ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍. ସିଂଦେଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ‘ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ମଧ୍ୟ ଦେଖିନାହିଁ। ଏଥିପାଇଁ ଓଡ଼ିଶାବାସୀଙ୍କ ନିକଟରେ ବିଜେଡି ସରକାର କ୍ଷମା...
ଭୁବନେଶ୍ୱର : ବିଜେଡି ସରକାର ବିରୋଧରେ ବିଜେପି ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବାର କାର୍ଯ୍ୟକ୍ରମ ରହିଛି। ଜନ ଅଦାଲତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରଙ୍କୁ ପ୍ରଶ୍ନ ପଚାରିବେ। ସ୍ଥାନୀୟ ସାଂସଦ...
ବାରିପଦା: ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବାରିପଦା ସଦର ବ୍ଲକ୍ର ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଗତକାଲି ପିଲାମାନଙ୍କୁ ଚୁଡ଼ା, କଦଳୀ, ଫଳ ଭୋଗ ଦିଆଯାଇଥିଲା। ପିଲାମାନେ ଘରକୁ ଯିବା ପରେ ଜଣେ ପରେ ଜଣେ ଅସୁସ୍ଥ ହେବାରୁ...
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଦ ମୃତ୍ୟୁ ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲାଣି। ଏହି ଘଟଣାରେ ୨୧୫ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୫ ଜଣିଆ SIT କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ଅଞ୍ଚଳରେ...
ଲକ୍ଷ୍ନୌ: ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି। AICC ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲକ୍ଷ୍ନୌରେ ପ୍ରିୟଙ୍କା ରୋଡ୍ ଶୋ’ କରିଛନ୍ତି। ଭାଇ ରାହୁଲ ଗାନ୍ଧି ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋଡ୍ ଶୋ’ ରେ ସାମିଲ ଅଛନ୍ତି।...