• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

b1
ଡିଜେ ଗାଡ଼ି ଓଲଟି ଜଣେ ମୃତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଓଲଟିଲା ଡିଜେ ଗାଡ଼ି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଚାରିଛକ-କୁଶଙ୍ଗ ରାସ୍ତାରେ ବିଳମ୍ବିତ ରାତିରେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଉପରକଟା ଗ୍ରାମର ସୁନୀଲ...

q1
ନିର୍ବାଚନ ପରେ ନେତା ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ

ବ୍ରହ୍ମପୁର(ଆଲୋକ ଗୌଡ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରାର୍ଥୀମାନେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିବା ପରେ ସେମାନେ ନାଁ ପ୍ରତିଶ୍ରୁତି ପାଳନ କରୁଛନ୍ତି ନା ଲୋକଙ୍କ ଦୁଃଖ ବୁଝୁଛନ୍ତି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍‌ ପାଣ୍ଡିରିପଡ଼ା ପଞ୍ଚାୟତର ଅନେକ ଗ୍ରାମବାସୀ ପାନୀୟ ଜଳ ଠାରୁ...

a2
ଘରେ ଜଳୁନି ଆଲୁଅ ହେଲେ ମାସକୁ ମାସ ଆସୁଛି ବିଲ୍‌

ବାରିପଦା(ମାଣିକଲାଲ୍‌ ପାଣି): ଗାଁ ଗାଁକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ପୂରା ହେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ରାଜ୍ୟରେ ଏମତି ଅନେକ ଗାଁ ଅଛି ଯେଉଁଠାରେ ବିଜୁଳି ସାତ ସପନ ପାଲଟିଛି। ଘରେ ଘରେ ତାର ଲାଗି ମିଟର ବସିଛି ହେଲେ ବିଜୁଳିର ଦେଖା ନାହିଁ।...

g1
ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗଣ୍ଡଗୋଳ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଦେବଗଡ଼ ପୌରାଞ୍ଚଳର ପତ୍ରାପାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ତାଳପାଲି ଅଞ୍ଚଳରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ...

cm naveen
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍‌ କସରତ ଜାରି

ଭୁବନେଶ୍ୱର: ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍‌ କସରତ ଜାରି ରହିଛି। କୁହାଯାଉଛି, ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର...

e
ଦିଲ୍ଲୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରା, ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ଅଶୋକ ଲାଭାସା ଏହି ବୈଠକରେ ପର୍ଯ୍ୟବେକ୍ଷକ...

u4
ଉଶୁ ଖେଳରେ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ଜ୍ୟୋତ୍ସ୍ନା

ବାଲେଶ୍ୱର(ବିଶ୍ୱମ୍ବର ଦାସ): ଝିଅ ହେଲେ ବି କୁସ୍ତି ଖେଳରେ ପୁଅଙ୍କୁ ହରାଇ ଦେଉଛନ୍ତି। ନାଁ ତାଙ୍କର ଜ୍ୟୋତ୍ସ୍ନାରାଣୀ ଜେନା। ଉଶୁ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କ ମନୋବଳକୁ ଭାଙ୍ଗି ଦେଉଛି। ଅନ୍ତର୍ଜାତୀୟ ଖେଳରେ ଭାଗ...

p1
ବ୍ୟବହାର ହୋଇପାରୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଜୟପୁର(ଟି.ଗୌରୀଶଙ୍କର): ଯାତ୍ରୀଙ୍କ ଜରୁରୀ ସୁବିଧା ପାଇଁ ସରକାର ପଥପ୍ରାନ୍ତ ସୁବିଧା କେନ୍ଦ୍ର ଯୋଜନା କରିଛନ୍ତି। ଆଉ ଯୋଜନା ଅନୁସାରେ, ରାଜ୍ୟର କିଛି ଅଞ୍ଚଳର ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି। ହେଲେ କେଉଁଠି ଏହା ବ୍ୟବହାର ହୋଇପାରୁନି ତ ପୁଣି...