• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

modi
ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି। ଏହି ଅବସରରେ ମୋଦି କହିଛନ୍ତି,...

naxal
ଛତିଶଗଡ଼ରୁ ନକ୍ସଲ ନେତା ଗିରଫ

ରାୟପୁର: ଛତିଶଗଡ଼ ରାଜନନ୍ଦଗାଓଁରୁ ନକ୍ସଲ ଜାତୀୟ ସଂଯୋଜକ ଏନ୍‌ଭି ରାଓଙ୍କୁ ଛତିଶଗଡ଼ ପୁଲିସ୍‌ ଗିରଫ କରିଛି। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ପୁଲିସ୍‌ ୨୩ଟି ଡେଟୋନେଟର, ଗୋଟିଏ ମୋବାଇଲ ଓ ନକ୍ସଲ ପତ୍ରିକା ଜବତ କରିଛି। ସେ ହାଇଦ୍ରାବାଦ୍‌ ସ୍ଥିତ ନ୍ୟାସ୍‌ନାଲ୍‌...

ele1
ମହିଳାଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି। ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ତେବେ ମହିଳା ଜଣଙ୍କ ହାତୀ ସମ୍ମୁଖରେ ପଡ଼ି ଯିବା ପରେ ହାତୀଟି ତାଙ୍କୁ...

viral vedio
ମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌

ପୁରୀ: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଅଶୋଭନୀୟ ଆଚରଣର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ପୁରୀ ଜିଲ୍ଲା ପିପିଲି ବ୍ଳକ୍‌ ତେଇଶିପୁର ପଞ୍ଚାୟତର ୨୪ ନମ୍ବର ଜୋନ୍‌ରେ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ। ତେବେ ବୈଠକ ପୂର୍ବରୁ ସଭା ମଞ୍ଚର...

protest
ଚୋରା ମଦ କାରବାରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ଜଗତସିଂହପୁର: ଚୋରା ମଦ କାରବାରକୁ ଲୋକଙ୍କ ବିରୋଧ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଅସାହିରେ ଚୋରା ମଦ କାରବାରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଏହାର ପ୍ରତିବାଦ କରି ଢିଅସାହିରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ରାସ୍ତାରେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଥିଲେ।...

vlcsnap-error689
ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପ଼ଡ଼ା ବ୍ଲକ୍‌ ଖରିନାସି ଗାଁରେ ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ପ୍ରଥମେ ରାମନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ...

1
ଖୋଲା ଆକାଶ ତଳେ ରାତି କଟାଉଛନ୍ତି ନିରାଶ୍ରୟ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏସବୁକୁ ଆଖି ଆଗରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ରାତ୍ରୀ ଆଶ୍ରୟସ୍ଥଳୀ ଖୋଲା ଯାଇଛି। ତେବେ ଏହି ହାଡ଼ଭଙ୍ଗା ଶୀତରେ ବ୍ରହ୍ମପୁରରେ ନିରାଶ୍ରୟ ଲୋକେ ବହୁତ କଷ୍ଟରେ ରାତ୍ରୀ...