ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅଛନ୍ତି। ଦୁଇ ମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ କାମାକ୍ଷାନଗର ଯାଇଛନ୍ତି। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରାଯିବ। ସେହିପରି...
ବ୍ରହ୍ମପୁର : ବ୍ରହ୍ମପୁର ହେବ ସବୁଜ ସୁନ୍ଦର। ଏଥିପାଇଁ ବିଏମ୍ସି ପକ୍ଷରୁ ୱାଲ୍ ପେଣ୍ଟିଂ କରାଯାଇଛି। ଏହାସହ ଜନଗହଳି ସ୍ଥାନରେ ଗାର୍ଡେନ ମଧ୍ୟ ଖୋଲାଯାଉଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ମଧ୍ୟ କରାଯାଉଛି। ତେବେ ୱାଲ୍ ପେଣ୍ଟିଂ ଓ ଗାର୍ଡେନ୍ର ରକ୍ଷଣାବେକ୍ଷଣ ଅଭାବରୁ ଧିରେଧିରେ ନଷ୍ଟ ହେଇଯାଉଥିବା...