• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

chicken latpat in odia
ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌ | How to Prepare Chicken Latpat

ଚିକେନ୍‌ ସମସ୍ତଙ୍କର ପ୍ରିୟ ଖାଦ୍ୟ। ସବୁବେଳେ ଆମେ ବିଭିନ୍ନ ପ୍ରକାର ମସଲା ପକାଇ ଚିକେନ୍‌ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। କିନ୍ତୁ ‘ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌’ ନାଁ ଆପଣ କେବେ ଶୁଣିଛନ୍ତି କି? ଏଥିରେ ପଡ଼ୁଥିବା ରସୁଣ କୋଲା ପାଇଁ ହିଁ ଏହି ଆଇଟମ୍‌ ଅନ୍ୟ...

aa
ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଭବାନୀପାଟଣା/ଢେଙ୍କାନାଳ: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରତନପୁର ଛକରେ ଟ୍ରକ୍‌କୁ କାର୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ବାଇକ୍‌କୁ ହାଇୱା ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି...

k
ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ବାନ୍ଦିପୁର: କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ଯାଇଛି। ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବା...

a1
ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମ୍‌ଲା ଜଙ୍ଗଲରେ ଏନ୍‌କାଉଣ୍ଟର୍‌। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  ମାଓବାଦୀମାନେ ସକ୍ରିୟ ଥିବା ଖବର ପାଇ ଝାଡ଼ଖଣ୍ଡ ପୁଲିସ୍‌ ଓ ୨୦୯ କୋବ୍ରା...

benefits of aloe vera juice
ନିଜକୁ ସୁସ୍ଥ ଏବଂ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଆଲୋବେରା ଜୁସ୍

ଘିକୁଆଁରି ଜୁସ୍ ଉପକାରିତା: Aloe vera Juice ରେ ଅନେକ ପ୍ରକାର ପ୍ରୋଟିନ୍‌ ଏବଂ ଭିଟାମିନ୍‌ ରହିଥାଏ। ଯଦିଓ ଏହି ଜୁସ୍‌ ପାଟିକୁ ଭଲ ଲାଗିନଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ। ଆପଣ ଏହା ଜାଣି ନ ଥିବେ ଯେ, ଆଲୋବେରା ଜୁସ୍‌...

t1
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଜୋର୍‌ଦାର୍‌ ଅଭ୍ୟାସ କରିଛନ୍ତି। ସିରିଜର ଦ୍ୱିତୀୟ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ। ଏହାସହ ଉଭୟ ଦଳ ମଧ୍ୟରେ ୫ଟି...

1
୮ ମାସ ହେଲା ଉତ୍ପାଦନ ବନ୍ଦ, ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା

ନବରଙ୍ଗପୁର: ୮ ମାସ ହେଲା ଉତ୍ପାଦନ ବନ୍ଦ,  ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍‌ ଟିମ୍ବର କମ୍ପାନୀରେ ଏଭଳି ସମସ୍ୟା ଦେଖା ଦେଇଛି।  ଏହି କମ୍ପାନୀ ଦୀର୍ଘ ୩୨ ବର୍ଷ ହେଲା ସୁରୁଖୁରୁରେ ଚାଲିଥିଲା ବେଳେ ଗତ ୮ ମାସ...