• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

q1
ଆଜି ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଅନ୍ୟପଟେ ଉତ୍କଳ ଦିବସ ପାଇଁ ଗତକାଲି ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଥିଲା। ସବୁଠି ଉତ୍ସାହ, ସବୁଠି ଉତ୍ସବମୁଖର ପରିବେଶ। ବିଭିନ୍ନ ଆଲୋକମାଳାରେ ଝଟକୁଛି ରାଜଧାନୀର ବିଭିନ୍ନ ବିଲ୍ଡିଂ। ସଚିବାଳୟ,...

a1
କଟକ ବିଗ୍‌ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: କଟକ ବିଗ୍‌ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଦରଘାବଜାରରେ ଥିବା ବିଗ୍ ବଜାରରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ଯାଇଛି। ୩ଟି ଦମକଳ ଗାଡ଼ି ପହଞ୍ଚି ୪ରୁ ୫ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ବିଗବଜାରର ଚତୁର୍ଥ ମହଲାରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି...

c11
କଂଗ୍ରେସରେ ଛିଣ୍ଡୁନି ଟିକେଟ ଅଙ୍କ

ଭୁବନେଶ୍ୱର: କଂଗ୍ରେସରେ ଛିଣ୍ଡୁନି ଟିକେଟ ଅଙ୍କ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ଥିବା ୩ ଲୋକସଭା ଓ ୨୭ ବିଧାନସଭା ଆସନରେ କାହାକୁ ଟିକେଟ ମିଳିବ, ତାକୁ ନେଇ ଦଳ ଅଡୁଆରେ ରହିଛି। କିଛି ପ୍ରାର୍ଥୀଙ୍କୁ ଭିତିରିଆ ଭାବରେ ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ...

q2
ରଙ୍ଗ ନୁହେଁ, ଡିବିରି ନିଆଁର ଧୂଆଁରୁ ପ୍ରସ୍ତୁତ ହେଉଛି ଚିତ୍ର

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ): ଭିନ୍ନ ଭିନ୍ନ ଶୈଳୀରେ କାନ୍‌ଭାସ୍‌ ଉପରେ ଚିତ୍ରକର ମାନେ ଏକ୍ସପେରିମେଣ୍ଟ  କରିଥାନ୍ତି। ଏମିତି ଜଣେ ଚିତ୍ରକର ଅଛନ୍ତି ଯିଏ ଡିବିରି ନିଆଁରୁ ବାହାରୁଥିବା ଧୂଆଁ ରୁ ଚିତ୍ର କରୁଛନ୍ତି। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ତାଙ୍କର ଏହି ଧୂଆଁର ଚିତ୍ର ଶୈଳୀ ବା...

c1
ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୁଲିସ୍‌ର ଆଡଭାଇଜରି

ଭୁବନେଶ୍ୱର: ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୁଲିସ୍‌ ଆଡ୍‌ଭାଇଜରି ଜାରି କରିଛି। ଏହା ସହିତ ରଙ୍ଗ ନାଁରେ କେମିକାଲ୍‌ ବିକ୍ରିକୁ ନେଇ ଜୋର୍‌ଦାର୍‌ ଚଢ଼ଉ କରାଯିବ କୁହାଯାଇଛି। ବଜାରରେ ମିଳୁଥିବା ରଙ୍ଗ ଅପମିଶ୍ରିତ ନା ନାହିଁ ତାର ଯାଞ୍ଚ ପାଇଁ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡକୁ ସ୍କାଡ୍‌ ଦେବା ପାଇଁ...

a1
ସାରା ଦେଶରେ ହୋଲିକା ଦହନ ଉତ୍ସବ ପାଳିତ

ନୂଆଦିଲ୍ଲୀ: ହୋଲିକା ଦହନ ସହ ସାରା ଦେଶରେ ଗତକାଲିଠାରୁ ଆରମ୍ଭ ହୋଇଛି ରଙ୍ଗର ପାରମ୍ପରିକ ପର୍ବ ହୋଲି। ବିଭିନ୍ନ ସ୍ଥାନରେ ହୋଲିକାର ପୂଜା ସହ ପରଷ୍ପରକୁ ରଙ୍ଗ ବୋଳି ହୋଲି ଖେଳିଥିଲେ। ପଂଜାବ ଅମୃତସରରେ ବିଏସ୍ଏଫ୍ କ୍ୟାମ୍ପରେ ମଧ୍ୟ ଯବାନମାନେ ହୋଲିକା ଦହନ ପର୍ବ ପାଳନ କରିଥିଲେ। ରାତିରେ...

d2
ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା କଳା

ପୁରୀ(ମଧୁସୂଦନ ମିଶ୍ର): ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ନିର୍ମାଣ କରି ଭାରତବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଦୋଳପୂର୍ଣ୍ଣିମା ଅବସରରେ ଭଗବାନ ଦୋଳଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ଭକ୍ତଙ୍କ ସହ ରଙ୍ଗ...

1
ଆଜି ଦୋଳ ପୂର୍ଣ୍ଣିମା

ପୁରୀ(ମଧୁସୂଦନ ମିଶ୍ର): ଆଜି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳ ଉତ୍ସବରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ୱାର ଫିଟା, ମହାପ୍ରଭୁଙ୍କ ମଙ୍ଗଳ ଆରତି...

c1
କଟକ ଚୌଦ୍ୱାର ଜେଲ୍‌ରେ କମିଶନରେଟ୍ ପୁଲିସ୍‌ର ଚଢ଼ଉ

ଚୌଦ୍ୱାର(ପ୍ରକାଶ ନାୟକ): କଟକର ଚୌଦ୍ୱାର ଜେଲ୍‌ରେ କମିଶନରେଟ୍ ପୁଲିସ୍‌ ଚଢ଼ଉ କରିଛି। କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଜେଲ୍‌ରେ ଅଚାନକ ଚଢ଼ଉ କରିଛି। ୬ ଆଇଆଇସି ଏବଂ ୬ ପ୍ଲାଟୁନ୍ ପୁଲିସ୍‌ ଏହି ଚଢ଼ଉରେ ସାମିଲ୍ ହୋଇଛନ୍ତି। ଗତ କିଛି ଦିନ ତଳେ...

n1
୧୬ ଫୁଟ୍‌ ଲମ୍ବର ଅହିରାଜ ସାପ ଉଦ୍ଧାର

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱରରୁ ୧୬ ଫୁଟ୍‌ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଢ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସାପଟି ଆହତ ହୋଇ ଛଟପଟ ହେଉଥିବା ଗ୍ରାମବସୀ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ଖବର...

q5
ହସ୍ପିଟାଲ୍‌ କ୍ୟାମ୍ପସ୍‌ରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ସୁନହଟ ହସ୍ପିଟାଲ୍‌ ପରିସରରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ହସ୍ପିଟାଲ୍‌ରେ ଉତ୍ତେଜନା ଦେଖାଦେଇଛି। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସୁନହଟରେ ଉତ୍ୟକ୍ତ ଲୋକେ...

z2
ବରଯାତ୍ରୀ ବସ୍ ଜଳି ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର(ପ୍ରଣୟ ପାଣି): ବରଯାତ୍ରୀ ବସ୍ ଜଳି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସାନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କନ୍ୟା ଘରୁ ଫେରିଥିଲା। ତେବେ ଫେରିବା ପରେ ବରଘର ନିକଟରେ ବସ୍‌ଟି...

w2
ହାତିବାରୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

କୋରାପୁଟ: କୋରାପୁଟ ନନ୍ଦପୁର ଥାନା ହାତିବାରୀ ଜଙ୍ଗଲରେ ଗୁଳିବିନିମୟ ହୋଇଛି। ବିଳମ୍ବିତ ରାତି ଯାଏ ଡିଭିଏଫ୍, ଏସ୍ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଯବାନଙ୍କ ପାଲଟା ଜବାବ୍‌ରେ ବହୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏଥିରେ ମାଓବାଦୀ କିମ୍ବା ଯବାନଙ୍କ ପକ୍ଷରୁ କେହି ମୃତାହତ ହୋଇଥିବାର...