• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nabin
ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିବେ। ପ୍ରଥମେ ନୂଆପଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ। ଏହାପରେ ନବୀନ କଳାହାଣ୍ଡି...

firing
ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ତାଳଚୁଆ ପଥରମୁଣ୍ଡିଆ ପାହାଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଏଥିସହ ପଥରଫଟା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ହିଟାଚି ମେସିନକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ତେବେ କେଉଁ କାରଣରୁ ଗୁଳିମାଡ଼ ହୋଇଛି ସେ ନେଇ ସ୍ପଷ୍ଟ...

water
ପାଣି ପାଇଁ ଆନ୍ଦୋଳନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଖରା ଆରମ୍ଭରୁ ପାଣି ପାଇଁ ତେଜିଲା ଆନ୍ଦୋଳନ। ପିଇବା ପାଣି ପାଇଁ କଳାହାଣ୍ଡି ଜିଲ୍ଲାର ବାନେର ଠାରେ ରାସ୍ତାରୋକ କରିଥିଲେ ମହିଳା। ଗରା, ମାଠିଆ ଧରି ମହିଳାମାନେ ଭୋର ୫ଟାରୁ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଫଳରେ ମୋଟେର-ଜୟପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।...

gggg
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସମୟ ନିକଟତର ହେଉଛି। ଆଉ ଏଭଳି ସମୟରେ ଓଡ଼ିଶାର ବିକାଶ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀର୍ଯ୍ୟକ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦିରେ ବସିଥିଲେ ମଧ୍ୟ ରାଜ୍ୟର...

congress
କଂଗ୍ରେସ ଜାରି କଲା ନିର୍ବାଚନୀ ଭିଡିଓ

ନୂଆଦିଲ୍ଲୀ: ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଥିମ୍ ସଙ୍ଗ୍‌ ଜାରି କରିଛି। ଏଥିରେ ସର୍ବନିମ୍ନ ଆୟ ଯୋଜନା ବା ନ୍ୟାୟଠାରୁ ଆରମ୍ଭ କରି ବିମୁଦ୍ରାକରଣ, ବେରୋଜଗାର, ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚା କରାଯାଇଛି। ଏକ ନୂଆ ହିନ୍ଦୁସ୍ଥାନ ଗଠନ କରିବା ପାଇଁ ରାହୁଲଙ୍କୁ...

modi
ଆଜି ଇସ୍ତାହାର ପ୍ରକାଶ କରିବ ବିଜେପି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ନିଜ ଇସ୍ତାହାର ପ୍ରକାଶ କରିବ। ଏହା ପୂର୍ବରୁ ଗତକାଲି ବିଜେପି ନିଜ ଥିମ୍ ସଙ୍ଗ୍ ରିଲିଜ୍‌ କରିଥିଲା। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍ କରିଥିଲେ। ୧୪ ନିର୍ବାଚନ ପରଠୁ...