ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇସାରିଛି । ଏହା ଆମେ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ମେହୁଲ ଚୋକସିଙ୍କୁ…
କ୍ୱାଲାଲାମପୁର: ମାଲେସିଆର ବୈଜ୍ଞାନିକମାନେ ଏକ ନୂତନ କରୋନା ଭାଇରସ୍ ଚିହ୍ନଟ କରିଛନ୍ତି । କୁହାଯାଉଛି ଯେ, ଏହି ନୂଆ ଭାଇରସ୍ କୁକୁର ମାନଙ୍କଠାରୁ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ବହୁ ବର୍ଷ ପୂର୍ବେ ଏହି ରୋଗରେ କିଛି ଲୋକ…
କାଲିଫର୍ନିଆ: ଅଚାନକ ଫୁଟିଲା ଗୁଳି । ଚାରିଆଡ଼ ହୋଇଗଲା ଧୁଆଁମୟ । କିଏ କୁଆଡ଼େ ଦୌଡ଼ିବେ ବାଟ ପାଇଲେ ନାହିଁ । ସମସ୍ତେ ହତବାକ୍ । କ’ଣ ଏମିତି ଘଟିଲା ? କାହା ଛାତିରେ ଗୁଳିବାଜିଛି ତ ଆଉ କାହା ଗୋଡ଼ରେ…
କରୋନା ସାଇଡ୍ ଇଫେକ୍ଟ: ସୁସ୍ଥ ହେବା ପରେ ଯୁବକଙ୍କଠାରେ ଦେଖା ଦେଉଛି ନୂଆ ସମସ୍ୟା !
ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ । ନିଜ ତରଫରୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି…
ଭୁବନେଶ୍ୱ: ରାଜ୍ୟରେ ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କିଭଳି ପରିଚାଳନା କରି ହେବ ସେଥିପାଇଁ ଏହି ଟାସକ ଫୋର୍ସ ଗଠନ କରାଯାଇଛି । ଏଥିରେ…
ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ୍ ସଂକ୍ରମଣ ସ୍ଥିତି । ଓଡ଼ିଶାରେ ସଂକ୍ରମଣ ମେ’ ୧୩ ତାରିଖରେ ସର୍ବାଧିକ ଥିଲା । ତାପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧…
ନୂଆଦିଲ୍ଲୀ: ଛୋଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି ଦିଗରେ ତତ୍ପରତା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ଟ୍ରାଏଲ କରାଯିବ । ଆସନ୍ତା ୧୦ରୁ ୧୨ ଦିନ ଭିତରେ ୨ରୁ ୧୮ ବର୍ଷର…
ନୂଆଦିଲ୍ଲୀ: କରୋନା କବଳରେ ଡାକ୍ତର । ଦ୍ୱିତୀୟ ଲହର ସଂକ୍ରମଣ ଆରମ୍ଭରୁ ଏଯାଏଁ ଆଖି ବୁଜିଲେଣି ୨୬୯ ଡାକ୍ତର । ଦ୍ୱିତୀୟ ଲହରରେ ମହାମାରୀ କ୍ଷୀପ୍ର ଗତିରେ ବ୍ୟାପୁଥିବା ଏବଂ ଏହା ଅଧିକ ଘାତକ ହେଉଥିବାରୁ ଏତେ ସଂଖ୍ୟକ ଡାକ୍ତରଙ୍କୁ ହରାଇବାକୁ…
ନୂଆଦିଲ୍ଲୀ: ଭାରତ ପରେ ସିଙ୍ଗାପୁରକୁ ଡରାଇଲା କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ, ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ…
ସହର ଅପେକ୍ଷା ଏବେ ଗାଁରେ ଅଧିକ ବ୍ୟାପୁଛି କରୋନା । ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ…
ଭୁବନେଶ୍ୱର: ରାଜଧାନୀରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ…
ଭୁବନେଶ୍ୱର: ଆସୁଛି ଲଘୁଚାପ । ପ୍ରବଳ ବର୍ଷିବ ! ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ…
ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍ ମୃତକଙ୍କ ପରିବାର ଲାଗି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ଖାଲି ସେତିକି ନୁହେଁ ଏହି ସହାୟତା…
ମୁମ୍ବାଇ: ସମୁଦ୍ର ଭିତରେ ତାଉତେର ତାଣ୍ଡବ ଚାଲିଥିବା ବେଳେ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି । ତାଉତେର କରାଳ ରୂପ ଭିତରେ ଗଭୀର ସମୁଦ୍ରରେ ଏହି ବ୍ୟକ୍ତିମାନେ ଫସି ରହିଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।…
ନୂଆଦିଲ୍ଳୀ: କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ…