• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

a1
ଜୟପୁର ବିମାନ ଘାଟିରୁ କେବେ ଉଡ଼ିବ ବିମାନ?

ଜୟପୁର: ଜୟପୁର ବିମାନ ଘାଟିରୁ ନିତିଦିନିଆ ବିମାନ ଚଳାଚଳ ନେଇ ପୁଣି ଆଶଙ୍କା ଦେଖା ଦେଇଛି। ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର କରାଯିବା ପରେ ବି ବିମାନ ଚଳାଚଳ ନେଇ ସବୁଜ ସଙ୍କେତ ମିଳିପାରିନାହିଁ। ବିମାବନ୍ଦରର ରନ୍‌ୱେ ପ୍ରସ୍ତୁତ ଅଛି। ଏୟାର ଟ୍ରାଫିକ୍‌ ମଧ୍ୟ ପ୍ରସ୍ତୁତ ଅଛି। ଟର୍ମିନାଲ୍‌ ବିଲଡିଂ ସହ...

t3
ଟମାଟୋ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ ଚାଷୀ

ଜଗତସିଂହପୁର: ଚାଷ ଓ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। କିନ୍ତୁ ଚାଷୀ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତର ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି।  ବଜାରରେ ଟମାଟୋ...

t1
LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ ବା LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଅସ୍ତ୍ରଶସ୍ତ୍ର ସହିତ ବାୟୁସେନାରେ ସାମିଲ ପାଇଁ ଏହାକୁ ମଞ୍ଜୁରୀ ମିଳିଛି। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ-୨୦୧୯ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ...

n1
ପିଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ୬ ହଜାର ନୁହେଁ, ୧୦ ହଜାର ଟଙ୍କା ଦିଅ: ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଇଛାପାଲ୍ଲୀରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୩୪୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନାରେ ୧୪ଲକ୍ଷ...