• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

11
ତ୍ୱରାନିତ ହେବ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରାଯିବ ବୋଲି ମେଘାଳୟ ସରକାର କହିଛନ୍ତି। ତେବେ ଦୁର୍ଘଟଣାସ୍ଥଳରୁ ଦୁର୍ଗନ୍ଧ ବାହାରିବା ପରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଖଣିରେ ଫସି ରହିଥିବା ଶ୍ରମିକଙ୍କ ଗଳିତ ମୃତଦେହରୁ...

v1
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲିଆପାଳ ପଞ୍ଚୁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ମନୋରଞ୍ଜନଙ୍କ ବାସଭବନ ସହ ଶେରଗଡ଼ ସ୍ଥିତ ଶ୍ୱଶୁର ଘର, ବାଲିଆପାଳର ପଞ୍ଚୁପାଲି, ଅଙ୍ଗାରଗଢ଼ିଆ, ମଣ୍ଡଗାଁରେ...

2
ବରଗଡ଼ ଧନୁଯାତ୍ରା ପାଇଁ ଜୋରଦାର୍‌ ପ୍ରସ୍ତୁତି

ବରଗଡ଼: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ପରେ ଧନୁଯାତ୍ରାକୁ ନେଇ ବରଗଡ଼ରେ ଲୋକଙ୍କ ଭିଡ଼ ଜମିବ। ଅନ୍ୟପଟେ, ଧନୁଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବରଗଡ଼ ସହର ପାଲଟିବ ମଥୁରାନଗରୀ। ଏଥିପାଇଁ ଜୋର୍‌ସୋର୍‌ରେ ସଜବାଜ ଚାଲିଛି। ଧନୁଯାତ୍ରାକୁ ଅଧିକ...

11
ରହସ୍ୟ ଘେରରେ ଅଜଣା ଜନ୍ତୁ

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଜଣା ଜନ୍ତୁ ଆତଙ୍କ। କଟକ ନରାଜ ଅଞ୍ଚଳକୁ ଏହି ଅଜଣା ଜନ୍ତୁ ଆତଙ୍କ ପୁଣି ଥରେ ଫେରିଛି। ୧୫ରୁ ଅଧିକ ମେଣ୍ଢା ମାରି ସାରିଲାଣି ଏହି ଅଜଣା ଜନ୍ତୁ। ଯାହାକୁ ନେଇ ଲୋକେ ଆତଙ୍କିତ। ମେଣ୍ଢାଙ୍କ ସୁରକ୍ଷା ପାଇଁ...

1
ଓଡ଼ିଶା ଗସ୍ତରେ ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା

ଭୁବନେଶ୍ୱର: ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି...