• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Jinnah-House
ଜିନ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍

ମୁମ୍ବାଇ: ବିବାଦୀୟ ଜିହ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍। ହାଇଦ୍ରାବାଦ୍ ହାଉସ୍ ଭଳି ଏହାକୁ କାର୍ଯ୍ୟରେ ବ୍ୟବହାର କରାଯିବ। ବିଦେଶୀ ପ୍ରତିନିଧି ଏବଂ ଅନ୍ୟ ଅତିଥିଙ୍କ ସହ ଆଲୋଚନା କରାଯିବ। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛି। ମୁମ୍ବାଇର ମାଲାବାର୍...

s1
୧୩ ବର୍ଷ ପରେ ଆସିଲା ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର୍ ମାମଲାର ରାୟ

ମୁମ୍ବାଇ: ୧୩ ବର୍ଷ ପରେ ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଏନ୍‌କାଉଣ୍ଟର ମାମଲାର ରାୟ ଆସିଛି। ତଥ୍ୟ ଏବଂ ପ୍ରମାଣ ଅଭାବରୁ ୨୨ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି। ସରକାର ଏବଂ ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ନେଇ ବହୁତ ପରିଶ୍ରମ କରାଯାଇଥିଲା। ତେବେ...

2
ପୁଲିସ୍‌ ଗୁଳିରେ ଅପରାଧୀ ଜୟ ପ୍ରଧାନ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଏନ୍‌କାଉଣ୍ଟର ହୋଇଛି । ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଆହତ ହୋଇଛି। ଜୟ ପ୍ରଧାନର ଗୋଡ଼ରେ ଗୁଳି ବାଜିଛି। ଏହା ପରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଜୟ...

1
ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ନୂଆପଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ନୂଆପଡ଼ା ଜିଲ୍ଲାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଖନା ଥାନା ଚନାମୁଣ୍ଡା ଗାଁ ଡ୍ୟାମ୍‌ କଡ଼ରୁ ଏକ ଅଖାରେ ଭର୍ତ୍ତି ଗଳିତ ଶବ ମିଳିବା ପରେ ଏହି ସନ୍ଦେହ ଘନିଭୂତ ହୋଇଛି। ମୃତକ ଜଣଙ୍କ ହେଲେ ଖଇରାନୀ ଗାଁର ତୁଳାରାମ...

film
ଆଜି ପରଦାକୁ ଆସିଛି ୨ଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ପରଦାକୁ ଆସିଛି ୨ଟି  ଫିଲ୍ମ। ରୋମାନ୍ସ, ଇମୋସନ୍ ଓ କମେଡିର ତଡ଼କା ଭରା ଫିଲ୍ମ ‘ଜିରୋ’ ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ଟକ୍କର ଦେବାକୁ ପରଦାକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’।  ‘ଜିରୋ’ର ଜଲୱା ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ...

en
ଅଖତାର ବନ୍ଧା ହେଲା

ଜୟପୁର: ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ଅଖତାରକୁ ଗିରଫ କରିଛି ପୁଲିସ୍‌।  କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କଲୋନୀ ନିକଟରେ ଗୁଳି ବିନିମୟ ପରେ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ତେବେ ଅଖତାରର ଦୁଇ ସହଯୋଗୀ ପୁଲିସ୍‌କୁ ଚକମା ଦେଇ ଖସି ଯାଇଛନ୍ତି। ଅଖତାର ଠାରୁ ଗୋଟିଏ ଦେଶୀ...

sambalpur
ବୋର୍ଡ ଅଫିସ୍‌ରେ ଅଗ୍ନିକାଣ୍ଡ ମାମଲା; ଆଜି ହେବ କ୍ଷୟକ୍ଷତିର ଆକଳନ

ସମ୍ବଲପୁର: ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ଆଜି କରାଯିବ। ଏହାପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ କହିଛନ୍ତି। ସେ କହିଛନ୍ତି, ସେଠାରେ ଅଷ୍ଟମ ଓ ନବମ ଶ୍ରେଣୀର କିଛି ବହି...

loot
ଷ୍ଟେସନ୍‌ ନିକଟରେ ପରୀକ୍ଷାର୍ଥୀଙ୍କଠୁ ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ସେନାରେ ନିଯୁକ୍ତି ପାଇଁ ଓଡ଼ିଶା ଆସିଥିବା ବିହାରର ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଷ୍ଟେସନ୍‌ ନିକଟରେ ପରୀକ୍ଷାର୍ଥୀ ଜଣଙ୍କ ଛିଡ଼ା ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ଆସି ତାଙ୍କର ସାର୍ଟିଫିକେଟ୍‌ ଥିବା ବ୍ୟାଗକୁ ଛଡ଼ାଇ ନେଇଥିଲେ।...

bank
ଆଜି ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍‌ (ଏଆଇବିଓସି)ର ଧର୍ମଘଟ ଯୋଗୁ ଆଜି ସରକାରୀ ବ୍ୟାଙ୍କ ବନ୍ଦ ରହିବ। ତତକ୍ଷଣାତ୍‌ ଦରମା ସଂଶୋଧନ ଓ ବ୍ୟାଙ୍କ ମିଶ୍ରଣ ବିରୋଧରେ ଏଆଇବିଓସି ଧର୍ମଘଟ ଡାକରା ଦେଇଛି। ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ଏଆଇବିଓସି...