• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

m1
ଜଙ୍ଗଲ ଭିତରୁ ମାଓବାଦୀ କ୍ୟାମ୍ପ୍‌ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିଆର୍‌ପିଏଫ୍‌ ୨୧୬ ବାଟାଲିଅନ୍‌କୁ ଏକ ବଡ଼ ଧରଣର ସଫଳତା ମିଳିଛି। କମ୍ବିଂ ଅପରେସନ୍‌ ବେଳେ ଓଡ଼ିଶା- ଛତିଶଗଡ଼ ସୀମାରେ ଥିବା ଧରମବନ୍ଧା ଥାନା ଅଞ୍ଚଳର ନିକଟସ୍ଥ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ମାଓବାଦୀଙ୍କ କ୍ୟାମ୍ପରୁ ୨ଟି ରାଇଫଲ୍‌, ୨ଟି ଗ୍ରେନେଡ୍, ୧୨ଟି ଜିଲୋଟିନ୍,...

s1
କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ

ବାଲେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ସେବାଶ୍ରମର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ କାଳୀଚରଣ ମାରାଣ୍ଡି। ସେବାଶ୍ରମରେ କାର୍ଯ୍ୟ କରୁଥିବା ମାଟ୍ରନ୍‌ ସୁଷମା ସାହୁ, ଦୁଇ ଜଣ ପାଚିକା ବନ୍ଦନା ସିଂ ଓ ପାର୍ବତୀ ସିଂଙ୍କୁ...

rahul-up
‘ପ୍ରଧାନମନ୍ତ୍ରୀ ହେଉଛନ୍ତି ଅନିଲ୍‌ ଅମ୍ବାନିଙ୍କ ମିଡିଲ୍‌ମ୍ୟାନ୍‌’

ନୂଆଦିଲ୍ଲୀ: ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଚୁକ୍ତିର ୧୦ ଦିନ ପୂର୍ବରୁ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ କିଭଳି ଏହା ଜଣା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୀଲ୍‌ ଅମ୍ବାନୀ ଭେଟିଥିବା...

mn2
ନାଗେଶ୍ୱରଙ୍କୁ ନିର୍ଦ୍ଦେଶ: ଦିନ ସାରା କୋର୍ଟରେ ବସିବେ, ଜରିମାନା ଗଣିବେ

ନୂଆନିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌. ନାଗେଶ୍ୱର ରାଓଙ୍କୁ ଲକ୍ଷେ ଟଙ୍କା ଜରିମାନା ହୋଇଛି। ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏହି ଅର୍ଥଦଣ୍ଡ ଦେଇଛନ୍ତି। ଏପରିକି ଲକ୍ଷେ ଟଙ୍କା ଜରିମାନା ସହ ଆଜିର କାର୍ଯ୍ୟ ଶେଷ ପର୍ଯ୍ୟନ୍ତ କୋର୍ଟ ରୁମ୍‌ର ଗୋଟିଏ କୋଣରେ ଦିନ ତମାମ...

r1
ଜମି ଅଡୁଆ: ଜୟପୁର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ଜୟପୁର: ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧିଙ୍କ ଜ୍ୱାଇ ରବର୍ଟ ଭଦ୍ରାଙ୍କୁ ପୁଣି ଜମି ଅଡୁଆ ହୋଇଛି।   ରାଜସ୍ଥାନର ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ୍‌ରେ ରବର୍ଟ ଭଦ୍ରା ଏବଂ ତାଙ୍କ ମାଆ ମୋରିନ୍ ହାଜର ହୋଇଛନ୍ତି। ବିକାନେର ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

s11
ଓଡ଼ିଶା ଫେରିବେନି ରାଜସ୍ଥାନରୁ ଉଦ୍ଧାର ହୋଇଥିବା ନାବାଳିକା

ରାଉରକେଲା: ରାଉରକେଲାରୁ ଚାଲାଣ ହୋଇ ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକାଙ୍କୁ ରାଜ୍ୟକୁ ଫେରାଇ ଆଣିବାରେ ଓଡ଼ିଶା ପୁଲିସ୍‌ ବିଫଳ ହୋଇଛି। ରାଜସ୍ଥାନର ଝୁନ୍‌ଝୁନୁ ଜିଲ୍ଲାରୁ ଉଦ୍ଧାର ହୋଇଥିବା ପୀଡ଼ିତାଙ୍କ ବାପା ନିଜ ଘରକୁ ଫେରିବାକୁ ଲିଖିତ ଭାବେ ମନା କରିଛନ୍ତି। ଏଥିସହ ପ୍ରଶାସନର ଆଇନଗତ ସହାୟତାକୁ ମଧ୍ୟ ଗ୍ରହଣ...