• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

a1
ମା’ କୋଳକୁ ଫେରିଲା ବୀର ପୁଅ

ନୂଆଦିଲ୍ଲୀ: ମା’ କୋଳକୁ ଫେରିଲା ବୀର ପୁଅ ଅଭିନନ୍ଦନ ବର୍ତ୍ତମାନ। ଦୀର୍ଘ ୩ ଦିନ ଧରି ଶତ୍ରୁ ଗଡ଼ରେ ଫସି ରହିବା ପରେ ଗତାକଲି ଠିକ୍ ରାତି ୯ଟା ୨୦ ମିନିଟ୍‌ରେ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଭାରତ ମାଟିରେ ପାଦ ଦେଇଥିଲେ। ୱାଘା ଓ ଅଟ୍ଟାରୀ...

cbse
ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା। ଦେଶର ପ୍ରାୟ ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ଓଡ଼ିଶାରୁ ପ୍ରାୟ...

n11
‘ଭାରତ ଏକ ହୋଇ ଲଢ଼ିବ, ଜିତିବ ମଧ୍ୟ’

ନୂଆଦିଲ୍ଲୀ: ‘ଶତ୍ରୁ ଆମକୁ ବିଭେଦ କରିବାକୁ ଚେଷ୍ଟା କରୁଛି। ଆମ ଉପରେ ଆତଙ୍କବାଦୀ ଆକ୍ରମଣ କରୁଛି। ଭାରତ ଏବେ ବିକାଶ ପଥରେ ବଢ଼ିବାରେ ଲାଗିଛି। ତେଣୁ ଶତ୍ରୁ ଏହି ବିକାଶ ଧାରାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହି ଶତ୍ରୁ ବିରୋଧରେ ଲଢିବା ଲାଗି ସାରା ଦେଶ...

e6
ସୌଭାଗ୍ୟ ଯୋଜନା ଏବେ ଦୁର୍ଭାଗ୍ୟ ଯୋଜନା

ସୁବର୍ଣ୍ଣପୁର/ ମୟୂରଭଞ୍ଜ(ଦିଲ୍ଲୀପ କୁମାର ସାହୁ/ରାଜେଶ କୁମାର ଶର୍ମା): ଘରେ ଘରେ ପହଞ୍ଚିବ ବିଦ୍ୟୁତ୍‌ ସେବା। କେହିବି ଅନ୍ଧାରରେ ରହିବେନି। ଏଇ ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା। ହେଲେ ସୌଭାଗ୍ୟ ଯୋଜନା ସୁବର୍ଣ୍ଣପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦୁର୍ଭାଗ୍ୟ ଯୋଜନା ପାଲଟିଥିବା ଅଭିଯୋଗ ହୋଇଛି। ଉଭୟ...

a11
ଗାଡ଼ି ଧକ୍କାରେ ଗଲା ଜୀବନ

ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ପୁଲେଶ୍ୱର ଗାଁର ଜିତେନ୍ଦ୍ର ଖୁରା। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ...

s11
ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ପୁଲ୍‌ୱାମା ହମ୍‌ଲା ଓ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଲାକୋଟ୍‌ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଶାନ୍ତି ଆଲୋଚନା କଥା କହୁଛି। ଯୁଦ୍ଧ ସମାଧାନ ନୁହେଁ, ଆଲୋଚନା ହେଉ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବାରମ୍ବାର କହୁଛନ୍ତି। କିନ୍ତୁ...

b5
ନୀଳଗିରିରେ ବଢ଼ିଚାଲିଛି ଭାଲୁ ମୃତ୍ୟୁ ସଂଖ୍ୟା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ମୃତ୍ୟୁ ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ କେବଳ ନୀଳଗିରିରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଏକ ଭାଲୁ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ,...

d1
୬ ଲେନ୍‌ ଜାତୀୟ ରାଜପଥ ପାଇଁ ଭୂମିପୂଜନ

ଭୁବନେଶ୍ୱର: ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ କରିଛନ୍ତି। ‘ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱର ରାସ୍ତା ୬ ଲେନ୍ ବିଶିଷ୍ଟ ହେବ । ଭୁବନେଶ୍ୱର ଖଣ୍ଡଗିରିରେ ଆଜି ଏହି ସବୁ ପ୍ରକଳ୍ପର ଭୂମିପୂଜନ କରାଯାଇଛି। ସେହିପରି ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭୂତଳ ବ୍ରିଜ୍...

a1
ଧାନ କିଣା ଲାଗି ବିଳମ୍ବରେ ମିଳୁଛି ଟୋକନ୍‌

ମୟୂରଭଞ୍ଜ: ଧାନ କିଣା ବେଳେ ଟୋକନ୍‌ ପ୍ରଦାନରେ ଅନିୟମିତତା ଏବଂ ବିଳମ୍ବକୁ ନେଇ ତାତିଛନ୍ତି ଚାଷୀ।  ଉତ୍ତ୍ୟକ୍ତ ଚାଷୀ ମୟୂରଭଞ୍ଜ ଜିଲା ଉଦଳା  ବ୍ଲକ ଖଲାଡ଼ି ଲ୍ୟାମ୍ପସ୍‌ରେ ତାଲା ପକାଇଛନ୍ତି। ସେମାନେ ଲ୍ୟାମ୍ପସ୍‌ରେ ତାଲା ପକାଇବା ସହ ଏମ୍‌ଡି ଓ ଏଆରସିଏସ୍‌ଙ୍କୁ ଘେରିଥିଲେ । ଚାଷୀମାନଙ୍କ କହିବା ଅନୁଯାୟୀ,...

lightning
ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

students
ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ୧୩ କି.ମି. ଚାଲିଲେ ଛାତ୍ର

ବାରିପଦା(ମାଣିକଲାଲ୍‌ ପାଣି): ସ୍କୁଲ୍‌ ହଷ୍ଟେଲ୍‌ର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଚାଲି ଚାଲି ଗଲେ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲରେ ଥିବା ଆଦିବାସୀ ହଷ୍ଟେଲ୍‌ର ୧୭ଜଣ ଛାତ୍ର ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।...

OUAT-SN-Pasupalak
ସଙ୍ଗୀନ ଅଭିଯୋଗ ଆଣିଲେ ଓୟୁଏଟି କୁଳପତି

ଭୁବନେଶ୍ୱର(ଜଗଦୀଶ ଦାସ): ଅବସରର ମାସକ ପୂର୍ବରୁ ଛୁଟିରେ ପଠାଯିବା ପ୍ରସଙ୍ଗ ନେଇ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଦୋଷ ଦେବା ସହ ଅଭିସନ୍ଧି ରଖି ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କୁଳାଧିପତିଙ୍କୁ ଅବଗତ କରିଥିଲେ ବି କିଛି...

k1
ଦଳିତ ଛାତ୍ରଙ୍କ ହତ୍ୟାକାରୀକୁ ଗିରଫ କରାନଗଲେ ୨ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ୱର(ବଳରାମ ମହାନ୍ତି): ନୟାଗଡ଼ ଜିଲ୍ଲା  ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି। ଯଦି ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଯାଏ ତେବେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ...