କଟକ(ଗୌତମ ପଣ୍ଡା): ଆଇନଜୀବୀଙ୍କର ଏକାଧିକ ଦାବି ପୂରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବାର୍ କାଉନ୍ସିଲ୍ ଅଧ୍ୟକ୍ଷକଙ୍କ ଚିଠି। ରାଜ୍ୟ ସରକାର ଡାକ୍ତର, ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ ଓ ସାମ୍ବାଦିକଙ୍କ ଭଳି ବିଭିନ୍ନ ବର୍ଗର ବୃତ୍ତିଧାରୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଆଇନଜୀବୀଙ୍କ ଗୋଟିଏ...
ଭୁବନେଶ୍ୱର (ଅତୁଲ୍ୟ ବାଉତ): ରାଜଧାନୀରେ ଚାକିରି କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଚାକିରିର ପ୍ରଲୋଭନ ଦେଖାଇ ଜଣେ ଯୁବକ କୋଟି କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ଠକେଇ କରୁଥିବା ସଂସ୍ଥାର ଏମ୍ଡି ସୁବାସ ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ,...
ନୂଆଦିଲ୍ଲୀ: ଭାରତର ଦୁଇଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବି କରିଛି। ପାକ୍ ସୀମା ଭିତରକୁ ପଶି ଯାଇଥିବା ଭାରତୀୟ ବାୟୁସେନାର ଦୁଇଟି ବିମାନକୁ ଖସାଇ ଦିଆଯାଇଥିବା ପାକିସ୍ତାନ ସେନାର ଇଣ୍ଟର୍ ସର୍ଭିସେସ୍ ପବ୍ଲିକ ରିଲେସନ୍ସ୍ ଡିଜି ମେଜର୍ ଜେନେରାଲ୍ ଏ. ଗଫୁର୍ ସୂଚନା ଦେଇଛନ୍ତି। ପାକ୍...
ଭୁବନେଶ୍ୱର: କ୍ୟାମ୍ପେନ୍ ମୋଡ୍ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ। ଏମିତିକି ବ୍ଲକ୍ ଓ ଗାଁରେ ମଧ୍ୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କାର୍ଡ ଦେବାକୁ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ...
ଭୁବନେଶ୍ୱର : ଆସନ୍ତା ୪ ତାରିଖ ସୋମବାର ଦିନ ମହାଶିବରାତ୍ରୀ। ଏଥିପାଇଁ ଏକାମ୍ର କ୍ଷେତ୍ର ବେଶ୍ ଚଳଚଞ୍ଚଳ ହୋଇଉଠିଛି। ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନ୍ରେଟ୍ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ କମିଶନ୍ରେଟ୍...
ପୁରୀ: ବାଲାକୋଟ୍ରେ ପୁଲୱାମା ଆକ୍ରମଣର ବଦ୍ଲା ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ବାଲୁକା କଳା ମାଧ୍ୟମରେ ପ୍ରଶଂସା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ବାଲୁକା କଳା କରି ଭରତୀୟ ବାୟୁ ସେନାକୁ ସଲାମ୍ ଜଣାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ ଆରମ୍ଭ କରିଥିବାରୁ...
ଇସ୍ଲାମାବାଦ : ବାଲାକୋଟ୍ରେ ଭାରତୀୟ ବାୟୁସେନାର ଅତର୍କିତ ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଆଜି ପାକିସ୍ତାନ ସଂସଦର ଜରୁରୀକାଳୀନ ମିଳିତ ଅଧିବେଶନ ଡକାଯାଇଛି। ଏଲ୍ଓସି ଉଲ୍ଲଂଘନ କରିଥିବା ଭାରତର ଆଚରଣକୁ ଉଚିତ୍ ଜବାବ୍ ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା...
ଗୁଣପୁର : ଗୁଣପୁରରେ ଟ୍ରିପଲ ମର୍ଡର। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଗୁଣପୁର ଉକମ୍ବାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗୋପାଳ ସବର, ଲକ୍ଷ୍ମୀ ସବର ଓ ଜାଙ୍କିନି ସବର ଗତ ୨୩ ତାରିଖରୁ ନିଖୋଜ ଅଛନ୍ତି। ତେବେ ତିନି ଜଣଙ୍କୁ ଗୁଣି ସନ୍ଦେହରେ କାଠ...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ପାହାନ୍ତାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମିରାଜ୍-୨୦୦୦ ବ୍ୟବହାର ହୋଇଥିଲା। ଫ୍ରାନ୍ସର ଦାସଲ୍ଟ ଆଭିଏସନ୍ର ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନ୍ଟକିସ୍ ଲିମିଟେଡ୍-ହାଲ୍ ଏହି ଯୁଦ୍ଧ ଜାହାଜ ନିର୍ମାଣ କରିଥିଲା। ହଜାରେ କିଲୋ ଓଜନର ବୋମା ଧରି ୧୨ଟି ଏୟାରକ୍ରାଫ୍ଟ ପିଓକେରେ...
ମାଲକାନଗିରି: ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ। ଚକାଚକ୍ କୋଠା ସିନା ତିଆରି ହୋଇଛି, କିନ୍ତୁ କଲେଜ ପାଇଁ ଯାହା ପ୍ରଥମେ ଦରକାର, ତାକୁ ବୋଧେ ସରକାର ଭୁଲି ଯାଇଛନ୍ତି। ବିଏଡ୍ କଲେଜ ପାଇଁ ଜରୁରୀ NCTE ର ଅନୁମୋଦନ ଏଯାଏ ମିଳି ନାହିଁ। ଯାହା ଫଳରେ...