ଶ୍ରୀନଗର: କଶ୍ମୀରରେ ଏବେ ଶୀତର ରାଜୁତି। ଥଣ୍ଡାକୁ ଖାତିର ନକରି କଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍ ଜମୁଛି। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତର ଆଗମନ ହୋଇଥିବାରୁ ଶୀତ ବସ୍ତ୍ର କାରବାର ବି ଭଲ ହେଉଛି। ଭଲ ବେପାର ହେଉଥିବାରୁ ବ୍ୟବସାୟୀ ବି ଖୁସି ଅଛନ୍ତି। ସବୁଠି...
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ। ଜବଲାଡ଼ିହି ଗାଁରେ ଗୋଟିଏ ଦନ୍ତା ହାତୀ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି। ତାଙ୍କ ନାଁ ଫେଜେ ପେରେ। ଏଥିସହ ଦନ୍ତା ହାତୀଟି ୫ଟି ଘର ମଧ୍ୟ ଭାଙ୍ଗି ଦେଇଛି। ଗତକାଲି ବିଳମ୍ବିତ ରାତିରେ ଫେଜେ ଘରେ ଶୋଇଥିବା ବେଳେ ହାତୀଟି...
ମୟୂରଭଞ୍ଜ: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଦଳା-ବାରିପଦା ରାସ୍ତାର ଚାଉଳିଆଶୋଳ ଛକ ନିକଟରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିରେ ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ୧୦୮...
ଯାଜପୁର: ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ସ୍ଥିତ ଏକ ଛାତ୍ରୀ ନିବାସରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ କଟକ ଟାଙ୍ଗୀ ସ୍ଥିତ ଘରୋଇ କଲେଜରେ ପାଠ ପଢୁଥିଲେ।...
କଟକ: କଟକବାସୀଙ୍କୁ ଏବେ ଘାରିଛି ଜାଇକା ଯନ୍ତ୍ରଣା। ଜାଇକାକୁ ନେଇ ବେଶ୍ କିଛି ଦିନ ଧରି ସମସ୍ୟା ଘେରରେ କଟକବାସୀ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପକୁ ନେଇ ରାସ୍ତା ଖୋଳା ଯାଇଛି। ଯାହାକୁ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ...
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)-୨୦୧୭ ବର୍ଷର ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ମୋଟ ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆୟୂଷୀ ମହାପାତ୍ର ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଝୋଡିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ ରାୟଗଡ଼ା...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଟେଣ୍ଟୋଇ ଗାଁରେ ଦୁଇ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ କ୍ରାଇମ୍ବ୍ରାଞ୍ଚ୍ର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୦ ତାରିଖରେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଦୁଇ...
ସୁନ୍ଦରଗଡ଼: ସାରା ଦେଶରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ନୂଆ ୪୬୨ଟି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ। ସେଥି ମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ୍ ପ୍ରତିଷ୍ଠା ହେବ। ଏନେଇ ସୁନ୍ଦରଗଡ଼ ସର୍କିଟ୍ ହାଉସ୍ରେ ଆୟୋଜିତ...