ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧି ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହା ଦିନିକିଆ ଗସ୍ତ ହେବ। ଏହି ଗସ୍ତ କାଳରେ ରାହୁଲ କୋରାପୁଟର ଜୟପୁର ଓ ବରଗଡ଼ରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସମୟର...
ଭୁବନେଶ୍ୱର : ଆଜି ରାଜଧାନୀରେ ଗର୍ଜିବ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ସରକାର ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସତ୍ୟାଗ୍ରହ କରାଯିବ ବୋଲି କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହାକ ଜୟନ୍ତ ଦାସ କହିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ...
ଡେରାଡୁନ୍ : ଦେଶ ମାତୃକାର ସେବା କରୁ କରୁ ଡେରାଡୁନ୍ର ମେଜର ଚିତ୍ରେଶ ସିଂହ ବିଷ୍ଟ ସହିଦ ହୋଇଛନ୍ତି। ଆଜି ସକାଳେ ତାଙ୍କ ପୈତୃକ ବାସଭବନରେ ମେଜରଙ୍କୁ ଶେଷ ଦର୍ଶନ କରିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଲାଗିଥିଲା। ସହିଦଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ...
ଢେଙ୍କାନାଳ: ଆଜିଠୁ ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା...
କେନ୍ଦୁଝର: ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ବିଜଗୋଠ ବୈତରଣୀ ନଦୀ ପୋଲ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ ଡାଙ୍ଗୁଆ। ମନୋଜଙ୍କ ଘର ବିଜାଗୋଠ ବୋଲି ଜଣାପଡ଼ିଛି। ସେ ବାଂଶପାଳରୁ ବାଇକ୍ରେ...
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ଚିଟ୍ଫଣ୍ଡ ଜମାକାରୀ ମହା ସତ୍ୟାଗ୍ରହ କରିବେ। ଏନେଇ ଜମାକାରୀ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜମାକାରୀ ଭୁବନେଶ୍ୱରରେ ପହଞ୍ଚୁଥିବା ସେ ସୂଚନା ଦେଇଛନ୍ତି। ତେବେ ଏଥର ସତ୍ୟାଗ୍ରହରେ ମହିଳା ଜମାକାରୀଙ୍କ ସଂଖ୍ୟା ଅଧିକ...
ଭୁବନେଶ୍ୱର: ପୁଣି ଥରେ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍ ଚଢ଼ାଉ କରିଛି। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିଶାସନରେ ଥିବା ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍ ଚଢ଼ାଉ କରିଛି। ଯୁବତୀଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ସୁର ବାବାଙ୍କୁ ପୁଲିସ୍ ପଚରାଉଚରା କରିଥିବା ଜଣାପଡ଼ିଛି। ପୂଜାର୍ଚ୍ଚନା ନାଁରେ...