ନୂଆଦିଲ୍ଲୀ: ସାରା ଦେଶ ସହିଦଙ୍କୁ ଶେଷ ସମ୍ମାନ ଜଣାଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ସେମାନଙ୍କ ଜନ୍ମମାଟିରେ ଶେଷ ବିଦାୟ ଦିଆଯାଇଛି। ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସହିଦଙ୍କ ଗାଁରେ ଭିଡ଼ ଦେଖିବାକୁ ମିଳିଥିଲା। ଶୋକାକୂଳ ପରିବେଶ ଭିତରେ ବୀର ପୁଅକୁ...
ଶ୍ରୀନଗର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାରା ଦେଶରେ ବିରୋଧ କରାଯାଇଛି। ଜମ୍ମୁ କଶ୍ମୀର କଠୁୱାରେ ଏବିଭିପି ତରଫରୁ ନାରାବାଜି ଦିଆଯାଇଛି। ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିବା ସହ ଭାରତୀୟ ଜାତୀୟ ପତାକା ହାତରେ ଧରି ବନ୍ଦେ ମାତାରମ୍ ଧ୍ୱନି ଦେଇଥିଲେ। ଏହାସହ ସହିଦ ଯବାନଙ୍କ...
ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଉତ୍ତରପ୍ରଦେଶର ବାରାଣସୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ଚଳାଚଳ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଷ୍ଟେସନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି। ୩୦ ବର୍ଷର ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍ ବଦଳରେ ଏହି ଦ୍ରୁତଗାମୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ...
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସ୍ଥାନ ଭାବେ ପରିଚୟ ପାଇଥିବା ପାକିସ୍ତାନ ପୁଲୱାମା ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିଛି। ବିଶ୍ୱରେ ଯେ କୌଣସି ସ୍ଥାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ସେମାନେ ନିନ୍ଦା କରୁଥିବା କଥା କହିଥିବା ବେଳେ ଭାରତୀୟ ଗଣମାଧ୍ୟମ ଏବଂ ସରକାର ଯେଉଁ ଦାବି କରୁଛନ୍ତି ତାହା ଭିତ୍ତିହୀନ...
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗଣ୍ଡିଶୁଳା ରାସ୍ତାରେ ପୁଲିସ୍ ଏନ୍କାଉଣ୍ଟର୍ କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍ ଆହତ ହୋଇଛି। ଆଜି ସକାଳେ ଇମ୍ରାନ୍ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ଖବର ପାଇ ପୁଲିସ୍ ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରେ ତାକୁ ଅଟକାଇଥିଲା। ଏହି ସମୟରେ ଇମ୍ରାନ...
ବାରିପଦା: ଜମୁ ଓ କଶ୍ମୀର ପୁଲୱାମାରେ ସହିଦ ଯବାନମାନଙ୍କ ପାଇଁ ବାରିପଦାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସହିଦ ଯବାନମାନଙ୍କ ଆତ୍ମାର ସଦ୍ଗତି କାମନା ପାଇଁ ଏବିଭିପିର ଛାତ୍ରଛାତ୍ରୀ ନୀରବ ପ୍ରାର୍ଥନା କରିଛନ୍ତି। ଛାତ୍ରଛାତ୍ରୀମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର...