• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

election
ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ କଟକଣା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହ ୧୨ଟି ରାଜ୍ୟର ୩୭ଟି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ସମୟରେ ହେବାକୁ ଥିବା ଏକ୍‌ଜିଟ୍ ପୋଲ୍ ଉପରେ ନିର୍ବାଚନ କମିଶନ୍ କଟକଣା ଜାରି କରିଛନ୍ତି। ଜନପ୍ରତିନିଧି ଆଇନ୍‌ ୧୯୫୧ର ଧାରା ୧୨୬ (କ) ଅନୁଯାୟୀ ନିର୍ବାଚନ କମିଶନ ଏହି କଟକଣା ଜାରି...

amit
ଆଜି ପୁରୀରେ ଅମିତ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ ପୁରୀରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅମିତ୍‌ ଶାହ ଅପରାହ୍ନ ୫ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ। ସେ ସିଂହଦ୍ୱାରରୁ ବଳଗଣ୍ଡି ଛକ ଯାଏ ରୋଡ୍ ଶୋ’...

car
ଗଛରେ ପିଟିହେଲା ଟାଟା ମ୍ୟାଜିକ

ବିନିକା(ଦିଲ୍ଲୀପ୍‌ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଏସ୍‌. ରାମପୁରରେ ସଡ଼କ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ବିଶାପାଲି ଛକରେ ଏକ ଟାଟା ମ୍ୟାଜିକ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୧୫ଜଣ ଆହତ...

baijayanta
ନାମାଙ୍କନପତ୍ର ଦାଖଲ କଲେ ବୈଜୟନ୍ତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ଦିନ ୧୦ଟାରେ ସେ ବଉଳ ବିହାରର ହେଲିପ୍ୟାଡ୍‌ରେ...

damodara
ନାମାଙ୍କନପତ୍ର ଦାଖଲ କଲେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ। ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ବାଲିକୁଦା-ଏର୍‌ସମା ଆସନ ପାଇଁ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ନାମାଙ୍କନପତ୍ର ଦାଖଲ...

barsha
ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ରିଲିଜ୍‌ ହେଲା ନୂଆ ଭିଡିଓ ଟିଭିସି

ଭୁବନେଶ୍ୱର: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ନୂଆ ଭିଡିଓ ଟିଭିସି ପ୍ରସ୍ତୁତ ହୋଇଛି। ଗତକାଲି ରାଜଧାନୀର ଏକ ତାରକା ହୋଟେଲରେ ଏହାର ଲୋକାର୍ପଣ କରାଯାଇଛି। ଏହି ବିଜ୍ଞାପନରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପ୍ରତ୍ୟେକ ଉତ୍ସବରେ ନାରୀ ସହିତ ଗହଣାର ସଂପର୍କ ଦେଖିବାକୁ ମିଳିବ।...