ହାଇଦ୍ରାବାଦ: ଆଜି ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ଚାଲିଛି। ରାଜ୍ୟର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ରାଜ୍ୟରେ ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି ଓ ଓ୍ୱାଇଏସ୍ଆର କଂଗ୍ରେସ ମଧ୍ୟରେ କଡ଼ା ଟକ୍କର...
ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବସିଲା ୨୦୧୯ର ପ୍ରଥମ ରଥ ସମନ୍ୱୟ ବୈଠକ। ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ବସିଛି। ବୈଠକରେ ମୋଟ୍ ୨୧ଟି ପ୍ରାସ୍ତାବ ଉପରେ ଆଲୋଚନା କରାଯାଇଛି।...
ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ମତଦାନ ହେଉଛି। ୧୪ କୋଟି ୨୦ ଲକ୍ଷ ୫୪ ହଜାର ମତଦାତା ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଓଡ଼ିଶାର ୪ଟି ଆସନ ବାଦ୍ ଆନ୍ଧ୍ରପ୍ରଦେଶର ୨୫, ଉତ୍ତରପ୍ରଦେଶର ୮, ଉତ୍ତରାଖଣ୍ଡର ୫, ଅରୁଣାଚଳ ପ୍ରଦେଶର...
ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ନିକଟ ମଙ୍ଗୁଳିଠାରେ ଏକ ଡାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ୱର ଜାତୀୟ ରାଜପଥର ଚୌଦ୍ୱାର ମଙ୍ଗୁଳି ହାଇଲେବୁଲ୍ କେନାଲ ପୋଲ ଉପରୁ ଟ୍ରକ୍ଟି ପୋଲ ବାଡ଼ ଭାଙ୍ଗି ଓଲଟି ପଡ଼ିଛି। ଚୌଦ୍ୱାର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର...
ଭୁବନେଶ୍ୱର: ବିଜେଡିର ବଳକା ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ। ଏବେ ବି ୩ ଲୋକସଭା ଓ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରି ନାହିଁ। ଘୋଷଣା ହୋଇନଥିବା ୩ ଲୋକସଭା ଆସନ ହେଲା ଢେଙ୍କାନାଳ, କଟକ ଓ କେନ୍ଦୁଝର। ଏହାଛଡ଼ା ଚର୍ଚ୍ଚାରେ ଥିବା ବିଧାନସଭା...
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାର ଲସିପୋରାରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ଜବାବ୍ ଦେଇଥିଲେ। ଏନ୍କାଉଣ୍ଟରରେ ନିହତ ଆତଙ୍କବାଦୀମାନେ ଲସ୍କର-ଇ-ତୋଇବା...
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଧରାପଡ଼ିଲେ ବାଲେଶ୍ୱର ସିରିଜ୍ ଏଟିଏମ୍ ଲୁଟେରା ଗ୍ୟାଙ୍ଗ। ଘଟଣାରେ ମାଷ୍ଟରମାଇଣ୍ଡ ଅଜୟ କୁମାର ମହାନ୍ତିଙ୍କ ସମେତ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ପାଖରୁ ମୋଟ୍ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍, ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି। ଏହାସହିତ ସୁନା...
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଆଜି ଅତ୍ୟାଧୁନିକ ଏମିସାଟ୍ ସାଟେଲାଇଟ୍ ଉତ୍କ୍ଷେପଣ କରାଯିବ। ଏହି ସାଟେଲାଇଟ୍ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ। ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାର ଉତ୍କ୍ଷେପଣ କରାଯିବ। ଏଥିପାଇଁ...