• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

d1
ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ: ଥଣ୍ଡାର ପ୍ରଭାବରେ ଥରୁଛି ଉତ୍ତର ଭାରତ। ରାଜଧାନୀ ଦିଲ୍ଲୀ ସମେତ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ଶୀତର ଲହରୀ ଲାଗି ରହିଛି। ବଢ଼ୁଥିବା ଶୀତର ପ୍ରଭାବରେ ଏହି ସବୁ ରାଜ୍ୟରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଦିଲ୍ଲୀରେ ପାରଦ ୩ ଡିଗ୍ରୀରୁ ତଳକୁ ଖସିଛି। ଫଳରେ...

m1
ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ୍‌ ଭାଙ୍ଗି ମାଆ ଦୁର୍ଗାଙ୍କର ୨ କିଲୋଗ୍ରାମ୍‌ ଓଜନର ରୁପା ମୁକୁଟ, ୧୦ ଗ୍ରାମ୍‌ ଓଜନର ସୁନା ହାର ସହିତ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ମନ୍ଦିରର ପୂଜକ...

gun-attack
ପାରାକୁ ଗୁଳିମାଡ଼

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ସଞ୍ଜୟ ବେହେରା ଓରଫ ପାରା। ତାଙ୍କ ବାମ ପଟ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ...

ele11
ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ

ସୁନ୍ଦରଗଡ଼: ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ତାଳଡିହି ଜଙ୍ଗଲରେ ଦନ୍ତା ହାତୀଟି ୨ ଦିନ ଧରି ଅସୁସ୍ଥ ହୋଇ ରହିଥିଲା। ମିଳିଥିବା ସୂଚନା ଅନୁସାରେ, ହାତୀଟି ୨ ଦିନ ଧରି ଅସୁସ୍ଥ ଥିବାବେଳେ ବନବିଭାଗର ଏକ ଟିମ୍‌ ହାତୀର ଚିକିତ୍ସା କରୁଥିଲେ। ଶବ...

k1
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ବିଶେଷ କରି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପାରଦ ତଳକୁ ତଳକୁ ଖସି ଚାଲିଛି। ହେଲେ ଏବର୍ଷ କନ୍ଧମାଳର ସଦରମହକୁମା ଫୁଲବାଣୀରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଫୁଲବାଣୀର ସର୍ବନିମ୍ନ...

death
ପୁଣି ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ: କଟକ ନରାଜରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ପୁଣି ଆଉ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି। ନରାଜ ଗୋପାଳ ସାହିର କୈଳାସ ସାହୁଙ୍କ ମେଣ୍ଢାଶାଳରୁ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନରାଜ...

6
ଶୀତରେ ଖୋଲା ଆକାଶ ତଳେ କଟୁଛି ଅସହାୟଙ୍କ ଜୀବନ

କଟକ: ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଆଉ ଏହି ଶୀତ ରାତିରେ ଏବେବି ଖୋଲା ଆକାଶ ତଳେ କଟକ ସହରରେ କଟୁଛି ଅସହାୟଙ୍କ ଜୀବନ। ରେଳ ଷ୍ଟେସନ୍ ହେଉ ବା ବସ୍‌ଷ୍ଟାଣ୍ଡ କିମ୍ବା ରାସ୍ତାକଡ଼ ସବୁଠି ରାତି କାଟୁଛନ୍ତି ନିରାଶ୍ରୟ। ଅସହାୟଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଥିବା...